Santrupt Misra(@DrSantruptMisra) 's Twitter Profile Photo

ଆଜି ବାଙ୍କୀ ନିର୍ବାଚନ ମଣ୍ଡଳୀରେ ସ୍ଥାନୀୟ ବିଧାୟକ ପ୍ରାର୍ଥୀ ଦେବୀ ରଞ୍ଜନ ତ୍ରିପାଠୀ ଓ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ସହ ପ୍ରଚାର ଓ ସମ୍ପର୍କ ଅଭିଯାନର ନାନା ଦିଗ।

account_circle
Santrupt Misra(@DrSantruptMisra) 's Twitter Profile Photo

ଆଜି ପ୍ରଥମେ କଣ୍ଟିଲୋ ନୀଳମାଧଵ ପୀଠରେ ପୂଜାର୍ଚ୍ଚନା କରି ପଦଯାତ୍ରା ଆରମ୍ଭ ହୋଇଥିଲା। ଖରା ତାତିକୁ ଖାତିର ନକରି ଖଣ୍ଡପଡ଼ାରେ ପୁରା ଦମରେ ଆୟୋଜିତ ପଦଯାତ୍ରାରେ ସ୍ଥାନୀୟ ଲୋକଙ୍କ ଯୋଗଦାନ ଥିଲା ଉତ୍ସାହଜନକ।
ସମସ୍ତଙ୍କୁ ନମସ୍କାର ଓ ଧନ୍ୟବାଦ।

#santrupt4cuttack #santruptmisra #forabettercuttack #drsantruptmisra
account_circle
Santrupt Misra(@DrSantruptMisra) 's Twitter Profile Photo

ବାଙ୍କୀ ନିର୍ବାଚନ ମଣ୍ଡଳୀରେ ସ୍ଥାନୀୟ ବିଧାୟକ ପ୍ରାର୍ଥୀ ଦେବୀ ରଞ୍ଜନ ତ୍ରିପାଠୀ ଓ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ସହ ପଦଯାତ୍ରା ଓ ଗ୍ରାମ ପରିକ୍ରମା।
ସ୍ଥାନୀୟ ଲୋକଙ୍କ ଆଗ୍ରହ ଓ ଉଦ୍ଦୀପନା ମୋତେ ଅଭିଭୂତ କଲା।

account_circle
Santrupt Misra(@DrSantruptMisra) 's Twitter Profile Photo

ବାଙ୍କୀରେ ଉତ୍ସାହପୂର୍ଣ୍ଣ ପ୍ରଚାର ଶୋଭାଯାତ୍ରା - ସାଥିରେ ଅଛନ୍ତି ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଓ ସ୍ଥାନୀୟ ବିଧାୟକ ପ୍ରାର୍ଥୀ ଦେବୀ ରଞ୍ଜନ ତ୍ରିପାଠୀ।

#santrupt4cuttack #santruptmisra #forabettercuttack #drsantruptmisra #candidatewithadifference #bjd #naveenodisha #cuttack #Odisha
account_circle
Santrupt Misra(@DrSantruptMisra) 's Twitter Profile Photo

'ହଁ, ଓଡ଼ିଶାବାସୀ ପରିବର୍ତ୍ତନ ଚାହୁଁଛନ୍ତି, ଓଡିଶାକୁ ଅଧିକ ଉନ୍ନତ, ସଶକ୍ତ ଓ ସମୃଦ୍ଧ କରି ଗଢିବାକୁ ଚାହୁଁଛନ୍ତି' - କନକ ନିୟୁଜରେ ଦେଖନ୍ତୁ ମୋର ସମ୍ପୂର୍ଣ୍ଣ ସାକ୍ଷାତକାର।

account_circle
Santrupt Misra(@DrSantruptMisra) 's Twitter Profile Photo

ହେ କରୁଣାମୟ ପ୍ରଭୁ ଜଗନ୍ନାଥ, ଆପଣଙ୍କ କରୁଣା ଦ୍ୱାରା ହିଁ ପରିଚାଳିତ ଏ ଜଗତର ସମସ୍ତ ଆତଯାତ। ଆପଣଙ୍କ ନିର୍ଦ୍ଦେଶରେ ହିଁ ଆଜି ଦିନଟିର ଆରମ୍ଭ। ଆପଣଙ୍କ ଆଶୀର୍ବାଦ ପାଇଁ ସଦା ବିନୀତ - ଜୟ ଜଗନ୍ନାଥ!
ବନ୍ଦେ ଉତ୍କଳ ଜନନୀ।

#santrupt4cuttack #santruptmisra #forabettercuttack #drsantruptmisra #candidatewithadifference
account_circle
Santrupt Misra(@DrSantruptMisra) 's Twitter Profile Photo

କଟକ ସଂସଦୀୟ କ୍ଷେତ୍ରରେ ସମସ୍ତଙ୍କର ସ୍ନେହ ଓ ଆଶୀର୍ବାଦ ଘେନି ମୁଁ ଏହି ନିର୍ବାଚନ ଲଢୁଛି। ବିପୁଳ ସଂଖ୍ୟାରେ ଶଙ୍ଖ ଚି଼ହ୍ନରେ ବଟନ ଟିପି ମୋତେ ଜୟଯୁକ୍ତ କରାଇବାକୁ ମୋର ବିନମ୍ର ଅନୁରୋଧ।

account_circle
Santrupt Misra(@DrSantruptMisra) 's Twitter Profile Photo

ଆଜି ବଡ଼ମ୍ବାରେ ସ୍ଥାନୀୟ ବିଧାୟକ ପ୍ରାର୍ଥୀ ଦେବୀ ପ୍ରସାଦ ମିଶ୍ରଙ୍କ ସହ ପ୍ରଚାର ଓ ସମ୍ପର୍କ ଅଭିଯାନର ନାନା ଦିଗ।

#santrupt4cuttack #santruptmisra #forabettercuttack #drsantruptmisra #candidatewithadifference #bjd #naveenodisha #cuttack #Odisha #loksabhaelection2024

କଟକର ନୂଆ ରୂପ - ଉନ୍ନତ, ବିକଶିତ ଓ ସମ୍ପ୍ରସାରିତ - ସମୃଦ୍ଧ କଟକ ନିର୍ମାଣ ଦିଗରେ ଦୃଢ଼ ପଦକ୍ଷେପ!

ଉଚ୍ଚ ନ୍ୟାୟାଳୟର ଧୂରୀଣ ଆଇନଜୀବୀମାନଙ୍କ ସହ ସାକ୍ଷାତ ଆଲୋଚନାର ଅପୂର୍ବ ସୁଯୋଗ ମୋତେ ମିଳିବା ଏକ ଆଶୀର୍ବାଦ ବୋଲି ମୁଁ ମନେକରେ। ସେମାନଙ୍କ ସହ ବୌଦ୍ଧିକ ସ୍ତରର ଆଲୋଚନା ଅତି ପ୍ରେରଣାଦାୟୀ ବୋଲି ମୁଁ କହିବି।
ସମସ୍ତ ଆଇନଜୀବୀମାନଙ୍କୁ ମୋର ନମସ୍କାର ଓ ଧନ୍ୟବାଦ।

#santrupt4cuttack #santruptmisra #forabettercuttack

'ମୋ କଟକ' ଆଦୌ କୌଣସି ପ୍ରତିଶ୍ରୁତି ପତ୍ର ନୁହେଁ, ଏହା କଟକ ସଂସଦୀୟ କ୍ଷେତ୍ର ପାଇଁ ସାମଗ୍ରିକ ଭାବେ କେତେକ ବିଚାର ବା ଆଇଡିଆର ସମାହାରଜନିତ 'ବିଚାର ପତ୍ର'।

account_circle
Santrupt Misra(@DrSantruptMisra) 's Twitter Profile Photo

ଖଣ୍ଡପଡ଼ାରେ ପୁରୁଷ ନାରୀ ନିର୍ବିଶେଷରେ ତଥା ସବୁ ବର୍ଗ ଓ ସବୁ ଶ୍ରେଣୀର ଲୋକଙ୍କ ନିଷ୍ପତ୍ତି ଶଙ୍ଖ ଚିହ୍ନରେ ଭୋଟ ଦେବୁ।
ଏହାଠୁ ଅଧିକ ଆନନ୍ଦର କଥା ଆଉ କ'ଣ ହୋଇପାରେ!
ସମସ୍ତଙ୍କୁ ନମସ୍କାର ଓ ଧନ୍ୟବାଦ।

ଖଣ୍ଡପଡ଼ାରେ ପୁରୁଷ ନାରୀ ନିର୍ବିଶେଷରେ ତଥା ସବୁ ବର୍ଗ ଓ ସବୁ ଶ୍ରେଣୀର ଲୋକଙ୍କ ନିଷ୍ପତ୍ତି ଶଙ୍ଖ ଚିହ୍ନରେ ଭୋଟ ଦେବୁ।
ଏହାଠୁ ଅଧିକ ଆନନ୍ଦର କଥା ଆଉ କ'ଣ ହୋଇପାରେ!
ସମସ୍ତଙ୍କୁ ନମସ୍କାର ଓ ଧନ୍ୟବାଦ।

#santrupt4cuttack #santruptmisra #forabettercuttack #drsantruptmisra #candidatewithadifference #bjd
account_circle
Santrupt Misra(@DrSantruptMisra) 's Twitter Profile Photo

କଟକର ନୂଆ ରୂପ - ଉନ୍ନତ, ବିକଶିତ ଓ ସମ୍ପ୍ରସାରିତ - ସମୃଦ୍ଧ କଟକ ନିର୍ମାଣ ଦିଗରେ ଦୃଢ଼ ପଦକ୍ଷେପ!

କଟକର ନୂଆ ରୂପ - ଉନ୍ନତ, ବିକଶିତ ଓ ସମ୍ପ୍ରସାରିତ - ସମୃଦ୍ଧ କଟକ ନିର୍ମାଣ ଦିଗରେ ଦୃଢ଼ ପଦକ୍ଷେପ!

#santrupt4cuttack #santruptmisra #forabettercuttack #drsantruptmisra #candidatewithadifference #bjd #naveenodisha #cuttack #Odisha #loksabhaelection2024
account_circle
Santrupt Misra(@DrSantruptMisra) 's Twitter Profile Photo

ଉଚ୍ଚ ନ୍ୟାୟାଳୟ, ଆଇନଜୀବୀ ସଂଘ ଓ ରାଜ୍ୟ ମହାଧିବକ୍ତା କାର୍ଯ୍ୟାଳୟ ପରିସର ଯିବାର ଅପୂର୍ବ ସୁଯୋଗ ମିଳିଲା। ସେଠାରେ ରାଜ୍ୟର ବୁଦ୍ଧିଜୀବୀଙ୍କ ସହ ଆଳାପ ଆଲୋଚନା ମୋ ପାଇଁ ଥିଲା ଅତି ମହତ୍ତ୍ୱପୂର୍ଣ୍ଣ।