Sukanta Panigrahi (Modi Ka Parivar)(@sukanta7panigra) 's Twitter Profile Photo

ମୋଦୀଜୀଙ୍କ ନେତୃତ୍ଵରେ ଓଡ଼ିଶାର ସ୍ବାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥା ଆହୁରି ସୁଦୃଢ ହେବ ।
ଏହା ହିଁ ମୋଦୀଙ୍କ ଗ୍ୟାରେଣ୍ଟି ଏବଂ ମୋଦୀଙ୍କ ଗ୍ୟାରେଣ୍ଟି ମାନେ ପକ୍କା ହେବାର ଗ୍ୟାରେଣ୍ଟି।

#abkibaar400paar #modiparivar  #voteforsukantapanigrahi #sukantabhaiforkandhamal #odisha #kandhamala #boudh #phulbani
account_circle
Sukanta Panigrahi (Modi Ka Parivar)(@sukanta7panigra) 's Twitter Profile Photo

କନ୍ଧମାଳ ଜିଲ୍ଲା ଦଶପଲ୍ଲା ବିଧାନସଭା କ୍ଷେତ୍ରର ଲଙ୍କାପୋଡ଼ିବଦ୍ଧରେ , ଗଣ୍ଡାବଦ୍ଧରେ ଯୋଗଦେବା ଅବସରରେ ।

#AbkiBaar400Paar #modiparivar #ModiSarkar #voteforsukantapanigrahi #sukantabhaiforkandhamal #Odisha #Kandhamala #Boudh #Phulbani #bhanjanagar #dashpalla #GUdayagiri #kantamala #Baliguda
account_circle
Sukanta Panigrahi (Modi Ka Parivar)(@sukanta7panigra) 's Twitter Profile Photo

ମୋ କନ୍ଧମାଳ ମୋର ପରିବାର । କନ୍ଧମାଳର ପ୍ରତିଟି ନାଗରିକଙ୍କ ସୁରକ୍ଷା, ବିକାଶ ଓ ଉନ୍ନତି ମୋର ଦାୟିତ୍ଵ ।

#abkibaar400paar #modiparivar #modisarkar #voteforsukantapanigrahi #sukantabhaiforkandhamal #odisha #kandhamala #boudh #phulbani #bhanjanagar #dashpalla #gudayagiri #kantamala #baliguda
account_circle
Sukanta Panigrahi (Modi Ka Parivar)(@sukanta7panigra) 's Twitter Profile Photo

ଫୁଲବାଣୀ ନିର୍ବାଚନ ମଣ୍ଡଳୀ ସ୍ଥିତ ଫିରିଙ୍ଗିଆରେ ସ୍ଥାନୀୟ ବାସିନ୍ଦାଙ୍କ ସହିତ ତାଙ୍କ ସୁଖ ଦୁଃଖ ବିଷୟରେ ଆଲୋଚନା କରିବା ଅବସରରେ ।

#abkibaar400paar #modiparivar #voteforsukantapanigrahi #sukantabhaiforkandhamal #odisha #kandhamala #boudh #phulbani #bhanjanagar #dashpalla #gudayagiri #kantamala
account_circle
Sukanta Panigrahi (Modi Ka Parivar)(@sukanta7panigra) 's Twitter Profile Photo

ଗତ ୧୦ ବର୍ଷ ମଧ୍ୟରେ ଆମ ପ୍ରଧାନମନ୍ତ୍ରୀ ନେଇଛନ୍ତି ଅନେକ ସାହସିକ ନିଷ୍ପତ୍ତି । ଯାହା ଦ୍ଵାରା ଆମ ଦେଶର ହୋଇଛି ପ୍ରଗତି ।

#AbkiBaar400Paar #modiparivar #ModiSarkar #voteforsukantapanigrahi #sukantabhaiforkandhamal #Odisha #Kandhamala #Boudh #Phulbani #bhanjanagar #dashpalla #GUdayagiri #kantamala
account_circle
Sukanta Panigrahi (Modi Ka Parivar)(@sukanta7panigra) 's Twitter Profile Photo

ଆସନ୍ତୁ ବିଶ୍ଵ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସରେ ଏକାଠି ହେବା, ବୀରପୁତ୍ରଙ୍କ ପ୍ରତିମୂର୍ତ୍ତିକୁ ସଫା କରିବା ।

ଏହାହିଁ ମୋଦୀଙ୍କ ଗ୍ୟାରେଣ୍ଟି । ଦେଶର ପ୍ରତିଟି ନାଗରିକ ମୁହଁରେ ହସ ହିଁ ଆମ ପ୍ରଧାନମନ୍ତ୍ରୀ ମୋଦି ଜି ଙ୍କ ଗ୍ୟାରେଣ୍ଟି ।