Energy Odisha(@EnergyOdisha) 's Twitter Profileg
Energy Odisha

@EnergyOdisha

Energy Department Government of Odisha||Mission: reliable, affordable and quality power for all || Energy transition for sustainable future||

ID:743715568423833601

linkhttp://energy.odisha.gov.in/ calendar_today17-06-2016 08:03:04

4,0K Tweets

96,9K Followers

65 Following

Energy Odisha(@EnergyOdisha) 's Twitter Profile Photo

ଦେଶର ମହାନ ଗଣତାନ୍ତ୍ରିକ ପରମ୍ପରା; ନିର୍ବାଚନର ଗରିମାକୁ ବଜାୟ ରଖିବା ପାଇଁ ଶକ୍ତି ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଶପଥ ନେଇଛନ୍ତି। ମୁକ୍ତ, ଅବାଧ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିଚାଳନା ସହ କୌଣସି ପ୍ରଲୋଭନର ବଶବର୍ତ୍ତୀ ନ ହୋଇ ମତାଧିକାର ସାବ୍ୟସ୍ତ ପାଇଁ ଶପଥ ନେଇଛନ୍ତି। ChiefSecyOdisha Office of Development Commissioner, Odisha I & PR Department, Odisha

ଦେଶର ମହାନ ଗଣତାନ୍ତ୍ରିକ ପରମ୍ପରା; ନିର୍ବାଚନର ଗରିମାକୁ ବଜାୟ ରଖିବା ପାଇଁ ଶକ୍ତି ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଶପଥ ନେଇଛନ୍ତି। ମୁକ୍ତ, ଅବାଧ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିଚାଳନା ସହ କୌଣସି ପ୍ରଲୋଭନର ବଶବର୍ତ୍ତୀ ନ ହୋଇ ମତାଧିକାର ସାବ୍ୟସ୍ତ ପାଇଁ ଶପଥ ନେଇଛନ୍ତି। #election @SecyChief @DC_Odisha @IPR_Odisha
account_circle
Energy Odisha(@EnergyOdisha) 's Twitter Profile Photo

ଶକ୍ତି ସଂରକ୍ଷଣ ପାଇଁ କେଉଁଟି ସବୁଠାରୁ ଅଧିକ ଉପାଦେୟ ?

account_circle
Energy Odisha(@EnergyOdisha) 's Twitter Profile Photo

ବିଦ୍ୟୁତ ମରାମତି ବେଳେ କ’ଣ ବ୍ୟବହାର କରିବେ ନାହିଁ?

account_circle
CEO Odisha(@OdishaCeo) 's Twitter Profile Photo

ସ୍ୱାଭିମାନ ଅଂଚଳରେ ମତଦାନର କିଛି ଦୃଶ୍ୟ l ଓଡିଶାର ବିଛିନ୍ନ ଅଞ୍ଚଳ ଭାବେ ପରିଚିତ ମାଲକାନଗିରିର ଚିତ୍ରକୋଣ୍ଡାରେ ମତଦାନ ପାଇଁ ଭୋଟର ମାନଙ୍କ ଉତ୍ସାହ ପ୍ରେରଣାପ୍ରଦ l

ସ୍ୱାଭିମାନ ଅଂଚଳରେ ମତଦାନର କିଛି ଦୃଶ୍ୟ l ଓଡିଶାର ବିଛିନ୍ନ ଅଞ୍ଚଳ ଭାବେ ପରିଚିତ ମାଲକାନଗିରିର ଚିତ୍ରକୋଣ୍ଡାରେ ମତଦାନ ପାଇଁ ଭୋଟର ମାନଙ୍କ ଉତ୍ସାହ ପ୍ରେରଣାପ୍ରଦ l #OdishaVotes #SGE2024 #TheBiggestFestivalOfDemocracy
account_circle
CEO Odisha(@OdishaCeo) 's Twitter Profile Photo

ପ୍ରଥମ ଥର ଭୋଟର ମାନଙ୍କ ପାଇଁ ସମସ୍ତ ବୁଥ୍ ରେ ସ୍ୱାଗତ ବ୍ୟବସ୍ଥା କରାଯାଇଛି l (6/n)

ପ୍ରଥମ ଥର ଭୋଟର ମାନଙ୍କ ପାଇଁ ସମସ୍ତ ବୁଥ୍ ରେ ସ୍ୱାଗତ ବ୍ୟବସ୍ଥା କରାଯାଇଛି l (6/n)
account_circle
CEO Odisha(@OdishaCeo) 's Twitter Profile Photo

ଭୋଟ ଦେଉଛି ଓଡିଶା l
ଓଡିଶା ପ୍ରଥମ ପର୍ଯାୟ ମତଦାନ ପାଇଁ ଭୋଟର ମାନଙ୍କ ମଧ୍ୟରେ ଉତ୍ସାହl ଏକ ଉତ୍ସବର ବାତାବରଣରେ ଆରମ୍ଭ ହୋଇଛି ଭୋଟିଂ l (1/n)

ଭୋଟ ଦେଉଛି ଓଡିଶା l ଓଡିଶା ପ୍ରଥମ ପର୍ଯାୟ ମତଦାନ ପାଇଁ ଭୋଟର ମାନଙ୍କ ମଧ୍ୟରେ ଉତ୍ସାହl ଏକ ଉତ୍ସବର ବାତାବରଣରେ ଆରମ୍ଭ ହୋଇଛି ଭୋଟିଂ l (1/n) #OdishaVotes #SGE2024 #TheBiggestFestivalOfDemocracy
account_circle
TP Central Odisha Distribution Ltd(@TPCentralOdisha) 's Twitter Profile Photo

ଆପଣଙ୍କ ସତର୍କତା ହିଁ ଆପଣଙ୍କୁ ସୁରକ୍ଷିତ ରଖିବ। କାଳବୈଶାଖୀ ସମୟରେ ଏହି ସବୁ ବିଦ୍ୟୁତ୍ ସତର୍କତା ପାଳନ କରନ୍ତୁ ଓ ସୁରକ୍ଷିତ ରୁହନ୍ତୁ।

ଆପଣଙ୍କ ସତର୍କତା ହିଁ ଆପଣଙ୍କୁ ସୁରକ୍ଷିତ ରଖିବ। କାଳବୈଶାଖୀ ସମୟରେ ଏହି ସବୁ ବିଦ୍ୟୁତ୍ ସତର୍କତା ପାଳନ କରନ୍ତୁ ଓ ସୁରକ୍ଷିତ ରୁହନ୍ତୁ। #ElectricalSafety
account_circle
CEO Odisha(@OdishaCeo) 's Twitter Profile Photo

ମଇ 13 କର୍ତ୍ତବ୍ୟର ଦିନ l ବାହାନାର ଦିନ ନୁହେଁ l ଆପଣଙ୍କ ଭୋଟ, ଆପଣଙ୍କ ସ୍ୱରl
ନିଶ୍ଚିତ ମତଦାନ କରନ୍ତୁ ଓ ଗଣତନ୍ତ୍ରର ସ୍ୱରରେ ନିଜ ସ୍ୱରକୁ ସାମିଲ କରନ୍ତୁ l Election Commission of India Spokesperson ECI DD News Odia Doordarshan National दूरदर्शन नेशनल I & PR Department, Odisha

ମଇ 13 କର୍ତ୍ତବ୍ୟର ଦିନ l ବାହାନାର ଦିନ ନୁହେଁ l ଆପଣଙ୍କ ଭୋଟ, ଆପଣଙ୍କ ସ୍ୱରl ନିଶ୍ଚିତ ମତଦାନ କରନ୍ତୁ ଓ ଗଣତନ୍ତ୍ରର ସ୍ୱରରେ ନିଜ ସ୍ୱରକୁ ସାମିଲ କରନ୍ତୁ l @ECISVEEP @SpokespersonECI @DDNewsOdia @DDNational @IPR_Odisha
account_circle
I & PR Department, Odisha(@IPR_Odisha) 's Twitter Profile Photo

| 4th Phase

୪ର୍ଥ ପର୍ଯ୍ୟାୟରେ ଓଡ଼ିଶାର ଚାରିଗୋଟି ସଂସଦୀୟ କ୍ଷେତ୍ର ଯଥା କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ଏବଂ ଏହିସବୁ କ୍ଷେତ୍ର ଅନ୍ତର୍ଗତ ୨୮ ଗୋଟି ବିଧାନସଭା ଆସନ ନିମନ୍ତେ ଚଳିତ ମାସ ୧୩ ତାରିଖ ଦିନ ମତଦାନ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ CEO Odisha ଙ୍କ ପ୍ରେସ୍ ବିବୃତି:

account_circle