ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport(@CTOdisha) 's Twitter Profileg
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport

@CTOdisha

C & T Department looks after the sectors of Road Transport, Port & Inland Waterways, Rail Coordination, OSRTC, Government Press and Civil Aviation in Odisha.

ID:744066542653014016

linkhttp://ct.odisha.gov.in/ calendar_today18-06-2016 07:17:42

3,5K Tweets

87,7K Followers

252 Following

I & PR Department, Odisha(@IPR_Odisha) 's Twitter Profile Photo

ପବିତ୍ର ଶ୍ରୀରାମ ନବମୀ ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ଭଗବାନ ଶ୍ରୀରାମଙ୍କ କୃପାରୂ ସମସ୍ତଙ୍କ ଜୀବନ ସୁଖ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ।

ପବିତ୍ର ଶ୍ରୀରାମ ନବମୀ ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ଭଗବାନ ଶ୍ରୀରାମଙ୍କ କୃପାରୂ ସମସ୍ତଙ୍କ ଜୀବନ ସୁଖ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ। #SriRamNavami #ଶ୍ରୀରାମନବମୀ #shreeram
account_circle
State Transport Authority, Odisha(@STAOdisha) 's Twitter Profile Photo

ଓଡ଼ିଆ ନବବର୍ଷ, ମହାବିଷୁବ ସଂକ୍ରାନ୍ତି ତଥା ପଣା ସଂକ୍ରାନ୍ତିର ଅନେକ ଅନେକ ଶୁଭକାମନା ।
ନୂଆ ବର୍ଷରେ ସଂକଳ୍ପ ନିଅନ୍ତୁ, ସଡ଼କ ସୁରକ୍ଷାର ସବୁ ନିୟମ ମାନନ୍ତୁ
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport

ଓଡ଼ିଆ ନବବର୍ଷ, ମହାବିଷୁବ ସଂକ୍ରାନ୍ତି ତଥା ପଣା ସଂକ୍ରାନ୍ତିର ଅନେକ ଅନେକ ଶୁଭକାମନା । ନୂଆ ବର୍ଷରେ ସଂକଳ୍ପ ନିଅନ୍ତୁ, ସଡ଼କ ସୁରକ୍ଷାର ସବୁ ନିୟମ ମାନନ୍ତୁ @CTOdisha #STAOdisha #OdiaNewYear #MahaBishubaSankranti #SafeDriveSaveLife
account_circle
State Transport Authority, Odisha(@STAOdisha) 's Twitter Profile Photo

ଦୁର୍ଘଟଣା ଏଡାଇ ନ ହେଲେ ବି ଦୁର୍ଘଟଣାଗ୍ରସ୍ତଙ୍କୁ ଠିକ ସମୟରେ ଚିକିତ୍ସା ମିଳିପାରିଲେ ଜୀବନ ବଞ୍ଚାଇହେବ । ଅଭିନେତା ସବ୍ୟସାଚୀଙ୍କୁ ଏପରି ମହାନତାକୁ ରାଜ୍ୟ ପରିବହନ ପ୍ରାଧିକରଣ ପ୍ରଶଂସା କରୁଛି ।
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport SABYASACHI MISHRA 🇮🇳

ଦୁର୍ଘଟଣା ଏଡାଇ ନ ହେଲେ ବି ଦୁର୍ଘଟଣାଗ୍ରସ୍ତଙ୍କୁ ଠିକ ସମୟରେ ଚିକିତ୍ସା ମିଳିପାରିଲେ ଜୀବନ ବଞ୍ଚାଇହେବ । ଅଭିନେତା ସବ୍ୟସାଚୀଙ୍କୁ ଏପରି ମହାନତାକୁ ରାଜ୍ୟ ପରିବହନ ପ୍ରାଧିକରଣ ପ୍ରଶଂସା କରୁଛି । @CTOdisha @sabyaactor
account_circle
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport(@CTOdisha) 's Twitter Profile Photo

ପବିତ୍ର ଉତ୍କଳ ଦିବସ ଉପଲକ୍ଷେ ଶୁଭେଚ୍ଛା ଓ ଅଭିନନ୍ଦନ 💐

ବନ୍ଦେ ଉତ୍କଳ ଜନନୀ!

account_circle
LAxMI/ଲକ୍ଷ୍ମୀ(@LAccMI_Odisha) 's Twitter Profile Photo

ଆଉ ମାତ୍ର ୧୦୦ ଦିନ ପରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା

ଏହି ଅବସରରେ ସୁପର ପ୍ରିମିୟମ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ବସରେ ପୁରୀ ଧାମ ଯାତ୍ରା କରି ମହାପ୍ରଭୁଙ୍କ ଅପୂର୍ବ ଦର୍ଶନ ଲାଭ କରନ୍ତୁ।

ଓଏସ୍ଆରଟିସିର ଅଫିସିଆଲ୍ ଆପ୍ ରେ ଆପଣଙ୍କ ଟିକେଟ୍ ବୁକ୍ କରନ୍ତୁ ଏବଂ ରଥଯାତ୍ରା ସମୟରେ ପୁରୀ ଧାମକୁ ସୁରକ୍ଷିତ ଯାତ୍ରା କରନ୍ତୁ ।…

account_circle
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport(@CTOdisha) 's Twitter Profile Photo

ରଙ୍ଗର ପର୍ବ ହୋଲି ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। 💐

account_circle
Sakala News(@SakalaNews) 's Twitter Profile Photo

ରାଜ୍ୟରେ ପ୍ରତିଷ୍ଠା ହେବ ୫୪ ଆରଟିଓ କ୍ୟାମ୍ପ୍‌‌ ଅଫିସ୍‌‌, ଘର ପାଖରେ ମିଳିବ ଜରୁରୀ ସେବା Sakala News thesakala.in/54-rto-camp-of…
State Transport Authority, Odisha ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport

account_circle
Bureau of Civil Aviation Security(@BcasHq) 's Twitter Profile Photo

On CISF Raising Day, let's express gratitude to the fearless guardians who stand vigilant, safeguarding our airports, industries, and vital installations. Your unwavering commitment and sacrifice inspires us all. Wishing continued success in its noble mission!

On @CISFHQrs Raising Day, let's express gratitude to the fearless guardians who stand vigilant, safeguarding our airports, industries, and vital installations. Your unwavering commitment and sacrifice inspires us all. Wishing continued success in its noble mission!#SecurityFirst
account_circle
CMO Odisha(@CMO_Odisha) 's Twitter Profile Photo

chaired by CM Naveen Patnaik has approved an amount of ₹562 Cr for setting up an Aviation Training Centre at Birasal, Dhenkanal. The Centre will have Pilot Training, Simulator Training & Cabin Crew Training facilities and other skilled training facilities related…

#OdishaCabinet chaired by CM @Naveen_Odisha has approved an amount of ₹562 Cr for setting up an Aviation Training Centre at Birasal, Dhenkanal. The Centre will have Pilot Training, Simulator Training & Cabin Crew Training facilities and other skilled training facilities related…
account_circle
CMO Odisha(@CMO_Odisha) 's Twitter Profile Photo

ଲୋକଙ୍କ ପାଇଁ ଉନ୍ନତ ସାର୍ବଜନୀନ ପରିବହନ ଭିତ୍ତିଭୂମି ଏବଂ ସୁବିଧା ସୁନିଶ୍ଚିତ କରିବା ଦିଗରେ ଆଗକୁ ବଢୁଛି ଓଡ଼ିଶା। ରାଜ୍ଯର ସମସ୍ତ ବ୍ଲକ, ପ୍ରମୁଖ ଉପଖଣ୍ଡ ଓ ସହରାଞ୍ଚଳରେ ‘ଆମ ବସଷ୍ଟାଣ୍ଡ’ ଯୋଜନାକୁ ଅଧିକ କ୍ରିୟାଶୀଳ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଏଥିପାଇଁ ରାଜ୍ୟ ସରକାର ଆଗାମୀଦିନରେ ₹୬,୧୬୪.୮୦ କୋଟି…

ଲୋକଙ୍କ ପାଇଁ ଉନ୍ନତ ସାର୍ବଜନୀନ ପରିବହନ ଭିତ୍ତିଭୂମି ଏବଂ ସୁବିଧା ସୁନିଶ୍ଚିତ କରିବା ଦିଗରେ ଆଗକୁ ବଢୁଛି ଓଡ଼ିଶା। ରାଜ୍ଯର ସମସ୍ତ ବ୍ଲକ, ପ୍ରମୁଖ ଉପଖଣ୍ଡ ଓ ସହରାଞ୍ଚଳରେ ‘ଆମ ବସଷ୍ଟାଣ୍ଡ’ ଯୋଜନାକୁ ଅଧିକ କ୍ରିୟାଶୀଳ କରିବାକୁ #OdishaCabinet ବୈଠକରେ ନିଷ୍ପତ୍ତି ହୋଇଛି। ଏଥିପାଇଁ ରାଜ୍ୟ ସରକାର ଆଗାମୀଦିନରେ ₹୬,୧୬୪.୮୦ କୋଟି…
account_circle
LAxMI/ଲକ୍ଷ୍ମୀ(@LAccMI_Odisha) 's Twitter Profile Photo

୩୦ଟି ଜିଲ୍ଲାର ଲକ୍ଷ୍ମୀ ବସ୍ ବିସ୍ତୃତ ମାର୍ଗ ବିବରଣୀ
👇
osrtc.in/notificationsA…

ଓଡ଼ିଶାର ସମସ୍ତ ଜିଲ୍ଲାରେ ସଫଳତାର ସହ ଗଡ଼ିଚାଲିଛି ଲକ୍ଷ୍ମୀ ବସ୍ । ୩୦ଟି ଜିଲ୍ଲାରେ ଚାଲୁଥିବା ଲକ୍ଷ୍ମୀ ବସ୍ ର ବିସ୍ତୃତ ମାର୍ଗ ବିବରଣୀ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିମଗ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ | OSRTCର ଅଫିସିଆଲ ୱେବସାଇଟରେ ଉପଲବ୍ଧ ରହିଛି । ଦିଆଯାଇଥିବା…

୩୦ଟି ଜିଲ୍ଲାର ଲକ୍ଷ୍ମୀ ବସ୍ ବିସ୍ତୃତ ମାର୍ଗ ବିବରଣୀ 👇 osrtc.in/notificationsA… ଓଡ଼ିଶାର ସମସ୍ତ ଜିଲ୍ଲାରେ ସଫଳତାର ସହ ଗଡ଼ିଚାଲିଛି ଲକ୍ଷ୍ମୀ ବସ୍ । ୩୦ଟି ଜିଲ୍ଲାରେ ଚାଲୁଥିବା ଲକ୍ଷ୍ମୀ ବସ୍ ର ବିସ୍ତୃତ ମାର୍ଗ ବିବରଣୀ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିମଗ @OSRTC_Odishaର ଅଫିସିଆଲ ୱେବସାଇଟରେ ଉପଲବ୍ଧ ରହିଛି । ଦିଆଯାଇଥିବା…
account_circle
I & PR Department, Odisha(@IPR_Odisha) 's Twitter Profile Photo

On the occasion of International , let's recognize and appreciate the invaluable contributions of women in shaping our world. We celebrate this day with this year's theme: 'Invest in Women: Accelerate Progress'

On the occasion of International #WomensDay, let's recognize and appreciate the invaluable contributions of women in shaping our world. We celebrate this day with this year's theme: 'Invest in Women: Accelerate Progress'
account_circle
LAxMI/ଲକ୍ଷ୍ମୀ(@LAccMI_Odisha) 's Twitter Profile Photo

ଗାଁ ଗାଁରେ ଲକ୍ଷ୍ମୀ... ଘରେ ଘରେ ସମୃଦ୍ଧି

ଓଡ଼ିଶାର ୩.୬୪ କୋଟି ଲୋକ ଲକ୍ଷ୍ମୀ ବସ୍ ଦ୍ୱାରା ଉପକୃତ ହେଉଛନ୍ତି। ସୁଲଭ ମୁଲ୍ୟରେ ଲୋକଙ୍କ ଜୀବନଯାତ୍ରାକୁ ସହଜ କରି ଘରେ ଘରେ ସମୃଦ୍ଧି ଆଣୁଛି ଲକ୍ଷ୍ମୀ ବସ୍ ।

ଗାଁ ଗାଁରେ ଲକ୍ଷ୍ମୀ... ଘରେ ଘରେ ସମୃଦ୍ଧି ଓଡ଼ିଶାର ୩.୬୪ କୋଟି ଲୋକ ଲକ୍ଷ୍ମୀ ବସ୍ ଦ୍ୱାରା ଉପକୃତ ହେଉଛନ୍ତି। ସୁଲଭ ମୁଲ୍ୟରେ ଲୋକଙ୍କ ଜୀବନଯାତ୍ରାକୁ ସହଜ କରି ଘରେ ଘରେ ସମୃଦ୍ଧି ଆଣୁଛି ଲକ୍ଷ୍ମୀ ବସ୍ ।
account_circle
I & PR Department, Odisha(@IPR_Odisha) 's Twitter Profile Photo

ନବୀନ ଓଡ଼ିଶା ମ୍ୟାଜିକ୍ କାର୍ଡ୍ ପାଇଁ ଆଜିଠାରୁ ଆରମ୍ଭ ହେଉଛି ପଞ୍ଜିକରଣ। ଏହି କାର୍ଡ ପ୍ରାପ୍ତ କରିବା ପାଇଁ magiccard.odisha.gov.in ପୋର୍ଟାଲ ମାଧ୍ୟମରେ ପଞ୍ଜିକରଣ କରନ୍ତୁ।

ନବୀନ ଓଡ଼ିଶା ମ୍ୟାଜିକ୍ କାର୍ଡ୍ ପାଇଁ ଆଜିଠାରୁ ଆରମ୍ଭ ହେଉଛି ପଞ୍ଜିକରଣ। ଏହି କାର୍ଡ ପ୍ରାପ୍ତ କରିବା ପାଇଁ magiccard.odisha.gov.in ପୋର୍ଟାଲ ମାଧ୍ୟମରେ ପଞ୍ଜିକରଣ କରନ୍ତୁ। #MagicCard #NaveenOdisha #OdishaCares
account_circle
State Transport Authority, Odisha(@STAOdisha) 's Twitter Profile Photo

State Road Safety Council meeting held on 29.02.2024 at Lok Seva Bhawan and was chaired by Tukuni Sahu, Hon’ble Minister ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport.
Development Commissioner, DGP, Principal Secretary, Transport Commissioner, IGP, CID, CB & others were present. Improving was discussed.

State Road Safety Council meeting held on 29.02.2024 at Lok Seva Bhawan and was chaired by @TukuniSahu, Hon’ble Minister @CTOdisha. Development Commissioner, DGP, Principal Secretary, Transport Commissioner, IGP, CID, CB & others were present. Improving #RoadSafety was discussed.
account_circle
CMO Odisha(@CMO_Odisha) 's Twitter Profile Photo

Naveen Patnaik ଏହି ଟର୍ମିନାଲ ଭୁବନେଶ୍ୱରର ଏକ ଗୁରୁତ୍ୱପୂର୍ଣ୍ଣ ଲ୍ୟାଣ୍ଡମାର୍କ ହୋଇ ରହିବା ସହିତ ଯାତ୍ରୀମାନଙ୍କୁ ସର୍ବୋତ୍ତମ ସୁବିଧା ସୁନିଶ୍ଚିତ କରି ସାରା ଓଡ଼ିଶାରେ ଏକ ନୂଆ ପରିଚୟ ସୃଷ୍ଟି କରିବ। ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ ପାଇଁ ସହଯୋଗ କରିବାକୁ ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆହ୍ଵାନ କରିଛନ୍ତି।

@Naveen_Odisha ଏହି ଟର୍ମିନାଲ ଭୁବନେଶ୍ୱରର ଏକ ଗୁରୁତ୍ୱପୂର୍ଣ୍ଣ ଲ୍ୟାଣ୍ଡମାର୍କ ହୋଇ ରହିବା ସହିତ ଯାତ୍ରୀମାନଙ୍କୁ ସର୍ବୋତ୍ତମ ସୁବିଧା ସୁନିଶ୍ଚିତ କରି ସାରା ଓଡ଼ିଶାରେ ଏକ ନୂଆ ପରିଚୟ ସୃଷ୍ଟି କରିବ। ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ ପାଇଁ ସହଯୋଗ କରିବାକୁ ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆହ୍ଵାନ କରିଛନ୍ତି। #NabinOdisha…
account_circle
LAxMI/ଲକ୍ଷ୍ମୀ(@LAccMI_Odisha) 's Twitter Profile Photo

ଲକ୍ଷ୍ମୀ ବସ୍ ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ପ୍ରତ୍ୟେକ ବ୍ଲକରେ ନିର୍ମିତ ବସ୍ କ୍ୟୁ ସେଲଟର୍ ଠାରେ ନିର୍ଦ୍ଧାରିତ ବ୍ଲକର ବିସ୍ତୃତ ରୁଟ୍ ମ୍ୟାପ୍ ଦିଆଯାଇଛି । ଯାତ୍ରୀମାନେ ଏହାଦ୍ୱାରା ଲକ୍ଷ୍ମୀ ବସ୍ ର ରୁଟ୍ ବିଷୟରେ ଅବଗତ ହୋଇପାରିବେ ।

ଲକ୍ଷ୍ମୀ ବସ୍ ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ପ୍ରତ୍ୟେକ ବ୍ଲକରେ ନିର୍ମିତ ବସ୍ କ୍ୟୁ ସେଲଟର୍ ଠାରେ ନିର୍ଦ୍ଧାରିତ ବ୍ଲକର ବିସ୍ତୃତ ରୁଟ୍ ମ୍ୟାପ୍ ଦିଆଯାଇଛି । ଯାତ୍ରୀମାନେ ଏହାଦ୍ୱାରା ଲକ୍ଷ୍ମୀ ବସ୍ ର ରୁଟ୍ ବିଷୟରେ ଅବଗତ ହୋଇପାରିବେ । #GhareGhareLaxmi
account_circle
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport(@CTOdisha) 's Twitter Profile Photo

Congratulations to the team of EICPCEI

The EV Policy offers several incentives to buyers of various segments of vehicles.

ଇଲେକ୍ଟ୍ରିକ୍ ଭେହିକଲ୍ ପଲିସିରେ ବିଭିନ୍ନ ଶ୍ରେଣୀର ଗାଡ଼ି କ୍ରେତାମାନଙ୍କ ପାଇଁ ସରକାରୀ ପ୍ରୋତ୍ସାହନ ପ୍ରଦାନ କରାଯାଉଛି।

Congratulations to the team of @aeicpcei The #Odisha EV Policy offers several incentives to buyers of various segments of vehicles. #ଓଡ଼ିଶା ଇଲେକ୍ଟ୍ରିକ୍ ଭେହିକଲ୍ ପଲିସିରେ ବିଭିନ୍ନ ଶ୍ରେଣୀର ଗାଡ଼ି କ୍ରେତାମାନଙ୍କ ପାଇଁ ସରକାରୀ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। #GoElecteic #EV #ZeroEmission
account_circle
LAxMI/ଲକ୍ଷ୍ମୀ(@LAccMI_Odisha) 's Twitter Profile Photo

ଜଗନ୍ନାଥ ଏକ୍ସପ୍ରେସର ପ୍ରାରମ୍ଭିକ ଅଫର୍ ସହ ସୁଲଭ ଓ ସୁଗମ ଯାତ୍ରା କରନ୍ତୁ

ଜଗନ୍ନାଥ ଏକ୍ସପ୍ରେସରେ ପୁରୀ ଓ ଭୁବନେଶ୍ୱର ଯାତ୍ରା କରୁଥିବା ସମସ୍ତ ଯାତ୍ରୀମାନଙ୍କ ପାଇଁ ରିହାତି ବସ୍ ଭଡ଼ା ଧାର୍ଯ୍ୟ କରାଯାଇଛି । ଆପଣଙ୍କ ସୁବିଧା ପାଇଁ ପୁରୁଷ ଓ ମହିଳାଙ୍କ ପାଇଁ କିଲୋମିଟର ପିଛା ଧାର୍ଯ୍ୟ ବସ୍ ଭଡ଼ା ନିମ୍ନରେ ଉଲ୍ଲେଖ କରାଯାଇଛି ।…

ଜଗନ୍ନାଥ ଏକ୍ସପ୍ରେସର ପ୍ରାରମ୍ଭିକ ଅଫର୍ ସହ ସୁଲଭ ଓ ସୁଗମ ଯାତ୍ରା କରନ୍ତୁ ଜଗନ୍ନାଥ ଏକ୍ସପ୍ରେସରେ ପୁରୀ ଓ ଭୁବନେଶ୍ୱର ଯାତ୍ରା କରୁଥିବା ସମସ୍ତ ଯାତ୍ରୀମାନଙ୍କ ପାଇଁ ରିହାତି ବସ୍ ଭଡ଼ା ଧାର୍ଯ୍ୟ କରାଯାଇଛି । ଆପଣଙ୍କ ସୁବିଧା ପାଇଁ ପୁରୁଷ ଓ ମହିଳାଙ୍କ ପାଇଁ କିଲୋମିଟର ପିଛା ଧାର୍ଯ୍ୟ ବସ୍ ଭଡ଼ା ନିମ୍ନରେ ଉଲ୍ଲେଖ କରାଯାଇଛି ।…
account_circle
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport(@CTOdisha) 's Twitter Profile Photo

'Workman Permit' is being provided to qualified 'Electrical' & 'Wireman' ITI students without any further examination.

Interested and eligible candidates may visit & apply for the permit at edistrict.odisha.gov.in




Skill Development and Technical Edn. Department Energy Odisha

account_circle