State Transport Authority, Odisha(@STAOdisha) 's Twitter Profileg
State Transport Authority, Odisha

@STAOdisha

Official account of State Transport Authority, Govt. of Odisha.

ID:740856858034855938

linkhttp://odishatransport.gov.in calendar_today09-06-2016 10:43:34

6,3K Tweets

77,9K Followers

75 Following

State Transport Authority, Odisha(@STAOdisha) 's Twitter Profile Photo

ଆଜି ମାତୃତ୍ଵ ଦିବସ ଅବସରରେ ଆପଣମାନେ ମା'ଙ୍କ ପାଇଁ ତ ଅନେକ ବାର୍ତ୍ତା ଲେଖୁଥବେ । ତେବେ ଆପଣଙ୍କ ପାଇଁ ଜଣେ ମା'ଙ୍କ ବାର୍ତ୍ତା କ'ଣ ଅଛି ଜାଣନ୍ତୁ । ଗିରିଜାଙ୍କ ଫେରିବା ବାଟକୁ ଚାହିଁବସିଛନ୍ତି ମା' ଅମୀୟବାଳା ପରିଡ଼ା । ହେଲେ ଗିରିଜା ଆଉ ଫେରିବେନି ।

account_circle
State Transport Authority, Odisha(@STAOdisha) 's Twitter Profile Photo

ରାଜ୍ୟ ପରିବହନ ପ୍ରାଧିକରଣର ପ୍ରୟାସ, ସଡ଼କ ଦୁର୍ଘଟଣାରେ ଉଜୁଡ଼ି ନ ଯାଉ କେଉଁ ମା'ର କୋଳ । ଆପଣ ମାତୃତ୍ଵ ଦିବସ ଅବସରରେ ମା'ଙ୍କୁ କଥା ଦିଅନ୍ତୁ, କେବେ ବି ବେପରୁଆ ଗାଡ଼ି ଚାଳନା କରିବେ ନାହିଁ । ସବୁ ନିୟମକୁ ଠିକ୍ ପାଳନ କରିବେ । ଏହା ହିଁ ହେବ ମା'ଙ୍କୁ ଶ୍ରେଷ୍ଠ ଉପହାର ।

ରାଜ୍ୟ ପରିବହନ ପ୍ରାଧିକରଣର ପ୍ରୟାସ, ସଡ଼କ ଦୁର୍ଘଟଣାରେ ଉଜୁଡ଼ି ନ ଯାଉ କେଉଁ ମା'ର କୋଳ । ଆପଣ ମାତୃତ୍ଵ ଦିବସ ଅବସରରେ ମା'ଙ୍କୁ କଥା ଦିଅନ୍ତୁ, କେବେ ବି ବେପରୁଆ ଗାଡ଼ି ଚାଳନା କରିବେ ନାହିଁ । ସବୁ ନିୟମକୁ ଠିକ୍ ପାଳନ କରିବେ । ଏହା ହିଁ ହେବ ମା'ଙ୍କୁ ଶ୍ରେଷ୍ଠ ଉପହାର । #mothersday2024 #RoadSafetyOdisha #STAOdisha
account_circle
State Transport Authority, Odisha(@STAOdisha) 's Twitter Profile Photo

ତ୍ୱରିତ ରକ୍ତ ସଂଗ୍ରହ ଦୁର୍ଘଟଣାଗ୍ରସ୍ତଙ୍କୁ ଦିଏ ନୂଆ ଜୀବନ, ଏ କ୍ଷେତ୍ରରେ ରେଡକ୍ରସର ନିରନ୍ତର ଅବଦାନକୁ ଆମର ସମ୍ମାନ ।
ବିଶ୍ଵ ରେଡକ୍ରସ ଦିବସର ଶୁଭକାମନା ସହ ରକ୍ତଦାନ କରି ଜୀବନ ବଞ୍ଚାଇବାକୁ ସମସ୍ତଙ୍କୁ ନିବେଦନ ।
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport Indian Red Cross Society MORTHINDIA

ତ୍ୱରିତ ରକ୍ତ ସଂଗ୍ରହ ଦୁର୍ଘଟଣାଗ୍ରସ୍ତଙ୍କୁ ଦିଏ ନୂଆ ଜୀବନ, ଏ କ୍ଷେତ୍ରରେ ରେଡକ୍ରସର ନିରନ୍ତର ଅବଦାନକୁ ଆମର ସମ୍ମାନ । ବିଶ୍ଵ ରେଡକ୍ରସ ଦିବସର ଶୁଭକାମନା ସହ ରକ୍ତଦାନ କରି ଜୀବନ ବଞ୍ଚାଇବାକୁ ସମସ୍ତଙ୍କୁ ନିବେଦନ । #RedCrossDay #roadsafetyawareness #STAOdisha @CTOdisha @IndianRedCross @MORTHIndia
account_circle
Koraput Police(@SPkoraput) 's Twitter Profile Photo

Follow the traffic rules, save your life # 174 vehicles have been fined in Rs.1,93,000/- for triple riding on M/C, with out helmet & using mobile while driving in last 24 hrs by using installed in .
Traffic Rules.
State Transport Authority, Odisha
DGP, Odisha
DIGP, SWR Koraput, Odisha

Follow the traffic rules, save your life # 174 vehicles have been fined in Rs.1,93,000/- for triple riding on M/C, with out helmet & using mobile while driving in last 24 hrs by using #CCTV installed in #Koraput_Town. #Observe Traffic Rules. @STAOdisha @DGPOdisha @digswrkoraput
account_circle
State Transport Authority, Odisha(@STAOdisha) 's Twitter Profile Photo

ଆପଣଙ୍କ ଯାନର ପ୍ରଦୂଷଣ ସାର୍ଟିଫିକେଟ୍ ନ ଥିଲେ ଆପଣଙ୍କୁ କେତେ ଟଙ୍କା ଜରିମାନା ଦେବାକୁ ପଡ଼ିବ? ଏହି ସମ୍ପର୍କରେ ଜନସାଧାରଣ କେତେ ସଚେତନ ଅଛନ୍ତି ତାହା ଜାଣିବା ପାଇଁ ଗତକାଲି ହୋଇଥିବା ପୋଲ୍ ରୁ ସର୍ବାଧିକ ୬୫% ଉତ୍ତର ଆସିଛି, ୫ ହଜାର । ମାତ୍ର ଏହାର ସଠିକ୍ ଉତ୍ତର ହେଲା ୧୦ ହଜାର ଟଙ୍କା ।

ହିଟ୍ ଏଣ୍ଡ ରନ୍ ମାମଲାରେ ସୋଲାସିଅମ୍ ଫଣ୍ଡ ଯୋଜନାରେ ସହାୟତା ବ୍ୟବସ୍ଥା ରହିଛି । ଅଧିକ ଜାଣିବାକୁ Log in କରନ୍ତୁ - odishatransport.gov.in
ChiefSecyOdisha MORTHINDIA
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport I & PR Department, Odisha 🇮🇳 AMITABH THAKUR 🇮🇳 Odisha Police

ହିଟ୍ ଏଣ୍ଡ ରନ୍ ମାମଲାରେ ସୋଲାସିଅମ୍ ଫଣ୍ଡ ଯୋଜନାରେ ସହାୟତା ବ୍ୟବସ୍ଥା ରହିଛି । ଅଧିକ ଜାଣିବାକୁ Log in କରନ୍ତୁ - odishatransport.gov.in @SecyChief @MORTHIndia @CTOdisha @IPR_Odisha @AMITABHTHAKUR21 @odisha_police
account_circle
State Transport Authority, Odisha(@STAOdisha) 's Twitter Profile Photo

ଏଥରର ଗ୍ରୀଷ୍ମପ୍ରବାହ ସବୁ ସ୍ତର ଟପିବାରେ ଲାଗିଛି
ଆମକୁ ବି ଏହାର ମୁକାବିଲା କରିବାକୁ ଅଧିକ ସଚେତନ ରହିବାକୁ ହେବ

ଏଥରର ଗ୍ରୀଷ୍ମପ୍ରବାହ ସବୁ ସ୍ତର ଟପିବାରେ ଲାଗିଛି ଆମକୁ ବି ଏହାର ମୁକାବିଲା କରିବାକୁ ଅଧିକ ସଚେତନ ରହିବାକୁ ହେବ #HeatWave #RoadsafetyOdisha
account_circle
State Transport Authority, Odisha(@STAOdisha) 's Twitter Profile Photo

ଆପଣଙ୍କ ଯାନର ପ୍ରଦୂଷଣ ସାର୍ଟିଫିକେଟ୍ ନ ଥିଲେ ଆପଣଙ୍କୁ କେତେ ଟଙ୍କା ଜରିମାନା ଦେବାକୁ ପଡ଼ିବ ?

account_circle
State Transport Authority, Odisha(@STAOdisha) 's Twitter Profile Photo

ରାଜ୍ୟ ପରିବହନ ପ୍ରାଧିକରଣର ଅତିରିକ୍ତ କମିସନର(ବୈଷୟିକ) ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ଦୀପ୍ତିରଞ୍ଜନ ପାତ୍ର । ସେ ହେଉଛନ୍ତି ଓଡ଼ିଶା ପରିବହନ ଯାନ୍ତ୍ରିକ ସେବାର 1997 ବ୍ୟାଚର ବରିଷ୍ଠ ଅଧିକାରୀ । ଏହାପୂର୍ବରୁ ସେ ଯୁଗ୍ମ କମିସନର (ବୈଷୟିକ) ଭାବେ ପ୍ରାଧିକରଣରେ ଦାୟିତ୍ଵ ତୁଲାଉଥିଲେ ।
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport

ରାଜ୍ୟ ପରିବହନ ପ୍ରାଧିକରଣର ଅତିରିକ୍ତ କମିସନର(ବୈଷୟିକ) ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ଦୀପ୍ତିରଞ୍ଜନ ପାତ୍ର । ସେ ହେଉଛନ୍ତି ଓଡ଼ିଶା ପରିବହନ ଯାନ୍ତ୍ରିକ ସେବାର 1997 ବ୍ୟାଚର ବରିଷ୍ଠ ଅଧିକାରୀ । ଏହାପୂର୍ବରୁ ସେ ଯୁଗ୍ମ କମିସନର (ବୈଷୟିକ) ଭାବେ ପ୍ରାଧିକରଣରେ ଦାୟିତ୍ଵ ତୁଲାଉଥିଲେ । @CTOdisha #STAOdisha
account_circle
State Transport Authority, Odisha(@STAOdisha) 's Twitter Profile Photo

ଦୀର୍ଘ ବର୍ଷର ଉଲ୍ଲେଖନୀୟ ସେବା ପରେ ସରକାରୀ ଚାକିରିରୁ ଆଜି ଅବସର ନେଇଛନ୍ତି ରାଜ୍ୟ ପରିବହନ ପ୍ରାଧିକରଣର ଅତିରିକ୍ତ ପରିବହନ କମିସନର(ବୈଷୟିକ) ଶ୍ରୀଯୁକ୍ତ ଧନଞ୍ଜୟ ସେନାପତି । ଏହାସହ ଆଜି ମଧ୍ୟ ଅବସର ନେଇଛନ୍ତି ରିଆଜଉଲ ହକ୍ । ଉଭୟଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ସହ ସୁଖମୟ ଅବସର ଜୀବନ କାମନା କଲେ ପରିବହନ କମିସନର ଓ ସମସ୍ତ ସହକର୍ମୀ