Sanu17(@Sanu3601) 's Twitter Profileg
Sanu17

@Sanu3601

#hard working#traveling all over the world before I leave the earth #cricket is my crush#because I'm the die hard fan of abd360

ID:1355064163081609216

calendar_today29-01-2021 08:04:28

132,4K Tweets

4,4K Followers

3,5K Following

Manas Muduli🇮🇳(@manas_muduli) 's Twitter Profile Photo

Very sad to know that a rising star of Indian Athletics, Bapi Hansda from , missed U20 Asian Athletics Championship, due to passport renewal issue.

Bapi Hansda was the first Indian to win a silver medal in the men’s 400m hurdles at the Asian Youth Athletics Championships

account_circle
Sanu17(@Sanu3601) 's Twitter Profile Photo

ଯାଉଚି ପ୍ରଭୁ, ବଞ୍ଚିଥିଲେ ଆର ସନ ତୁମ ଦୁଆରେ ପାଦ ପଡିବ , ତୁମ ଚକ୍ର ଆଢ଼ୁଆଳ ରେ ସମସ୍ତଙ୍କୁ ରଖିଥାଅ, ସମସ୍ତଙ୍କର ମଙ୍ଗଳ କରନ୍ତୁ ପ୍ରଭୁ, ଜୟ ଶ୍ରୀ ରଘୁନାଥ 🙏🙏🙏🙏🙏🙏🙏



ଯାଉଚି ପ୍ରଭୁ, ବଞ୍ଚିଥିଲେ ଆର ସନ ତୁମ ଦୁଆରେ ପାଦ ପଡିବ , ତୁମ ଚକ୍ର ଆଢ଼ୁଆଳ ରେ ସମସ୍ତଙ୍କୁ ରଖିଥାଅ, ସମସ୍ତଙ୍କର ମଙ୍ଗଳ କରନ୍ତୁ ପ୍ରଭୁ, ଜୟ ଶ୍ରୀ ରଘୁନାଥ 🙏🙏🙏🙏🙏🙏🙏 #ଜୟଶ୍ରୀରଘୁନାଥ #ଜୟଶ୍ରୀରାମ #ଅସୁରେଶ୍ୱର #କଟକ
account_circle
Bibhu nandan(@Bibhunandan5) 's Twitter Profile Photo

The man ,myth and Maharaja Krushna Chandra Gajapati narayana deva.
The scion of great Ganga-s, 1st PM of Odisha, architecht of Odisha, visionary leader, Bull among men , the true odia whom people of odisha can relate to .
Tribute to him on his birth anniversary.

The man ,myth and Maharaja Krushna Chandra Gajapati narayana deva. The scion of great Ganga-s, 1st PM of Odisha, architecht of Odisha, visionary leader, Bull among men , the true odia whom people of odisha can relate to . Tribute to him on his birth anniversary. #MKCG #Gajapati
account_circle
Manoj Mahakud 🇮🇳(@ManojMahakud3) 's Twitter Profile Photo

need of blood+ve
Kindly help to Priyambada ପଟ୍ଟନାୟକ ph - 9178992687
Patient is at Sriram Hospital,
Jayprakash Nagar,Near Nidaan,
Berhampur

BloodAid Blood Donors India Blood Hub Odisha #BloodMatters iCanSaveLife Sir,pls assist urgently
BRAHMAPUR DEVELOPMENT FORUM
@dmganhdk

#URGENT need of blood+ve Kindly help to Priyambada ପଟ୍ଟନାୟକ ph - 9178992687 Patient is at Sriram Hospital, Jayprakash Nagar,Near Nidaan, Berhampur @BloodAid @BloodDonorsIn @bloodhub_odisha @BloodMattersorg @iCanSaveLife Sir,pls assist urgently @BRAHMAPURDEVEL1 @dmganhdk
account_circle
Asish K Routray @ ଆଶିଷ - Jagannatha ଓଡିଶା Parivara(@asish_routray) 's Twitter Profile Photo

ଓଡ଼ିଆ ଲୋକ ବୁଝ.ରାଜନୈତିକ ଦଳ କେତେ ଯିବେ କେତେ ଆସିବେ.୫୬ଇଞ୍ଚିଆ କେତେ ଯିବେ କେତେ ଆସବେ ହେଲେ ଆମ ଜଗନ୍ନାଥ ସଦା ଆମ ସହ ରହିବେ.ସାମୟିକ ଲାଭ ପାଇଁ ଆମ ଜଗନ୍ନାଥ ଙ୍କୁ ଆମେ ପ୍ରାଧାନ୍ୟ ନ ଦେବା ଆମ ଜାତି ପାଇଁ ଆମ ଦ୍ୱାରା ହି ହେଉଥିବା ଅନ୍ୟାୟ.ଗର୍ବ ରେ କୁହ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ.ସେ ଆଦି ସେ ଅନ୍ତ ସେ ଅନାଦି ସେ ଅନନ୍ତ.

account_circle
Sanu17(@Sanu3601) 's Twitter Profile Photo

ଅତିଥି ଚର୍ଚ୍ଚାଟା ଇମିତି ହେବ ବୋଲି ଜାଣି ନଥିଲି, ଧନ୍ୟବାଦ୍ ପୁଲିସ୍ ମାଡ଼ାମ୍, ଦିର୍ଘ ତିନି ମାସ ପରେ ହାଲୁକା ସଧବା ସହ 😋😋😋😋😋😋😋

ଅତିଥି ଚର୍ଚ୍ଚାଟା ଇମିତି ହେବ ବୋଲି ଜାଣି ନଥିଲି, ଧନ୍ୟବାଦ୍ ପୁଲିସ୍ ମାଡ଼ାମ୍, ଦିର୍ଘ ତିନି ମାସ ପରେ ହାଲୁକା ସଧବା ସହ 😋😋😋😋😋😋😋 #ମନୋହରପୁର #ସଧବା
account_circle
@Gajapati (ଗଜପତି)(@VAdkri) 's Twitter Profile Photo

ନବ ଉତ୍କଳ ର ନିର୍ମାତା ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଙ୍କ ଚରଣରେ ଭକ୍ତି ପୂର୍ଣ୍ଣ ଶ୍ରଦ୍ଧା ସୁମନ।

ସାମୁଏଲ୍ ହୋର୍ ଙ୍କ ଉକ୍ତି re-
' The Maharaja of Paralakhemundi put the case of Orissa province at the first round table conference in 1931 and laid stress on it.
1/2

ନବ ଉତ୍କଳ ର ନିର୍ମାତା ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଙ୍କ ଚରଣରେ ଭକ୍ତି ପୂର୍ଣ୍ଣ ଶ୍ରଦ୍ଧା ସୁମନ। ସାମୁଏଲ୍ ହୋର୍ ଙ୍କ ଉକ୍ତି re- ' The Maharaja of Paralakhemundi put the case of Orissa province at the first round table conference in 1931 and laid stress on it. 1/2
account_circle
Manoj Mahakud 🇮🇳(@ManojMahakud3) 's Twitter Profile Photo

ଅର୍ଥାତ ଏପ୍ରିଲ 26 ଶ୍ରୀ ମହାରାଜା ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜନ୍ମ ଜୟନ୍ତୀ। ଆମେ ତାଙ୍କୁ ପଢିବା, ଜାଣିବା, ଅନୁଭବ କରିବା ସେ କିପରି ଓଡିଶା ନିମନ୍ତେ ନିଜକୁ ଦେଇ ପାରଳାଖେମୁଣ୍ଡି ର ନାମ କୁ ଉଚ୍ଚା କରିଦେଇଛନ୍ତି। ରାଜାଙ୍କୁ ବୁଝିବା। ପାରଳାଖେମୁଣ୍ଡି କୁ ବୁଝିବା।

#ଆସନ୍ତାକାଲି ଅର୍ଥାତ ଏପ୍ରିଲ 26 ଶ୍ରୀ ମହାରାଜା ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜନ୍ମ ଜୟନ୍ତୀ। ଆମେ ତାଙ୍କୁ ପଢିବା, ଜାଣିବା, ଅନୁଭବ କରିବା ସେ କିପରି ଓଡିଶା ନିମନ୍ତେ ନିଜକୁ ଦେଇ ପାରଳାଖେମୁଣ୍ଡି ର ନାମ କୁ ଉଚ୍ଚା କରିଦେଇଛନ୍ତି। ରାଜାଙ୍କୁ ବୁଝିବା। ପାରଳାଖେମୁଣ୍ଡି କୁ ବୁଝିବା। #ପାରଳାଖେମୁଣ୍ଡି
account_circle
Sanu17(@Sanu3601) 's Twitter Profile Photo

ଝିଅ ପୁଲିସ୍ ବୋଲି ଇମିତି ଜେରା କରିବ ନା, ଆମେ କଣ ଅପରାଧୀ ନା କଣ ବା, ଏବେ ତ୍ ଇମିତି ଭବିଷ୍ୟତ୍ ଅନ୍ଧାର ଯାହା ଲାଗିଲାଣି, ଥାଉ ଲୋ ମା ଆଗ ଛକ ଦେଖ୍ 😭😭😭😭😭😭😭

account_circle
Sanu17(@Sanu3601) 's Twitter Profile Photo

ଲକ୍ଷାଧିକ ଭକ୍ତଙ୍କ ଗହଣ ରେ ଅଯୋଧ୍ୟା ପତି, ଦଶରଥ ନନ୍ଦନ ଙ୍କ ଆଗମନ, ଜୟ ଶ୍ରୀ ରଘୁନାଥ, ଦାଣ୍ଡଯାତ୍ରା ର କିଛି ବିଶେଷ ଆକର୍ଷଣ ଥିଲା ବାଣ ଆଉ ମା କାଳୀ ଙ୍କ ରଘୁନାଥ ଙ୍କ ଶହ ଭେଟଘାଟ, କେଡେ ସୁନ୍ଦର୍ ସେ ମୁହୂର୍ତ୍ତ 🙏🙏🙏





account_circle
Ahmed Khan(@AhmedKh59931740) 's Twitter Profile Photo

MD MANJAR HUSSAIN from Cuttack, ODISHA Suffering from BLOOD CANCER. He has Completed 4 Chemotherapy at AIIMS, BBSR.
Now he has prepared the next BONE MARROW TRANSPLANT. Need 35 to 40 Lakhs. Please Help him.
M +91 72056 95543
CMO Odisha India Cares Khalsa Aid Canada Ketto

account_circle
Sanu17(@Sanu3601) 's Twitter Profile Photo

ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ
ଆଳି ଝୁଲଣ ,ଓଳକଣା ମେଲଣ
ଅସୁରେଶ୍ୱର ରାମନବମୀ ,ପୁରୁଷୋତ୍ତମ ଚନ୍ଦନ.
ଆଜି ମହାପ୍ରଭୁ ରଘୁନାଥ ଙ୍କ ରାମନବମୀ (ଦାଣ୍ଡଯାତ୍ରା) , ମହାପ୍ରଭୁ ଆଜି ରାଜାଧିରାଜ ବେଶ ରେ ଦର୍ଶନ ଦେବେ ଲକ୍ଷାଧିକ ଭକ୍ତ ଙ୍କୁ , ଏହି ପିଠ ରେ ଙ୍କ ମୁଖ୍ୟ ଭୋଗ ହେଉଚି ବାଣ....



ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ଆଳି ଝୁଲଣ ,ଓଳକଣା ମେଲଣ ଅସୁରେଶ୍ୱର ରାମନବମୀ ,ପୁରୁଷୋତ୍ତମ ଚନ୍ଦନ. ଆଜି ମହାପ୍ରଭୁ ରଘୁନାଥ ଙ୍କ ରାମନବମୀ (ଦାଣ୍ଡଯାତ୍ରା) , ମହାପ୍ରଭୁ ଆଜି ରାଜାଧିରାଜ ବେଶ ରେ ଦର୍ଶନ ଦେବେ ଲକ୍ଷାଧିକ ଭକ୍ତ ଙ୍କୁ , ଏହି ପିଠ ରେ ଙ୍କ ମୁଖ୍ୟ ଭୋଗ ହେଉଚି ବାଣ.... #ଜୟଶ୍ରୀରଘୁନାଥ #ଜୟଶ୍ରୀରାମ #ଅସୁରେଶ୍ଵର #କଟକ
account_circle
ଆଶିଷ ନାୟକ(@ashishkumar_tw) 's Twitter Profile Photo

कृष्णाबाई मंदिर के तथ्य
Complete Details of Krishnabai Temple (Mahabaleshwar, Maharashtra) in Hindi

youtube.com/watch?v=jN8BXE…

account_circle
Raja Rakesh(@RajaSine) 's Twitter Profile Photo


କେନ୍ଦ୍ରାପଡ଼ାର ପ୍ରସିଦ୍ଧ ସ୍ଥାନରୁ ଭୋଟ ପାଇଁ ସଚେତନ କଲା ଜିଲ୍ଲା ପ୍ରଶାସନ l ଜିଲ୍ଲାପାଳ Mayur Suryawanshi IAS.ଙ୍କ ସବୁଠୁ ପ୍ରଶଂସନୀୟ ଉଦ୍ୟମ... ଆସ ୧ ଜୁନରେ ମିଳିମିଶି ଭୋଟ ଦେବା... ଆମ ଅଧିକାର ସାବ୍ୟସ୍ତ କରିବା...

#ଭୋଟ_ଦେବା_ନେତା_ବାଛିବା କେନ୍ଦ୍ରାପଡ଼ାର ପ୍ରସିଦ୍ଧ ସ୍ଥାନରୁ ଭୋଟ ପାଇଁ ସଚେତନ କଲା ଜିଲ୍ଲା ପ୍ରଶାସନ l ଜିଲ୍ଲାପାଳ @mvsuryawanshiଙ୍କ ସବୁଠୁ ପ୍ରଶଂସନୀୟ ଉଦ୍ୟମ... ଆସ ୧ ଜୁନରେ ମିଳିମିଶି ଭୋଟ ଦେବା... ଆମ ଅଧିକାର ସାବ୍ୟସ୍ତ କରିବା... #ମୋ_ଭୋଟ_ମୋ_ଅଧିକାର
account_circle
Madhusudan Dash(@Madhusudan_1936) 's Twitter Profile Photo

ଓଡିଶା ତଥା କେନ୍ଦ୍ରା ସରକାର ଏହା ଉପରେ ସମ୍ପୂର୍ଣ୍ଣ ନୀରବ
ଏବେ ଓଡିଶା ଅସ୍ମିତା ଅସ୍ମିତା ହଉଛ, ଏହାକୁ ପାଠ୍ୟକ୍ରମ ରେ ସାମିଲ କର?
ଆଦର୍ଶ ବିଦ୍ୟାଳୟ କୁ cbse ହାତ ରେ ଟେକିଦେଇ ନବୀନ ବାବୁ ଯୋଉ ଭୁଲ କଲେ ତାହା ଆଗାମୀ ଭଭିଷ୍ୟତ ରେ ମୂର୍ଖ ମାନେ ତାହାର ପରିଚୟ ଦେବେ।

ଓଡିଶା ତଥା କେନ୍ଦ୍ରା ସରକାର ଏହା ଉପରେ ସମ୍ପୂର୍ଣ୍ଣ ନୀରବ ଏବେ ଓଡିଶା ଅସ୍ମିତା ଅସ୍ମିତା ହଉଛ, ଏହାକୁ ପାଠ୍ୟକ୍ରମ ରେ ସାମିଲ କର? ଆଦର୍ଶ ବିଦ୍ୟାଳୟ କୁ cbse ହାତ ରେ ଟେକିଦେଇ ନବୀନ ବାବୁ ଯୋଉ ଭୁଲ କଲେ ତାହା ଆଗାମୀ ଭଭିଷ୍ୟତ ରେ ମୂର୍ଖ ମାନେ ତାହାର ପରିଚୟ ଦେବେ।
account_circle
Kendrapara District - କେନ୍ଦ୍ରାପଡା ଜିଲ୍ଲା(@KendraparaIN) 's Twitter Profile Photo

କନିକା ମାଟିର ଦୁଇ ଅସ୍ମିତା ପ୍ରତିଭା ଯିଏ ମାଟି ପ୍ରେମ ରେ ପଡି ନିଜର ପ୍ରାଣ ବଳି ଦେଇଥିଲେ...ଆଜି ତାଙ୍କ ବଳିଦାନ କୁ 102 ବର୍ଷ ପୁରିଛି...ସେ ଦୁଇ ସହିଦ ବାସୁ ବିଶୁନି ଙ୍କୁ କୋଟି କୋଟି ପ୍ରଣାମ... 🙏🙏
କେନ୍ଦ୍ରାପଡା ଜିଲ୍ଲା district

କନିକା ମାଟିର ଦୁଇ ଅସ୍ମିତା ପ୍ରତିଭା ଯିଏ ମାଟି ପ୍ରେମ ରେ ପଡି ନିଜର ପ୍ରାଣ ବଳି ଦେଇଥିଲେ...ଆଜି ତାଙ୍କ ବଳିଦାନ କୁ 102 ବର୍ଷ ପୁରିଛି...ସେ ଦୁଇ ସହିଦ ବାସୁ ବିଶୁନି ଙ୍କୁ କୋଟି କୋଟି ପ୍ରଣାମ... 🙏🙏 କେନ୍ଦ୍ରାପଡା ଜିଲ୍ଲା #kendrapara #Kendrapada #odisha #kendraparadistrict #Rajkanika #Aul
account_circle
Asish K Routray @ ଆଶିଷ - Jagannatha ଓଡିଶା Parivara(@asish_routray) 's Twitter Profile Photo

On the camera the difference is not that visible but I found it much clearer than last time. Pollution in has increased many folds for sure, at least visually. In Hyderabad I could hardly breathe. We must learn from others mistake.
+Set back rules for more tree.🌳💦

On the camera the difference is not that visible but I found it much clearer than last time. Pollution in #Bhubaneswar has increased many folds for sure, at least visually. In Hyderabad I could hardly breathe. We must learn from others mistake. +Set back rules for more tree.🌳💦
account_circle