Tehsildar Kukudakhandi(@TdrKukudakhandi) 's Twitter Profileg
Tehsildar Kukudakhandi

@TdrKukudakhandi

Office of the Tahasildar cum Executive Magistrate, Kukudakhandi

ID:1285866022205980675

calendar_today22-07-2020 09:15:55

270 Tweets

689 Followers

97 Following

Tehsildar Kukudakhandi(@TdrKukudakhandi) 's Twitter Profile Photo

ବ୍ରହ୍ମପୁର ରିଙ୍ଗ୍ ରୋଡ଼ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା କ୍ରମରେ ୨୭ଜୁଲାଇରେ ଦକ୍ଷିଣପୁର ଠାରେ ଆୟୋଜିତ କ୍ୟାମ୍ପ କୋର୍ଟକୁ ବ୍ରହ୍ମପୁର ଉପଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି (ଭା.ପ୍ର.ସେ)ପରିଦର୍ଶନ କରିବା ସହ ଅଧିଗ୍ରହଣ ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
Sub-Collector & SDM, Berhampur
Collector & District Magistrate, Ganjam
Revenue & DM Department, Government of Odisha

ବ୍ରହ୍ମପୁର ରିଙ୍ଗ୍ ରୋଡ଼ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା କ୍ରମରେ ୨୭ଜୁଲାଇରେ ଦକ୍ଷିଣପୁର ଠାରେ ଆୟୋଜିତ କ୍ୟାମ୍ପ କୋର୍ଟକୁ ବ୍ରହ୍ମପୁର ଉପଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି (ଭା.ପ୍ର.ସେ)ପରିଦର୍ଶନ କରିବା ସହ ଅଧିଗ୍ରହଣ ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି। @sdmbam @Ganjam_Admin @rdmodisha
account_circle
Tehsildar Kukudakhandi(@TdrKukudakhandi) 's Twitter Profile Photo

ଗରିମାମୟୀ ଗଞ୍ଜାମକୁ ପ୍ରତିନିଧିତ୍ଵ କରିବାର ସୁଯୋଗ ଏକ ଅମୃତମୟ ଉପଲବ୍ଧି। କୃତଜ୍ଞ।
Collector & District Magistrate, Ganjam
Revenue & DM Department, Government of Odisha

account_circle
Sub-Collector & SDM, Berhampur(@sdmbam) 's Twitter Profile Photo

Agenda for ‘Sunday at Gopalpur’- cultural evening on 10th April. Requesting all to join us & to spend a pleasant evening with your families at Gopalpur beach tomorrow.
Collector & District Magistrate, Ganjam Odisha Tourism Mo Gopalpur

Agenda for ‘Sunday at Gopalpur’- cultural evening on 10th April. Requesting all to join us & to spend a pleasant evening with your families at Gopalpur beach tomorrow. @Ganjam_Admin @odisha_tourism @MoGopalpur
account_circle
Tehsildar Kukudakhandi(@TdrKukudakhandi) 's Twitter Profile Photo

ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗଙ୍କ ନିର୍ଦ୍ଦେଶ ତଥା ଜିଲ୍ଲାପାଳ,ଗଞ୍ଜାମ ଏବଂ ଉପଜିଲ୍ଲାପାଳ, ବ୍ରହ୍ମପୁରଙ୍କ ତତ୍ତ୍ଵାବଧାନରେ ଆରମ୍ଭ ହୋଇଥିବା 'ସ୍କୁଲ ପଟ୍ଟା ଅଭିଯାନ'ରେ କୁକୁଡାଖଣ୍ଡି ତହସିଲ ପକ୍ଷରୁ ପଟ୍ଟା ବଣ୍ଟନର ଦ୍ୱିତୀୟ ଦିନରେ ୬ ଜଣ ପ୍ରଧାନ ଶିକ୍ଷକଙ୍କୁ ପଟ୍ଟା ପ୍ରଦାନ କରାଗଲା।‌
Sub-Collector & SDM, Berhampur Collector & District Magistrate, Ganjam
Revenue & DM Department, Government of Odisha

ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗଙ୍କ ନିର୍ଦ୍ଦେଶ ତଥା ଜିଲ୍ଲାପାଳ,ଗଞ୍ଜାମ ଏବଂ ଉପଜିଲ୍ଲାପାଳ, ବ୍ରହ୍ମପୁରଙ୍କ ତତ୍ତ୍ଵାବଧାନରେ ଆରମ୍ଭ ହୋଇଥିବା 'ସ୍କୁଲ ପଟ୍ଟା ଅଭିଯାନ'ରେ କୁକୁଡାଖଣ୍ଡି ତହସିଲ ପକ୍ଷରୁ ପଟ୍ଟା ବଣ୍ଟନର ଦ୍ୱିତୀୟ ଦିନରେ ୬ ଜଣ ପ୍ରଧାନ ଶିକ୍ଷକଙ୍କୁ ପଟ୍ଟା ପ୍ରଦାନ କରାଗଲା।‌ @sdmbam @Ganjam_Admin @rdmodisha
account_circle
Tehsildar Kukudakhandi(@TdrKukudakhandi) 's Twitter Profile Photo

ଜାନୁଆରୀ ୨୦୨୨ରେ କୁକୁଡ଼ାଖଣ୍ଡି ତହସିଲ ପକ୍ଷରୁ ହେବାକୁ ଥିବା ରାଜସ୍ବ ରଥ କାର୍ଯ୍ୟକ୍ରମର ସାରଣୀ ପ୍ରଦାନ କରାଗଲା। ନିର୍ଦ୍ଧାରିତ ଦିନ ବିଭିନ୍ନ ରାଜସ୍ବ ସେବା ଯୋଗାଇ ଦିଆଯିବା ସହ ଅଭିଯୋଗ ଶୁଣାଣି ମଧ୍ୟ କରାଯିବ। ଜନସାଧାରଣ ସକ୍ରିୟ ଭାଗନେବାକୁ ନିବେଦନ।

Sub-Collector & SDM, Berhampur Collector & District Magistrate, Ganjam Revenue & DM Department, Government of Odisha CMO Odisha

ଜାନୁଆରୀ ୨୦୨୨ରେ କୁକୁଡ଼ାଖଣ୍ଡି ତହସିଲ ପକ୍ଷରୁ ହେବାକୁ ଥିବା ରାଜସ୍ବ ରଥ କାର୍ଯ୍ୟକ୍ରମର ସାରଣୀ ପ୍ରଦାନ କରାଗଲା। ନିର୍ଦ୍ଧାରିତ ଦିନ ବିଭିନ୍ନ ରାଜସ୍ବ ସେବା ଯୋଗାଇ ଦିଆଯିବା ସହ ଅଭିଯୋଗ ଶୁଣାଣି ମଧ୍ୟ କରାଯିବ। ଜନସାଧାରଣ ସକ୍ରିୟ ଭାଗନେବାକୁ ନିବେଦନ। #RajaswaRathOdisha @sdmbam @Ganjam_Admin @rdmodisha @CMO_Odisha
account_circle
Sub-Collector & SDM, Berhampur(@sdmbam) 's Twitter Profile Photo

Visited few villages of Kukudakhandi block to check crop damage after yesterday’s rainfall. Tahasil team is working proactively to identify agri fields where crop loss is seen. Necessary relief will be provided as per guidelines. SRC, Govt of Odisha Collector & District Magistrate, Ganjam @DRDAGanjam

Visited few villages of Kukudakhandi block to check crop damage after yesterday’s rainfall. Tahasil team is working proactively to identify agri fields where crop loss is seen. Necessary relief will be provided as per guidelines. @SRC_Odisha @Ganjam_Admin @DRDAGanjam
account_circle