Biju Janata Dal(@bjd_odisha) 's Twitter Profile Photo

is transforming the lives of farmers by establishing structures to irrigate more farmlands under In-stream Storage Structure scheme.
Cares

#Odisha is transforming the lives of farmers by establishing structures to irrigate more farmlands under In-stream Storage Structure scheme.
#OdishaCares
account_circle
H & FW Dept Odisha(@HFWOdisha) 's Twitter Profile Photo

ଅଂଶୁଘାତ ପ୍ରାଣ ଘାତକ ହୋଇପାରେ, ସେଥିପାଇଁ ସତର୍କ ରୁହନ୍ତୁ I ଦିନ ୧୧ଟା ପରେ ଓ ୩ଟା ପୂର୍ବରୁ ଖରାରେ ବାହାରକୁ ଯାଆନ୍ତୁ ନାହିଁ I ଯଥେଷ୍ଟ ପାଣି, ସରବତ୍, ଓ ଆର୍ ଏସ୍, ଏବଂ ପଣା ପିଅନ୍ତୁ I

ଅଂଶୁଘାତ ପ୍ରାଣ ଘାତକ ହୋଇପାରେ, ସେଥିପାଇଁ ସତର୍କ ରୁହନ୍ତୁ I ଦିନ ୧୧ଟା ପରେ ଓ ୩ଟା ପୂର୍ବରୁ ଖରାରେ ବାହାରକୁ ଯାଆନ୍ତୁ ନାହିଁ I ଯଥେଷ୍ଟ ପାଣି, ସରବତ୍, ଓ ଆର୍ ଏସ୍, ଏବଂ ପଣା ପିଅନ୍ତୁ I #OdishaCares #HeatStroke
account_circle
H & FW Dept Odisha(@HFWOdisha) 's Twitter Profile Photo

ସତର୍କତା ଅବଲମ୍ବନ କରିଲେ ଅଂଶୁଘାତକୁ ପ୍ରତିରୋଧ କରିହେବ I ବାହାରକୁ ଯାଉଥିଲା ବେଳେ ମୁଣ୍ଡକୁ ଓଦା ଗାମୁଛାରେ ଘୋଡ଼ାନ୍ତୁ, ପ୍ରଚୁର ମାତ୍ରାରେ ପାଣି ପିଅନ୍ତୁ, ଏବଂ କୌଣସି ବ୍ୟକ୍ତିଙ୍କ ଠାରେ ଅଂଶୁଘାତ ସନ୍ଦେହ ହେଲେ ତୁରନ୍ତ ଡାକ୍ତରଖାନା ନେବାର ବନ୍ଦୋବସ୍ତ କରନ୍ତୁ I

ସତର୍କତା ଅବଲମ୍ବନ କରିଲେ ଅଂଶୁଘାତକୁ ପ୍ରତିରୋଧ କରିହେବ I ବାହାରକୁ ଯାଉଥିଲା ବେଳେ ମୁଣ୍ଡକୁ ଓଦା ଗାମୁଛାରେ ଘୋଡ଼ାନ୍ତୁ, ପ୍ରଚୁର ମାତ୍ରାରେ ପାଣି ପିଅନ୍ତୁ, ଏବଂ କୌଣସି ବ୍ୟକ୍ତିଙ୍କ ଠାରେ ଅଂଶୁଘାତ ସନ୍ଦେହ ହେଲେ ତୁରନ୍ତ ଡାକ୍ତରଖାନା ନେବାର ବନ୍ଦୋବସ୍ତ କରନ୍ତୁ I #OdishaCares #HeatStroke
account_circle
Aditya Ranjan Panda(@RanjanPandaLive) 's Twitter Profile Photo

Cashless treatment under has been extended to polling personnel who might get affected due to during Election duty.

The affected personnel will be provided immediate cashless treatment at all empanelled private hospitals across .

Cares…

Cashless treatment under #BSKY has been extended to polling personnel who might get affected due to #HeatStroke during Election duty.

The affected personnel will be provided immediate cashless treatment at all empanelled private hospitals across #Odisha. 

#OdishaCares…
account_circle
Sustha Odisha(@sustha_odisha) 's Twitter Profile Photo

𝐍𝐚𝐯𝐞𝐞𝐧’𝐬 𝐭𝐫𝐚𝐧𝐬𝐟𝐨𝐫𝐦𝐚𝐭𝐢𝐯𝐞 𝐢𝐧𝐢𝐭𝐢𝐚𝐭𝐢𝐯𝐞 𝐛𝐞𝐧𝐞𝐟𝐢𝐭𝐬 𝐚𝐥𝐥

Best-in-class healthcare is accessible to people under Mukhya Mantri Bayu Swasthya Seva.


𝐇𝐞𝐚𝐥𝐭𝐡𝐲 𝐎𝐝𝐢𝐬𝐡𝐚, 𝐇𝐚𝐩𝐩𝐲 𝐎𝐝𝐢𝐬𝐡𝐚 🏥🌟
The…

𝐍𝐚𝐯𝐞𝐞𝐧’𝐬 𝐭𝐫𝐚𝐧𝐬𝐟𝐨𝐫𝐦𝐚𝐭𝐢𝐯𝐞 𝐢𝐧𝐢𝐭𝐢𝐚𝐭𝐢𝐯𝐞 𝐛𝐞𝐧𝐞𝐟𝐢𝐭𝐬 𝐚𝐥𝐥 

Best-in-class healthcare is accessible to people under Mukhya Mantri Bayu Swasthya Seva.
#OdishaCares #SusthaOdisha

𝐇𝐞𝐚𝐥𝐭𝐡𝐲 𝐎𝐝𝐢𝐬𝐡𝐚, 𝐇𝐚𝐩𝐩𝐲 𝐎𝐝𝐢𝐬𝐡𝐚 🏥🌟
The…
account_circle
H & FW Dept Odisha(@HFWOdisha) 's Twitter Profile Photo

ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ୧୨ଟି ଜଟିଳ ରୋଗର ସ୍ୱାସ୍ଥ୍ୟସେବା ମାଗଣାରେ ଯୋଗାଇ ଦିଆଯାଉଛି I ଏହି ସ୍ୱାସ୍ଥ୍ୟସେବା ଗୁଡ଼ିକର ଲାଭ ନିଅନ୍ତୁ ଏବଂ ସୁସ୍ଥ ଜୀବନ ଅତିବାହିତ କରନ୍ତୁ I

ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ୧୨ଟି ଜଟିଳ ରୋଗର ସ୍ୱାସ୍ଥ୍ୟସେବା ମାଗଣାରେ ଯୋଗାଇ ଦିଆଯାଉଛି I ଏହି ସ୍ୱାସ୍ଥ୍ୟସେବା ଗୁଡ଼ିକର ଲାଭ ନିଅନ୍ତୁ ଏବଂ ସୁସ୍ଥ ଜୀବନ ଅତିବାହିତ କରନ୍ତୁ I #OdishaCares #HealthAndWellnessCentreDay
account_circle
Sustha Odisha(@sustha_odisha) 's Twitter Profile Photo

Odisha is ensuring best healthcare for children

recording highest drop in infant mortality rate in the country is reflecting CM Naveen Patnaik’s commitment to quality healthcare for all.

Cares

Healthy Odisha, Happy Odisha
The driving force

Odisha is ensuring best healthcare for children

#Odisha recording highest drop in infant mortality rate in the country is reflecting CM @Naveen_Odisha’s commitment to quality healthcare for all.

#OdishaCares

Healthy Odisha, Happy Odisha
The driving force
account_circle
Biju Janata Dal(@bjd_odisha) 's Twitter Profile Photo

ମା'ଙ୍କ ମୁହଁରେ ହସ ଫୁଟୁଛି। ସୁସ୍ଥ ଶିଶୁ ମା' କୋଳରେ ଖୁସିରେ ଖେଳୁଛି। ନବୀନ ଓଡ଼ିଶାରେ 'ମମତା' ଯୋଜନା' ଉଭୟ ମା' ଓ ଶିଶୁଙ୍କ ସ୍ବାସ୍ଥ୍ୟସୁରକ୍ଷାର ଭରସା ସାଜିଛି।


account_circle
Swarup Kumar Das(@SwarupDas_Bls) 's Twitter Profile Photo

ଯାଜପୁର ଜିଲ୍ଲା ବାରବାଟୀ ଛକ ଅଞ୍ଚଳରେ ଯାତ୍ରୀବାହୀ ବସ୍ ଦୁର୍ଘଟଣା ବିଷୟରେ ଜାଣି ମୁଁ ଅତ୍ଯନ୍ତ ଦୁଃଖିତ।ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ସେମାନଙ୍କ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି। ଏଥିସହ ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି।🙏

Naveen Patnaik

account_circle
Sustha Odisha(@sustha_odisha) 's Twitter Profile Photo

ଚିକିତ୍ସା ସେବାରେ ନବୀନ ଯୁଗ
Naveen Patnaik' ଙ୍କ ରୂପାନ୍ତରରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ହୋଇଛି ଉନ୍ନତ

ନିଶ୍ଚିତ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାରୁ ଲୋକେ ହେଉଛନ୍ତି ଉପକୃତ I

ସୁସ୍ଥ ଓଡ଼ିଶା-ସୁଖୀ ଓଡ଼ିଶା, ନବୀନ ଓଡ଼ିଶା

ଚିକିତ୍ସା ସେବାରେ ନବୀନ ଯୁଗ 
@Naveen_Odisha' ଙ୍କ #5T ରୂପାନ୍ତରରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ହୋଇଛି ଉନ୍ନତ #OdishaCares

ନିଶ୍ଚିତ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାରୁ ଲୋକେ ହେଉଛନ୍ତି ଉପକୃତ I  #BijuSwasthyaKalyanYojana #SusthaOdisha

ସୁସ୍ଥ ଓଡ଼ିଶା-ସୁଖୀ ଓଡ଼ିଶା, ନବୀନ ଓଡ଼ିଶା
account_circle
H & FW Dept Odisha(@HFWOdisha) 's Twitter Profile Photo

ଏହି ଅଭିନବ ସେବା ଗୁରୁତର ମୂତ୍ର ରୋଗରେ ପୀଡିତ ରୋଗୀଙ୍କ ପାଇଁ ନୂତନ ଆଶା ଏବଂ ଉନ୍ନତ ମାନର ଜୀବନ ପ୍ରଦାନ କରିବାରେ ସହାୟକ ହେବ।

account_circle
Sustha Odisha(@sustha_odisha) 's Twitter Profile Photo

𝗡𝗶𝗿𝗮𝗺𝗮𝘆𝗮 𝗣𝗮𝘃𝗶𝗻𝗴 𝗧𝗵𝗲 𝗪𝗮𝘆 𝗙𝗼𝗿 𝗔 𝗦𝘂𝘀𝘁𝗵𝗮 𝗢𝗱𝗶𝘀𝗵𝗮

Distribution of free drug in Govt hospitals is the testament of CM Naveen Patnaik’s commitment to ensure quality healthcare.

Healthy Odisha, Happy Odisha
The driving force

𝗡𝗶𝗿𝗮𝗺𝗮𝘆𝗮 𝗣𝗮𝘃𝗶𝗻𝗴 𝗧𝗵𝗲 𝗪𝗮𝘆 𝗙𝗼𝗿 𝗔 𝗦𝘂𝘀𝘁𝗵𝗮 𝗢𝗱𝗶𝘀𝗵𝗮

Distribution of free drug in Govt hospitals is the testament of CM @Naveen_Odisha’s commitment to ensure quality healthcare.

Healthy Odisha, Happy Odisha
The driving force

#OdishaCares…
account_circle
Sustha Odisha(@sustha_odisha) 's Twitter Profile Photo

ପୂରଣ ହେଉଛି ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶାର ସଂକଳ୍ପ
ମାଗଣାରେ ଦିଆଯାଉଛି ୫ ଶହରୁ ଅଧିକ ପ୍ରକାର ଔଷଧ 💊💉


ନବୀନଙ୍କ 'ନିରାମୟ' ଯୋଜନା, ପ୍ରତିଦିନ ବଞ୍ଚାଉଛି ହଜାର ହଜାର ଜୀବନ
ସଙ୍କଳ୍ପ 'ନବୀନ ଓଡ଼ିଶା'ର, ବିକାଶ ସଭିଙ୍କର 🤝🏻

ପୂରଣ ହେଉଛି ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶାର ସଂକଳ୍ପ
ମାଗଣାରେ ଦିଆଯାଉଛି ୫ ଶହରୁ ଅଧିକ ପ୍ରକାର ଔଷଧ  💊💉
#NabinOdisha #OdishaCares

ନବୀନଙ୍କ 'ନିରାମୟ' ଯୋଜନା, ପ୍ରତିଦିନ ବଞ୍ଚାଉଛି ହଜାର ହଜାର ଜୀବନ
ସଙ୍କଳ୍ପ 'ନବୀନ ଓଡ଼ିଶା'ର, ବିକାଶ ସଭିଙ୍କର 🤝🏻
#SusthaOdisha
account_circle
Nabina Odisha(@nabina_odisha) 's Twitter Profile Photo

ଗଢ଼ାହେଉଛି ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ
ଦିବ୍ୟାଙ୍ଗ ଶିକ୍ଷା ସ୍ଵେଚ୍ଛାସେବୀଙ୍କ ବୃଦ୍ଧି ହୋଇଛି ପାରିଶ୍ରମିକ

ଶିକ୍ଷା ବ୍ୟବସ୍ଥାର ହେଉଛି ସାମଗ୍ରିକ ବିକାଶ

ନବୀନଙ୍କ 5T, ରୂପାନ୍ତରଣର ଗ୍ୟାରେଣ୍ଟି; କଥାରେ ନୁହେଁ, କାମରେ ବିଶ୍ୱାସ

ଗଢ଼ାହେଉଛି ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ 
ଦିବ୍ୟାଙ୍ଗ ଶିକ୍ଷା ସ୍ଵେଚ୍ଛାସେବୀଙ୍କ ବୃଦ୍ଧି ହୋଇଛି ପାରିଶ୍ରମିକ #OdishaCares

ଶିକ୍ଷା ବ୍ୟବସ୍ଥାର ହେଉଛି ସାମଗ୍ରିକ ବିକାଶ

ନବୀନଙ୍କ 5T, ରୂପାନ୍ତରଣର ଗ୍ୟାରେଣ୍ଟି; କଥାରେ ନୁହେଁ, କାମରେ ବିଶ୍ୱାସ
#NabinOdisha #OdishaOnTheMove
account_circle
ASWINI KU. DARJEE(@aswinikudarjee) 's Twitter Profile Photo

Cashless treatment under has been extended to polling personnel who might get affected due to during Election duty.

The affected personnel will be provided immediate cashless treatment at all empanelled private hospitals across . Cares

Cashless treatment under #BSKY has been extended to polling personnel who might get affected due to #HeatStroke during Election duty.

The affected personnel will be provided immediate cashless treatment at all empanelled private hospitals across #Odisha. #OdishaCares #BSKY
account_circle
Sustha Odisha(@sustha_odisha) 's Twitter Profile Photo

ଦେୟମୁକ୍ତ ସ୍ୱାସ୍ଥ୍ୟସେବାର ଭରସା 🏥
ଦୂର କରିଛି ଚିକିତ୍ସା ଖର୍ଚ୍ଚ ଚିନ୍ତା NabinCard

ସଂକଳ୍ପ 'ନବୀନ ଓଡ଼ିଶା'ର, ବିକାଶ ସଭିଙ୍କର 🤝🏻

ଦେୟମୁକ୍ତ ସ୍ୱାସ୍ଥ୍ୟସେବାର ଭରସା 🏥
#BSKY ଦୂର କରିଛି ଚିକିତ୍ସା ଖର୍ଚ୍ଚ ଚିନ୍ତା #BSKYNabinCard

 ସଂକଳ୍ପ 'ନବୀନ ଓଡ଼ିଶା'ର, ବିକାଶ ସଭିଙ୍କର 🤝🏻
#SusthaOdisha #OdishaCares
account_circle
Sustha Odisha(@sustha_odisha) 's Twitter Profile Photo

ନୟାଗଡ଼ ଜିଲ୍ଲାରେ ସ୍ବାସ୍ଥ୍ୟସେବାରେ ରୂପାନ୍ତର ଆଣିଛନ୍ତି ନବୀନ।

୧୦୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାପନ ଦ୍ଵାରା ୧୧ ଲକ୍ଷରୁ ଅଧିକ ଲୋକ ଲାଭବାନ ହେଉଛନ୍ତି।

ନବୀନଙ୍କ 5T - ରୂପାନ୍ତରଣର ଗ୍ୟାରେଣ୍ଟି; କଥାରେ ନୁହେଁ, କାମରେ ବିଶ୍ୱାସ।

ନୟାଗଡ଼ ଜିଲ୍ଲାରେ ସ୍ବାସ୍ଥ୍ୟସେବାରେ ରୂପାନ୍ତର ଆଣିଛନ୍ତି ନବୀନ।

୧୦୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାପନ ଦ୍ଵାରା ୧୧ ଲକ୍ଷରୁ ଅଧିକ ଲୋକ ଲାଭବାନ ହେଉଛନ୍ତି। #SusthaOdisha

ନବୀନଙ୍କ 5T - ରୂପାନ୍ତରଣର ଗ୍ୟାରେଣ୍ଟି; କଥାରେ ନୁହେଁ, କାମରେ ବିଶ୍ୱାସ। #OdishaCares
account_circle