Kishan Bhuyan⭕❗⭕(@bhuyan1_kishan) 's Twitter Profileg
Kishan Bhuyan⭕❗⭕

@bhuyan1_kishan

ID:1322093540298555394

calendar_today30-10-2020 08:31:00

35 Tweets

19 Followers

229 Following

बेमिसाल प्यार🌹🥀♥️(@BemisalaP17076) 's Twitter Profile Photo

पहली मोहब्बत न मिली तो मलाल न कर
किसी का आखिरी इश्क बन और कमाल कर♥️

account_circle
ଆପଣଙ୍କ ଗାଁ ଲୋକ 🇮🇳🙏(@Bapeena) 's Twitter Profile Photo

ସଚ୍ଚି ରାଉତରାୟଙ୍କ କାଳଜୟୀ କବିତା
ଛୋଟ ମୋର ଗାଁ ଟି
ସଦାକାଳ ସ୍ମରଣୀୟ ସୁନ୍ଦର ❤️

account_circle
Kishan Bhuyan⭕❗⭕(@bhuyan1_kishan) 's Twitter Profile Photo

ଆସୁଛି କୋଟି ଓଡ଼ିଆର ମଉଡ଼ମଣି,ଚକା ଚକା ନେତ୍ରଧାରୀ ଭକ୍ତବତ୍ସଳ ଭାବଗ୍ରାହୀ ଆମ କାଳିଆ ହାତୀ ଭକତ ଭାବଡୋରିରେ ବାନ୍ଧି ହୋଇ ନିଜ ରତ୍ନସିଂହାସନରୁ ଓହ୍ଲେଇ ଝୁଲେଇ ଭକ୍ତର ଭାବସମୁଦ୍ରରେ!!

ଆଉ କିଛି ଦିନର ଅପେକ୍ଷା ।

ବଡ଼ଦାଣ୍ଡରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ ।

ଜୟ ଜଗନ୍ନାଥ 🙏🏽⭕️❗️⭕️🙏🚩

ଆସୁଛି କୋଟି ଓଡ଼ିଆର ମଉଡ଼ମଣି,ଚକା ଚକା ନେତ୍ରଧାରୀ ଭକ୍ତବତ୍ସଳ ଭାବଗ୍ରାହୀ ଆମ କାଳିଆ ହାତୀ ଭକତ ଭାବଡୋରିରେ ବାନ୍ଧି ହୋଇ ନିଜ ରତ୍ନସିଂହାସନରୁ ଓହ୍ଲେଇ ଝୁଲେଇ ଭକ୍ତର ଭାବସମୁଦ୍ରରେ!! ଆଉ କିଛି ଦିନର ଅପେକ୍ଷା । ବଡ଼ଦାଣ୍ଡରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ଜୟ ଜଗନ୍ନାଥ 🙏🏽⭕️❗️⭕️🙏🚩
account_circle
Kishan Bhuyan⭕❗⭕(@bhuyan1_kishan) 's Twitter Profile Photo

କରମଣ୍ଡଳ ଏକ୍ସପ୍ରେସ ବାହାନଗା ନିକଟରେ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ତ୍ୟାଗ କରିଥିବାସମସ୍ତଙ୍କ ଆତ୍ମାର ସଦ୍ଗତି କାମନା କରୁଛି 🙏ଶୋକାକୁଳ ପରିବାର ବର୍ଗଙ୍କୁ ମା ତାରିଣୀ ଧର୍ଯ୍ୟ ଦିଅନ୍ତୁ ଏବଂ ସମସ୍ତ ଯାତ୍ରୀ ମାନଙ୍କର ଆଶୁ ଆରୋଗ୍ୟ କାମନା କରୁଅଛି।

କରମଣ୍ଡଳ ଏକ୍ସପ୍ରେସ ବାହାନଗା ନିକଟରେ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ତ୍ୟାଗ କରିଥିବାସମସ୍ତଙ୍କ ଆତ୍ମାର ସଦ୍ଗତି କାମନା କରୁଛି 🙏ଶୋକାକୁଳ ପରିବାର ବର୍ଗଙ୍କୁ ମା ତାରିଣୀ ଧର୍ଯ୍ୟ ଦିଅନ୍ତୁ ଏବଂ ସମସ୍ତ ଯାତ୍ରୀ ମାନଙ୍କର ଆଶୁ ଆରୋଗ୍ୟ କାମନା କରୁଅଛି। #TrainAccident #coromondelexpress #Bahanaga #Balasore #Odisha
account_circle
Kishan Bhuyan⭕❗⭕(@bhuyan1_kishan) 's Twitter Profile Photo

Another year wiser, another year blessed! Feeling grateful for all the love and well wishes on my birthday today. Cheers to a year of growth, joy, and making memories! 🎂🎉🙌

Another year wiser, another year blessed! Feeling grateful for all the love and well wishes on my birthday today. Cheers to a year of growth, joy, and making memories! 🎂🎉🙌 #birthdayblessings #grateful
account_circle
ଓଟିଭି(@otvkhabar) 's Twitter Profile Photo

-ମୁଖ୍ୟମନ୍ତ୍ରୀଙ୍କୁ ଅଶୋକସ୍ତମ୍ଭ ଉପରେ ଶଙ୍ଖ ଥିବା ଉପହାର ପ୍ରଦାନ ପ୍ରସଙ୍ଗ
-ରାଷ୍ଟ୍ରୀୟ ପ୍ରତୀକର ଦୂରୁପଯୋଗ ଅକ୍ଷମଣୀୟ କହିଲେ ବିଜେପି ନେତା
-ବରିଷ୍ଠ ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟଙ୍କ କଡ଼ା ସମାଲୋଚନା

account_circle
Kishan Bhuyan⭕❗⭕(@bhuyan1_kishan) 's Twitter Profile Photo

*🪴🙏*ଜୟ ଜଗନ୍ନାଥ' 🙏🪴*

*ଇଂରାଜୀ ନୂତନ ବର୍ଷ ୨୦୨୩ ଆପଣ ଏବଂ ଆପଣଙ୍କ ପରିବାର ପାଇଁ ସୁଖ, ଶାନ୍ତି, ସମୃଦ୍ଧିର ବର୍ଷ ହେଉ ଓ ପରିବାର ସହ ଆପଣ ସୁସ୍ଥ ନିରାମୟ ଜୀବନ ବିତାଇବା ପାଇଁ, ଜଗତର ନାଥ ଜଗନ୍ନାଥ ଙ୍କ ନିକଟରେ ମୁଁ ପ୍ରାର୍ଥନା କରୁଛି🪴🙏*
*୨୦୨୩ ର ଶୁଭ ସକାଳ ର ଶୁଭ ଅଭିନନ୍ଦନ*🥗

*🪴🙏*ଜୟ ଜଗନ୍ନାଥ' 🙏🪴* *ଇଂରାଜୀ ନୂତନ ବର୍ଷ ୨୦୨୩ ଆପଣ ଏବଂ ଆପଣଙ୍କ ପରିବାର ପାଇଁ ସୁଖ, ଶାନ୍ତି, ସମୃଦ୍ଧିର ବର୍ଷ ହେଉ ଓ ପରିବାର ସହ ଆପଣ ସୁସ୍ଥ ନିରାମୟ ଜୀବନ ବିତାଇବା ପାଇଁ, ଜଗତର ନାଥ ଜଗନ୍ନାଥ ଙ୍କ ନିକଟରେ ମୁଁ ପ୍ରାର୍ଥନା କରୁଛି🪴🙏* *୨୦୨୩ ର ଶୁଭ ସକାଳ ର ଶୁଭ ଅଭିନନ୍ଦନ*🥗
account_circle
Kishan Bhuyan⭕❗⭕(@bhuyan1_kishan) 's Twitter Profile Photo

ରଜ ଏବଂ ସ୍ନାନ ପୂର୍ଣ୍ଣିମା ର ଅଭିନନ୍ଦନ
ଜୟ ଜଗନ୍ନାଥ 🙏🙏🙏🙏
⭕️❗️⭕️

ରଜ ଏବଂ ସ୍ନାନ ପୂର୍ଣ୍ଣିମା ର ଅଭିନନ୍ଦନ ଜୟ ଜଗନ୍ନାଥ 🙏🙏🙏🙏 ⭕️❗️⭕️
account_circle
Kishan Bhuyan⭕❗⭕(@bhuyan1_kishan) 's Twitter Profile Photo

ତୁମ ଇଚ୍ଛା ବିନା ପତ୍ରଟେ ହଲେନି ଆହେ ଜଗନ୍ନାଥ।
ଜୟ ଜଗନ୍ନାଥ

ତୁମ ଇଚ୍ଛା ବିନା ପତ୍ରଟେ ହଲେନି ଆହେ ଜଗନ୍ନାଥ। ଜୟ ଜଗନ୍ନାଥ
account_circle
Kishan Bhuyan⭕❗⭕(@bhuyan1_kishan) 's Twitter Profile Photo

ମା ତାରାତାରିଣୀ ପୀଠ 🙏
ସୌନ୍ଦର୍ଯ୍ୟ ଯେପରି ପ୍ରତ୍ୟକ୍ଷ ମଧ୍ୟ ସେପରି ।♥️

ମା ତାରାତାରିଣୀ ପୀଠ 🙏 ସୌନ୍ଦର୍ଯ୍ୟ ଯେପରି ପ୍ରତ୍ୟକ୍ଷ ମଧ୍ୟ ସେପରି ।♥️
account_circle
ଓଟିଭି(@otvkhabar) 's Twitter Profile Photo

:
ପୁରୀରେ ‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ’ ଅଧୀନରେ ଚାଲିଥିବା ବେଆଇନ ନିର୍ମାଣ ପାଇଁ ଦାୟୀ କିଏ?

Janamata 9pmDebate

account_circle