ଓଟିଭି(@otvkhabar) 's Twitter Profile Photo

ଦିଗପହଣ୍ଡି ଜନତା କାହାକୁ ଭୋଟ୍ ଦେବେ? ଦିଗପହଣ୍ଡିରେ ସରଗରମ ରାଜନୀତି । ବିଜେପି-ବିଜେଡି ମଧ୍ୟରେ କଡ଼ା ଟକ୍କର ।

account_circle
ଓଟିଭି(@otvkhabar) 's Twitter Profile Photo

-ଦିଗପହଣ୍ଡି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ବଦଳାଇଲା କଂଗ୍ରେସ
-ପ୍ରାର୍ଥୀ ଘୋଷଣାର ୧୧ ଦିନ ପରେ ପୁଣି ପ୍ରାର୍ଥୀ ବଦଳାଇଲା
-ଶ୍ରୀଧର ଦେବଙ୍କ ସ୍ଥାନରେ ସାକା ସୁଜିତ କୁମାର ନୂଆ ପ୍ରାର୍ଥୀ
-ଏକ୍ସ ଜରିଆରେ ସୂଚନା ଦେଲା ରାଜ୍ୟ କଂଗ୍ରେସ

account_circle
OTV(@otvnews) 's Twitter Profile Photo

| 12 persons injured as borewell drilling vehicle overturns at Taptapani ghati; condition of 5 persons critical, admitted to hospital; 1 person reportedly trapped under the heavy vehicle. Details awaited

#FirstInformation

#Digapahandi | 12 persons injured as borewell drilling vehicle overturns at Taptapani ghati; condition of 5 persons critical, admitted to hospital; 1 person reportedly trapped under the heavy vehicle. Details awaited

#Ganjam #Gajapati #Odisha
account_circle
OTV(@otvnews) 's Twitter Profile Photo

Congress changes its candidate for the Digapahandi Assembly seat, nominates Saka Sujit Kumar in place of Sridhan Deb

Congress changes its candidate for the Digapahandi Assembly seat, nominates Saka Sujit Kumar in place of Sridhan Deb
#Odisha
account_circle
Kanak News(@kanak_news) 's Twitter Profile Photo

ଆଜି ନାମାଙ୍କନ ଦାଖଲ କରିବେ ଦିଗପହଣ୍ଡିର ବିଜେଡି ପ୍ରାର୍ଥୀ ବିପ୍ଲବ ପାତ୍ର । ନାମାଙ୍କନ ପୂର୍ବରୁ ବାପାଙ୍କ ସମାଧୀ ପୀଠକୁ ଯାଇ ମୁଣ୍ଡିଆ ମାରିବା ସହ ଆଶୀର୍ବାଦ ନେଇଛନ୍ତି ବିପ୍ଲବ

account_circle
Debabrata(@DebabrataTOI) 's Twitter Profile Photo

Jamuna Behera stands out from other elderly candidates including Niranjan Patnaik, Naveen Patnaik, Badri Patra & Ramesh Chyau Pattnaik. While they have already played long innings in politics, Jamuna is making her debut at the age of 70. Filed nominations from Digapahandi.

NandighoshaTV(@NandighoshaTV) 's Twitter Profile Photo

- କଂଗ୍ରେସ ବଦଳାଇଲା ପ୍ରାର୍ଥୀ
- ଦିଗପହଣ୍ଡିରେ ପ୍ରାର୍ଥୀ ବଦଳାଇଲା ଦଳ
- ଶ୍ରୀଧର ଦେବଙ୍କ ସ୍ଥାନରେ ସାକ୍କା ସୁଜିତ କୁମାର ହେଲେ ପ୍ରାର୍ଥୀ

- କଂଗ୍ରେସ ବଦଳାଇଲା ପ୍ରାର୍ଥୀ
- ଦିଗପହଣ୍ଡିରେ ପ୍ରାର୍ଥୀ ବଦଳାଇଲା ଦଳ
- ଶ୍ରୀଧର ଦେବଙ୍କ ସ୍ଥାନରେ ସାକ୍କା ସୁଜିତ କୁମାର ହେଲେ ପ୍ରାର୍ଥୀ
#digapahandi #congress #odisha #politics #nandighoshatv
account_circle
ଓଟିଭି(@otvkhabar) 's Twitter Profile Photo

ଦିନବେଳେ ଉତ୍ସାହ ଆଉ ଉତ୍କଣ୍ଠାର ସହ ଶୋଭାଯାତ୍ରାରେ ଯାଇ ନାମାଙ୍କନ ଭରିଲେ। କିନ୍ତୁ ଭାଗ୍ୟର ବିଡ଼ମ୍ବନା, କେଇ ଘଣ୍ଟା ପରେ ଖବର ପାଇଲେ ତାଙ୍କ ଟିକଟ କଟିଯାଇଛି।

account_circle
ଓଟିଭି(@otvkhabar) 's Twitter Profile Photo

-ଦିଗପହଣ୍ଡି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ବଦଳାଇଲା କଂଗ୍ରେସ
-ପ୍ରାର୍ଥୀ ଘୋଷଣାର ୧୧ ଦିନ ପରେ ପୁଣି ପ୍ରାର୍ଥୀ ବଦଳାଇଲା
-ଶ୍ରୀଧର ଦେବଙ୍କ ସ୍ଥାନରେ ସାକା ସୁଜିତ କୁମାର ନୂଆ ପ୍ରାର୍ଥୀ
-ଏକ୍ସ ଜରିଆରେ ସୂଚନା ଦେଲା ରାଜ୍ୟ କଂଗ୍ରେସ

-ଦିଗପହଣ୍ଡି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ବଦଳାଇଲା କଂଗ୍ରେସ
-ପ୍ରାର୍ଥୀ ଘୋଷଣାର ୧୧ ଦିନ ପରେ ପୁଣି ପ୍ରାର୍ଥୀ ବଦଳାଇଲା
-ଶ୍ରୀଧର ଦେବଙ୍କ ସ୍ଥାନରେ ସାକା ସୁଜିତ କୁମାର ନୂଆ ପ୍ରାର୍ଥୀ
-ଏକ୍ସ ଜରିଆରେ ସୂଚନା ଦେଲା ରାଜ୍ୟ କଂଗ୍ରେସ
#Digapahandi #BJD #OdishaPolitics
account_circle
Sambad (ସମ୍ବାଦ)(@sambad_odisha) 's Twitter Profile Photo

ଦିଗପହଣ୍ଡି ବିଧାନସଭା ଆସନରେ ପ୍ରାର୍ଥୀ ବଦଳାଇଲା ଭାରତୀୟ ଜାତୀୟ କଂଗ୍ରେସ। ନୂତନ ପ୍ରାର୍ଥୀ ହେଲେ ସାକା ସୁଜିତ୍ କୁମାର। ପୂର୍ବରୁ ଶ୍ରୀଧର ଦେବଙ୍କ ନାମ ଘୋଷଣା କରିଥିଲା କଂଗ୍ରେସ।

ଦିଗପହଣ୍ଡି ବିଧାନସଭା ଆସନରେ ପ୍ରାର୍ଥୀ ବଦଳାଇଲା ଭାରତୀୟ ଜାତୀୟ କଂଗ୍ରେସ। ନୂତନ ପ୍ରାର୍ଥୀ ହେଲେ ସାକା ସୁଜିତ୍ କୁମାର। ପୂର୍ବରୁ ଶ୍ରୀଧର ଦେବଙ୍କ ନାମ ଘୋଷଣା କରିଥିଲା କଂଗ୍ରେସ। 
#Sambad #GeneralElections2024 #Digapahandi #Congress
account_circle
Asish Kumar Swain(@Asishsanu) 's Twitter Profile Photo

'Constantly experiencing low voltage and frequent power cuts in Digapahandi area (PIN: 761012). @Tpsodl, this is disrupting daily life and affecting productivity. Urgent action needed to address this issue! '
TataPower Tpsodl bill collector & supervisor TP Southern Odisha Distribution LTD.

account_circle
News18 Odia(@News18Odia) 's Twitter Profile Photo

ପ୍ରାର୍ଥୀ ବଦଳାଇଲା କଂଗ୍ରେସ
‘x’ରେ ସୂଚନା ଦେଲା ରାଜ୍ୟ କଂଗ୍ରେସ
ଶ୍ରୀଧର ଦେବଙ୍କ ସ୍ଥାନରେ ହେଲେ ପ୍ରାର୍ଥୀ
ପ୍ରଥମେ ଶ୍ରୀଧର ଦେବଙ୍କୁ ପ୍ରାର୍ଥୀ କରିଥିଲା କଂଗ୍ରେସ
ପ୍ରାର୍ଥୀ ପରିବର୍ତ୍ତନ ନେଇ ପ୍ରଦେଶ କଂଗ୍ରେସ ପକ୍ଷରୁ ସୂଚନା
Odisha Congress

#ପ୍ରାର୍ଥୀ_ବଦଳାଇଲା_କଂଗ୍ରେସ
#ଦିଗପହଣ୍ଡି ପ୍ରାର୍ଥୀ ବଦଳାଇଲା କଂଗ୍ରେସ
‘x’ରେ ସୂଚନା ଦେଲା ରାଜ୍ୟ କଂଗ୍ରେସ
ଶ୍ରୀଧର ଦେବଙ୍କ ସ୍ଥାନରେ #ସାକା_ସୁଜିତ_କୁମାର ହେଲେ ପ୍ରାର୍ଥୀ
ପ୍ରଥମେ ଶ୍ରୀଧର ଦେବଙ୍କୁ ପ୍ରାର୍ଥୀ କରିଥିଲା କଂଗ୍ରେସ
ପ୍ରାର୍ଥୀ ପରିବର୍ତ୍ତନ ନେଇ ପ୍ରଦେଶ କଂଗ୍ରେସ ପକ୍ଷରୁ ସୂଚନା
@INCOdisha #Congress #Digapahandi
account_circle
Sambad (ସମ୍ବାଦ)(@sambad_odisha) 's Twitter Profile Photo

ଦିଗପହଣ୍ଡିରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ସାକା ସୁଜିତ ହେଲେ ନୂଆ ପ୍ରାର୍ଥୀ

sambad.in/state/digapaha…

account_circle
Shivsankar(@Itz_Shiva1122) 's Twitter Profile Photo

TP Southern Odisha Distribution LTD. power outage in digapahandi subdivision pudamari section since last 11hours please restore it as much as possible as consumers are suffering very hard

account_circle
TNIE Odisha(@XpressOdisha) 's Twitter Profile Photo

Dissidence in the cadre is palpable as the workers are unhappy with the party’s decision to nominate cine star from the Assembly seat |

The New Indian Express santwanabhattacharya
Siba Mohanty

newindianexpress.com/states/odisha/…

account_circle