Odisha News e-Paper(@Odishaepaper) 's Twitter Profile Photo

ପୁରୀରେ ରଥ ନିର୍ମାଣର ଏକାଦଶ ଦିନ: ରଥଖଳାରେ ଆଗେଇ ଚାଲିଛି ତୁମ୍ବ ଘେରକଟା, ବିନ୍ଧ ଓ ଠେକ ତୁଲିଆ କାମ
newsepaper

#rathyatra #puri #odisha #odishanewsepaper #ଓଡ଼ିଶା_ନ୍ୟୁଜ_ଇପେପର
account_circle
Odisha News e-Paper(@Odishaepaper) 's Twitter Profile Photo

ଟିଭି ଅଭିନେତ୍ରୀ ଶ୍ୱେତା ତିୱାରୀ ନିଜର ସୌନ୍ଦର୍ଯ୍ୟ ଏବଂ ଷ୍ଟାଇଲିସ୍‌ ଲୁକ୍‌ ଯୋଗୁଁ ବେଶ୍‌ ଜଣାଶୁଣା

#shwetatiwari #fansgocrazyoverherlook  #celebreti #odishanewsepaper #ଓଡ଼ିଶା_ନ୍ୟୁଜ_ଇପେପର
account_circle
Odisha News e-Paper(@Odishaepaper) 's Twitter Profile Photo

ବା ’, ଦେଖାଯିବନି ନିଜ ଛାଇ
ଏପ୍ରିଲରୁ ଜୁନ୍ ଏବଂ ଜୁନରୁ ଅଗଷ୍ଟ ମାସ ମଧ୍ୟରେ ବର୍ଷକୁ ୨ଥର ଏହି ଶୂନ୍ୟ ଛାୟା ବା ଜିରୋ ସ୍ୟାଡୋ ଦିନ ହୋଇଥାଏ।

#ଆଜି_ଶୂନ୍ୟ_ଛାୟା_ଦିବସ ବା #ଜିରୋ_ସ୍ୟାଡୋ_ଡେ’, ଦେଖାଯିବନି ନିଜ ଛାଇ
ଏପ୍ରିଲରୁ ଜୁନ୍ ଏବଂ ଜୁନରୁ ଅଗଷ୍ଟ ମାସ ମଧ୍ୟରେ ବର୍ଷକୁ ୨ଥର ଏହି ଶୂନ୍ୟ ଛାୟା ବା ଜିରୋ ସ୍ୟାଡୋ ଦିନ ହୋଇଥାଏ।

#ZeroShadowDay #odishanewsepaper #today #trending
account_circle
Odisha News e-Paper(@Odishaepaper) 's Twitter Profile Photo

ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କର ଚନ୍ଦନ ଯାତ୍ରା ପାଇଁ ପୋଖରୀ ଅଭିମୁଖେ ଚଳନ୍ତି ଠାକୁର
ଆଗେଇ ଚାଲିଛି ରଥକାମ, କାଠ ଚିରଟରେ ବ୍ୟସ୍ତ ବଢ଼େଇ ସେବକ
ରାଉରକେଲାରେ ଦଳୀୟ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଜନତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍‌

#odishanewsepaper #ଓଡିଶା_ନ୍ୟୁଜ_ଇପେପର
account_circle
Odisha News e-Paper(@Odishaepaper) 's Twitter Profile Photo

ଜଟଣୀ ହାତେଇବାକୁ ମଇଦାନରେ ପ୍ରାର୍ଥୀ ବୁହାଉଛନ୍ତି ଝାଳ। ଘନଘନ ପ୍ରଚାର କରି ଭୋଟରଙ୍କୁ ପୁଳାପୁଳା ପ୍ରତିଶ୍ରୁତି ଦେଉଛନ୍ତି।
election newsepaper

ଜଟଣୀ ହାତେଇବାକୁ ମଇଦାନରେ ପ୍ରାର୍ଥୀ ବୁହାଉଛନ୍ତି ଝାଳ। ଘନଘନ ପ୍ରଚାର କରି ଭୋଟରଙ୍କୁ ପୁଳାପୁଳା ପ୍ରତିଶ୍ରୁତି ଦେଉଛନ୍ତି।
#election #odishaelection #bjd #bjp #congress #jatani #bhubaneswer #odisha #odishanewsepaper #ଓଡ଼ିଶା_ନ୍ୟୁଜ_ଇପେପର
account_circle
Odisha News e-Paper(@Odishaepaper) 's Twitter Profile Photo

ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ନଠୁଆବର ପଞ୍ଚାୟତରେ ଉତ୍କଟ ପାନୀୟ ଜଳ ସମସ୍ୟା ଦେଖାଦେଇଛି
newsepaper

ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ନଠୁଆବର ପଞ୍ଚାୟତରେ ଉତ୍କଟ ପାନୀୟ ଜଳ ସମସ୍ୟା ଦେଖାଦେଇଛି
#oilysubstancefloating #drinkingwater #jajpur #odisha #odishanewsepaper #ଓଡ଼ିଶା_ନ୍ୟୁଜ_ଇପେପର
account_circle