Odisha News e-Paper(@Odishaepaper) 's Twitter Profile Photo

ସୋମବାର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ
୧୦ ରାଜ୍ୟର ୯୬ ଆସନରେ ହେବ ମତଦାନ

ସୋମବାର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ
୧୦ ରାଜ୍ୟର ୯୬ ଆସନରେ ହେବ ମତଦାନ
#odishanewsepaper #ଓଡିଶା_ନ୍ୟୁଜ_ଇପେପର
account_circle
Odisha News e-Paper(@Odishaepaper) 's Twitter Profile Photo

ବରଗଡ଼ ଓ ସମ୍ବଲପୁର ଲୋକସଭା କ୍ଷେତ୍ରର ବରଗଡ଼ର ବରାହଗୁଡା ଟୋଲ ଗେଟ ଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଆଜି ଅକ୍ଷୟ ତୃତୀୟା ତଥା ଚନ୍ଦନ ଯାତ୍ରାରେ ଶ୍ରୀମନ୍ଦିରରେ ଅନୁକୂଳ ହୋଇଛି ରଥ କାଠ
ଚନ୍ଦନ ଯାତ୍ରା ଆରମ୍ଭ: ସଜେଇ ହୋଇଛି ପୁରୀର ନରେନ୍ଦ୍ର ପୁଷ୍କରିଣୀ
ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କର ଚନ୍ଦନ ଯାତ୍ରା ନିମନ୍ତେ ଚାପ ଡଙ୍ଗା ପ୍ରସ୍ତୁତ

ରୋଚକ ମୋଡ଼ରେ ଦିଗପହଣ୍ଡି ଆସନ
ସୂର୍ଯ୍ୟଙ୍କ ପରେ ଦିଗପହଣ୍ଡି ଆସନ କାହାର

ରୋଚକ ମୋଡ଼ରେ ଦିଗପହଣ୍ଡି ଆସନ
ସୂର୍ଯ୍ୟଙ୍କ ପରେ ଦିଗପହଣ୍ଡି ଆସନ କାହାର
#odishanewsepaper #ଓଡିଶା_ନ୍ୟୁଜ_ଇପେପର
account_circle
Odisha News e-Paper(@Odishaepaper) 's Twitter Profile Photo

ସୋନାକ୍ଷୀଙ୍କ ଡବଲ୍‌ ଭୂମିକା
ପ୍ରିୟମଣିଙ୍କ ବହୁମୁଖୀ ପ୍ରତିଭା
ସଲମାନଙ୍କ ସହ ରୋମାନ୍ସ କରିବେ ରଶ୍ମିକା

odishanewsepaper.com/src=Home&viewt…

ସୋନାକ୍ଷୀଙ୍କ ଡବଲ୍‌ ଭୂମିକା
ପ୍ରିୟମଣିଙ୍କ ବହୁମୁଖୀ ପ୍ରତିଭା  
ସଲମାନଙ୍କ ସହ ରୋମାନ୍ସ କରିବେ ରଶ୍ମିକା
#SonakshiSinha #PriyaMani #RashmikaMandana #odishanewsepaper #ଓଡିଶା_ନ୍ୟୁଜ_ଇପେପର
odishanewsepaper.com/src=Home&viewt…
account_circle
Odisha News e-Paper(@Odishaepaper) 's Twitter Profile Photo

ବେବି ପ୍ଲାନିଂ କରୁଛନ୍ତି ଦିବ୍ୟାଙ୍କା
କିଏ ହେବେ ୟଶ୍‌ଙ୍କ ଭଉଣୀ?
ନିଜ ଫିଲ୍ମକୁ ବ୍ୟାନ୍‌ କରିଥିଲେ ତାପସୀ

odishanewsepaper.com/src=Home&viewt…

ବେବି ପ୍ଲାନିଂ କରୁଛନ୍ତି ଦିବ୍ୟାଙ୍କା
କିଏ ହେବେ ୟଶ୍‌ଙ୍କ ଭଉଣୀ?
ନିଜ ଫିଲ୍ମକୁ ବ୍ୟାନ୍‌ କରିଥିଲେ ତାପସୀ
#DivyankaTripathi #Yash #TaapseePannu #odishanewsepaper #ଓଡିଶା_ନ୍ୟୁଜ_ଇପେପର
odishanewsepaper.com/src=Home&viewt…
account_circle
Odisha News e-Paper(@Odishaepaper) 's Twitter Profile Photo

ସୁଟ୍‌ ପାଇଁ ମଦ୍ୟପାନ କରିଥିଲେ ରିଚା
କମ୍‌ଫର୍ଟ ଜୋନ୍‌ରୁ ଦୂରରେ ଅର୍ଜୁନ୍‌
ଅଭିନୟ ଅପେକ୍ଷା ସଙ୍ଗୀତକୁ ଗୁରୁତ୍ୱ

ସୁଟ୍‌ ପାଇଁ ମଦ୍ୟପାନ କରିଥିଲେ ରିଚା
କମ୍‌ଫର୍ଟ ଜୋନ୍‌ରୁ ଦୂରରେ ଅର୍ଜୁନ୍‌
ଅଭିନୟ ଅପେକ୍ଷା ସଙ୍ଗୀତକୁ ଗୁରୁତ୍ୱ
#richachadha #ArjunRampal #TaraSutaria #odishanewsepaper #ଓଡିଶା_ନ୍ୟୁଜ_ଇପେପର
account_circle
Odisha News e-Paper(@Odishaepaper) 's Twitter Profile Photo

କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତିରେ ନବୀନଙ୍କ ମାରାଥନ୍‌ ପ୍ରଚାର
କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବିରୋଧୀ

କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତିରେ ନବୀନଙ୍କ ମାରାଥନ୍‌ ପ୍ରଚାର
କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବିରୋଧୀ
#naveenpatnaik #cmstartscampaigning #koraputurgespeople #voteforbjd #nowrangpur #gajapati #rayagada #NabinOdisha #odishanewsepaper #ଓଡିଶା_ନ୍ୟୁଜ_ଇପେପର
account_circle
Odisha News e-Paper(@Odishaepaper) 's Twitter Profile Photo

କଟକରେ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର
ସମଗ୍ର ବିଶ୍ୱର ବନ୍ଧୁ ପାଲଟିଛି ଭାରତ

କଟକରେ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର
ସମଗ୍ର ବିଶ୍ୱର ବନ୍ଧୁ ପାଲଟିଛି ଭାରତ
#odishanewsepaper #ଓଡିଶା_ନ୍ୟୁଜ_ଇପେପର
account_circle