Shruti Sudeshna(@shruti_sudeshna) 's Twitter Profile Photo

ପବିତ୍ର ଅଶୋକାଷ୍ଟମୀ ପାଇଁ ରଥ, ପଥ ଓ ଭୋଳାନାଥ ଶ୍ରୀ ଲିଙ୍ଗରାଜ ମହାପ୍ରଭୁ ପ୍ରସ୍ତୁତ।
🙏🙏🙏

ପବିତ୍ର ଅଶୋକାଷ୍ଟମୀ ପାଇଁ ରଥ, ପଥ ଓ ଭୋଳାନାଥ ଶ୍ରୀ ଲିଙ୍ଗରାଜ ମହାପ୍ରଭୁ ପ୍ରସ୍ତୁତ। 
 🙏🙏🙏 
#RukunaRathYatra #AshokaAshtami
#OldTown #Bhubaneswar
account_circle
Odisha Bulabuli(@OdishaBulabuli) 's Twitter Profile Photo

ପବିତ୍ର ଅଶୋକାଷ୍ଟମୀ ଏବଂ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ଶୁଭକାମନା

ପବିତ୍ର ଅଶୋକାଷ୍ଟମୀ ଏବଂ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ଶୁଭକାମନା  #RukunaRathYatra #OdishaBulabuli
account_circle
Shreejay💕(@shreejay_odisha) 's Twitter Profile Photo

ହୋ ଭଗତେ..
ଓ...
ବା...
ହରିବୋଲ

ରଥ କହୁଚି ମୁ ବଡ଼
ପଥ କହୁଚି ମୁ ବଡ଼

ତ୍ରିଭୁବନେଶ୍ୱର ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ
କଲ୍ୟାଣକାରୀ
ରୁକୁଣା ରଥଯାତ୍ରାର
ଶୁଭେଚ୍ଛା ଓ ଅଭିନନ୍ଦନ ।

ଜୀବନ ରଥ ଆନନ୍ଦରେ ଅମିଟି
ଗଡୁଥାଉ।
ବିଭୂମୟ ହେଉ ଜୀବନସତ୍ତା
ବିଭୂକୃପା ର ପ୍ରେମ ବର୍ଷାହେଉ

ହୋ ଭଗତେ..
ଓ...
ବା...
ହରିବୋଲ

ରଥ କହୁଚି ମୁ ବଡ଼
ପଥ କହୁଚି ମୁ ବଡ଼

ତ୍ରିଭୁବନେଶ୍ୱର ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ 
କଲ୍ୟାଣକାରୀ 
ରୁକୁଣା ରଥଯାତ୍ରାର 
ଶୁଭେଚ୍ଛା ଓ ଅଭିନନ୍ଦନ ।

ଜୀବନ ରଥ ଆନନ୍ଦରେ ଅମିଟି
ଗଡୁଥାଉ। 
ବିଭୂମୟ ହେଉ ଜୀବନସତ୍ତା
ବିଭୂକୃପା ର ପ୍ରେମ ବର୍ଷାହେଉ 

#RukunaRathYatra
account_circle
Bharat Ki Beti (Modi Ka Parivar) 🇮🇳👧🏻(@PratibhaPriyad3) 's Twitter Profile Photo

It's Chaitra shukla astami or Ashokastami today,Bhagavan Lingaraj's rathyatra takes place on this day. His chariot is called Rukuna

ପବିତ୍ର ଅଶୋକାଷ୍ଟମୀ ଓ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା

#Ashokashtami #RukunaRathYatra 
#BharatKiBaat
account_circle