Sangram Patra(@SangramPatra) 's Twitter Profile Photo

ରଥାରୁଢ଼ ଶ୍ରୀ ଚନ୍ଦ୍ରଶେଖର, ଶ୍ରୀ ଦୋଳଗୋବିନ୍ଦ, ମା ରୁକ୍ମିଣୀ ।
Jatra

#RukunaRatha #RukunaRathaJatra #OdishaBulabuli
account_circle
ପ୍ରତୀକ(@Prateek_Odisha) 's Twitter Profile Photo

ଗତକାଲି ମହାପ୍ରଭୁ ଶ୍ରୀ ଶ୍ରୀଲିଙ୍ଗରାଜଙ୍କ ସ୍ଵର୍ଣାଦ୍ରୀ ବିଜେର କିଛି ଦୃଶ୍ୟ।
Glimpses of lord Shree Lingaraja on Swarnadri bije.

#Theincredibleoldtown
#RukunaRathaJatra
account_circle
Modi Ka Parivar..Dr.Chandra Sekhar Khuntia🇮🇳(@drkhuntia21) 's Twitter Profile Photo

ପବିତ୍ର ଅଶୋକାଷ୍ଟମୀର ଶୁଭେଚ୍ଛା ଓ ଶୁଭକାମନା । ଏକାମ୍ରଧିପତି ଶ୍ରୀ ଲିଙ୍ଗରାଜଙ୍କ ପବିତ୍ର ରୁକୁଣା ରଥଯାତ୍ରା !!🙏🌷

ପବିତ୍ର ଅଶୋକାଷ୍ଟମୀର ଶୁଭେଚ୍ଛା ଓ ଶୁଭକାମନା । ଏକାମ୍ରଧିପତି ଶ୍ରୀ ଲିଙ୍ଗରାଜଙ୍କ ପବିତ୍ର ରୁକୁଣା ରଥଯାତ୍ରା !!🙏🌷#RukunaRathaJatra
account_circle
ପ୍ରତୀକ(@Prateek_Odisha) 's Twitter Profile Photo

ଆଜି ସ୍ୱର୍ଣାଦ୍ରୀ ବିଜେ କରିବେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜ।
ଆସନ୍ତୁ ଜାଣିବା ରୁକୁଣା ରଥଯାତ୍ରା ବିଷୟରେ (ଏକାମ୍ର ପୁରାଣ ଅନୁସାରେ )।

The king of all Lingams TriBhuvaneswara , Shree Shree Lingaraja Mahaprabhu.
Go down this thread/ ତଳକୁ ଚାଲନ୍ତୁ ।

(1/n)

#RukunaRathajatra
account_circle
Odisha Bulabuli(@OdishaBulabuli) 's Twitter Profile Photo

ରଥାରୂଢ ହେଲେ ଶ୍ରୀ ଲିଙ୍ଗରାଜ ମହାପ୍ରଭୁ, ଦେବୀ ଗୋପାଳିନୀ ଓ ଶ୍ରୀ ଦୋଳଗୋବିନ୍ଦ ଆଉ କିଛି ସମୟ ମଧ୍ୟରେ ଆରମ୍ଭ ହେବ ରଥଟଣା ।

#RukunaRathaJatra #rukunarathyatra #Shreelingaraj #OdishaBulabuli
account_circle
Arup Patnaik(@ArupPatnaikOMP) 's Twitter Profile Photo

ପବିତ୍ର ଅଶୋକାଷ୍ଟମୀ ତଥା ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ପ୍ରଭୂ ଲିଙ୍ଗରାଜଙ୍କ ଅପାର କରୁଣାରୁ ଓଡ଼ିଶାବାସୀ ସମୃଦ୍ଧି ପଥରେ ଅଗ୍ରସର ହୁଅନ୍ତୁ।

#Ashokastami #RukunaRathaJatra
account_circle