ଓଟିଭି(@otvkhabar) 's Twitter Profile Photo

: ୧୨ ପିଲା ଆହତ
କାମାକ୍ଷାନଗର: ମହୁମାଛି ଆକ୍ରମଣରେ ୧୨ ଛାତ୍ରଛାତ୍ରୀ ଆହତ । ବାଲିଗୋରଡ଼ ସ୍ଥିତ ସାପୁଆ ଡ୍ୟାମ୍‌ ନିକଟରେ ମହୁମାଛି ଆକ୍ରମଣ ।

account_circle
DSSO Dhenkanal(@dssodhenkanal) 's Twitter Profile Photo

ତାରିଖ ୧୧.୦୩.୨୦୨୪ ଦିନ ଢେଙ୍କାନାଳ କାମାକ୍ଷାନଗର ବ୍ଲକ୍ ପରିସରରେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକ ମାନଙ୍କ ନିମନ୍ତେ ବିଭିନ୍ନ ସହାୟକ ଉପକରଣ ବିତରଣ ଶିବିର ଅନୁଷ୍ଠିତ ହୋଯାଇଅଛି l ଏହି ଶିବିର ରେ ୧୬ ଟି battary ଚାଳିତ tricycle ଏବଂ ୧୩ ସାଧାରଣ tricycle ସହ ଅନ୍ୟାନ ଉପକରଣ ମାନ ବଣ୍ଟନ କରାଯାଇଥିଲା l

Dharmendra Pradhan (मोदी का परिवार)(@dpradhanbjp) 's Twitter Profile Photo

ଓଡ଼ିଶାରେ ଏଥର ବିଜେପି ସରକାର

କାମାକ୍ଷାନଗର ନିର୍ବାଚନମଣ୍ଡଳୀରେ ଆମ ଦଳର ବିଧାୟକ ପ୍ରାର୍ଥୀ ଶତ୍ରୁଘ୍ନ ଜେନା ଓ ପରଜଙ୍ଗ ବିଧାୟକ ପ୍ରାର୍ଥୀ ବିଭୂତି ଭୂଷଣ ପ୍ରଧାନଙ୍କ ନାମାଙ୍କନ ଶୋଭାଯାତ୍ରାରେ ସାମିଲ ହେଲି ।

ଓଡ଼ିଶାରେ ଏଥର ବିଜେପି ସରକାର 

କାମାକ୍ଷାନଗର ନିର୍ବାଚନମଣ୍ଡଳୀରେ ଆମ ଦଳର ବିଧାୟକ ପ୍ରାର୍ଥୀ ଶତ୍ରୁଘ୍ନ ଜେନା ଓ ପରଜଙ୍ଗ ବିଧାୟକ ପ୍ରାର୍ଥୀ ବିଭୂତି ଭୂଷଣ ପ୍ରଧାନଙ୍କ ନାମାଙ୍କନ ଶୋଭାଯାତ୍ରାରେ ସାମିଲ ହେଲି ।
account_circle
ଓଟିଭି(@otvkhabar) 's Twitter Profile Photo

-କାମାକ୍ଷାନଗର: ବୋମାମାଡ଼ କରି ୧୪ ଲକ୍ଷ ଲୁଟି ନେଲେ ୫ ଦୁର୍ବୃତ୍ତ
-ଜିରାଳ ସାପ୍ତାହିକ ହାଟରେ ବୋମା ମାଡ଼ କରି ଲୁଟ୍‌ପାଟ
-ଗୋରୁ ହାଟକୁ ଆସିଥିବା ବେପାରୀଙ୍କୁ ଟାର୍ଗେଟ୍‌ କରି ବୋମାମାଡ଼

#ବୋମାମାଡ଼_କରି_୧୪_ଲକ୍ଷ_ଲୁଟିଲେ
-କାମାକ୍ଷାନଗର: ବୋମାମାଡ଼ କରି ୧୪ ଲକ୍ଷ ଲୁଟି ନେଲେ ୫ ଦୁର୍ବୃତ୍ତ
-ଜିରାଳ ସାପ୍ତାହିକ ହାଟରେ ବୋମା ମାଡ଼ କରି ଲୁଟ୍‌ପାଟ
-ଗୋରୁ ହାଟକୁ ଆସିଥିବା ବେପାରୀଙ୍କୁ ଟାର୍ଗେଟ୍‌ କରି ବୋମାମାଡ଼
#Bombing #Loot #Kamakhyanagar #OTV
account_circle
Argus News(@ArgusNews_in) 's Twitter Profile Photo

ଢେଙ୍କାନାଳ: କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ଭୁବନ ଏନଏସିରେ ବିଜେଡିକୁ ବିରୋଧ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଭିଡିଓ ।
Biju Janata Dal

account_circle
Panchayati Raj and Drinking Water Department(@PRDeptOdisha) 's Twitter Profile Photo

ପଞ୍ଚମ ରାଜ୍ୟ ଅର୍ଥ କମିଶନ ଓ ଯୋଜନା ଅଧୀନରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କୋଟଗରା ଗ୍ରାମ ପଞ୍ଚାୟତରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ କରାଯାଇଛି। ଏହା ସ୍ଥାନୀୟ ବାସିନ୍ଦାଙ୍କ ବିବାହ, ବ୍ରତ ଭଳି ବିଭିନ୍ନ ସାମାଜିକ, ସାଂସ୍କୃତିକ କାର୍ଯ୍ୟକ୍ରମରେ ବ୍ୟବହୃତ ହେଉଛି।

ପଞ୍ଚମ ରାଜ୍ୟ ଅର୍ଥ କମିଶନ ଓ #MGNREGS ଯୋଜନା ଅଧୀନରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କୋଟଗରା ଗ୍ରାମ ପଞ୍ଚାୟତରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ କରାଯାଇଛି। ଏହା ସ୍ଥାନୀୟ ବାସିନ୍ଦାଙ୍କ ବିବାହ, ବ୍ରତ ଭଳି ବିଭିନ୍ନ ସାମାଜିକ, ସାଂସ୍କୃତିକ କାର୍ଯ୍ୟକ୍ରମରେ ବ୍ୟବହୃତ ହେଉଛି।
#RuralInfrastructure #OdishaCares
account_circle
Odisha Reporter(@OdishaReporter) 's Twitter Profile Photo

* କାମାକ୍ଷାନଗର: ଭାରସାମ୍ୟ ହରାଇ ଓଲଟିଲା ବସ୍‌; ୩ ଆହତ
* ବସ୍‌ରେ ପ୍ରାୟ ୪୦ ଜଣ ଯାତ୍ରୀ ଥିଲେ, ଅନ୍ୟମାନେ ସୁରକ୍ଷିତ
* ମହୁଲପାଳ ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ଓଲଟିଲା

* କାମାକ୍ଷାନଗର: ଭାରସାମ୍ୟ ହରାଇ ଓଲଟିଲା ବସ୍‌; ୩ ଆହତ
* ବସ୍‌ରେ ପ୍ରାୟ ୪୦ ଜଣ ଯାତ୍ରୀ ଥିଲେ, ଅନ୍ୟମାନେ ସୁରକ୍ଷିତ
* ମହୁଲପାଳ ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ଓଲଟିଲା #Odisha
account_circle
Kanak News(@kanak_news) 's Twitter Profile Photo

କାମାକ୍ଷାନଗର ଖଣି ବ୍ୟବସାୟୀ ନିରାକାର ସାହୁ ହତ୍ୟା ମାମଲା । ମୁଖ୍ୟ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ । ହତ୍ୟା ସୁପାରି ପଛରେ ଥିଲା ପିତୃହତ୍ୟାର ପ୍ରତିଶୋଧ ।

account_circle
BJP Odisha(@BJP4Odisha) 's Twitter Profile Photo

ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ବିରୋଧରେ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ, ନବରଙ୍ଗପୁର ଜିଲ୍ଳାର ଉମରକୋଟ ବ୍ଲକ, ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ବ୍ଲକ ଏବଂ ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ନିର୍ବାଚନ ମଣ୍ଡଳୀର ବେତନଟୀ ବ୍ଲକ ଘେରାଉ କରାଯାଇଛି ।

ଜାତୀୟ ରାଜପଥ ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମ

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵରେ ଆଜି କାମାକ୍ଷାନଗର-ଡୁବୁରୀ ଜାତୀୟ ରାଜପଥ ୪ ଲେନ୍‌ର ରାଷ୍ଟ୍ରୀୟ ମହାମାର୍ଗରେ ପରିଣତ ହେଇଛି । -କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ Dharmendra Pradhan (मोदी का परिवार)

account_circle
BJP Odisha(@BJP4Odisha) 's Twitter Profile Photo

ଭାରତୀୟ ଜନତା ପାର୍ଟିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ଶ୍ରୀ Manmohan Samal (Modi Ka Parivar) ଙ୍କ ଉପସ୍ଥିତିରେ ଆଜି କାମାକ୍ଷାନଗର ସାମାଜିକ କର୍ମୀ ଶ୍ରୀ ବିଶ୍ଵରଞ୍ଜନ ଦାଶ, ଧର୍ମଶାଳା ବିଜେଡ଼ି ନେତା ଶ୍ରୀ ହିମାଂଶୁ ସାହୁ, ବିଜେଡି ପୂର୍ବତନ ଜିଲ୍ଲାପରିଷଦ ସଭାପତି ଶ୍ରୀ ନରେଶ ମହାନ୍ତି,

ଭାରତୀୟ ଜନତା ପାର୍ଟିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ଶ୍ରୀ @SamalManmohan7 ଙ୍କ ଉପସ୍ଥିତିରେ ଆଜି କାମାକ୍ଷାନଗର ସାମାଜିକ କର୍ମୀ ଶ୍ରୀ ବିଶ୍ଵରଞ୍ଜନ ଦାଶ, ଧର୍ମଶାଳା ବିଜେଡ଼ି ନେତା ଶ୍ରୀ ହିମାଂଶୁ ସାହୁ, ବିଜେଡି ପୂର୍ବତନ ଜିଲ୍ଲାପରିଷଦ ସଭାପତି ଶ୍ରୀ ନରେଶ ମହାନ୍ତି,
account_circle
Shreemayee sweta snigdha Mishra(@ShreemayeeM) 's Twitter Profile Photo

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଆଜି କାମାକ୍ଷାନଗର ଅଡିଟୋରିୟମଠାରେ 'ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର' କାର୍ଯ୍ୟକ୍ରମରେ ସାମିଲ ହେଲି। ଭୁବନ ଓ କାମାକ୍ଷାନଗର
ବ୍ଲକର ୫୬୨ଜଣ ପଞ୍ଜିକୃତ ନିର୍ମାଣ ଶ୍ରମିକ ହିତାଧିକାରୀଙ୍କୁ ପ୍ରାୟ ୩.୧୭କୋଟି ଟଙ୍କାର ବିଭିନ୍ନ ସହାୟତା ବଣ୍ଟନ

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଆଜି କାମାକ୍ଷାନଗର ଅଡିଟୋରିୟମଠାରେ  'ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର' କାର୍ଯ୍ୟକ୍ରମରେ ସାମିଲ ହେଲି। ଭୁବନ ଓ କାମାକ୍ଷାନଗର 
ବ୍ଲକର ୫୬୨ଜଣ ପଞ୍ଜିକୃତ ନିର୍ମାଣ ଶ୍ରମିକ ହିତାଧିକାରୀଙ୍କୁ ପ୍ରାୟ ୩.୧୭କୋଟି ଟଙ୍କାର ବିଭିନ୍ନ ସହାୟତା ବଣ୍ଟନ
account_circle
Panchayati Raj and Drinking Water Department(@PRDeptOdisha) 's Twitter Profile Photo

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ବୈସିଙ୍ଗା ଗ୍ରାମ ପଞ୍ଚାୟତର ପ୍ରଦିପ କୁମାର ବିଶ୍ବାଳ ଯୋଜନାରେ ସହାୟତା ରାଶି ପାଇଛନ୍ତି। ପ୍ରଶାସନିକ ଅଧିକାରୀ ଏବଂ ବ୍ୟାଙ୍କ ଅଧିକାରୀଙ୍କ ଉପସ୍ଥିତିରେ ତାଙ୍କୁ ଦିଆଯାଇଛି ମଞ୍ଜୁରୀ ପତ୍ର। ଘର ନିର୍ମାଣ କରିବା ଚିନ୍ତାରୁ ପ୍ରଦିପଙ୍କୁ ଏବେ ମୁକ୍ତି ମିଳିବ।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ବୈସିଙ୍ଗା ଗ୍ରାମ ପଞ୍ଚାୟତର ପ୍ରଦିପ କୁମାର ବିଶ୍ବାଳ #MoGhara ଯୋଜନାରେ ସହାୟତା ରାଶି ପାଇଛନ୍ତି। ପ୍ରଶାସନିକ ଅଧିକାରୀ ଏବଂ ବ୍ୟାଙ୍କ ଅଧିକାରୀଙ୍କ ଉପସ୍ଥିତିରେ ତାଙ୍କୁ ଦିଆଯାଇଛି ମଞ୍ଜୁରୀ ପତ୍ର। ଘର ନିର୍ମାଣ କରିବା ଚିନ୍ତାରୁ ପ୍ରଦିପଙ୍କୁ ଏବେ ମୁକ୍ତି ମିଳିବ।
#HousingForAll
account_circle
DD News Odia(@DDNewsOdia) 's Twitter Profile Photo

ଲୋକସଭା ଆସନ ପାଇଁ ସ୍ୱାଧୀନ ପାର୍ଥୀ ଭାବେ ଜନାର୍ଦ୍ଦନ ନାୟକ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେହିପରି ବିକାଶ ନାଏକ ଓ ଉତ୍ତମ ମହାନ୍ତି ସ୍ୱାଧୀନ ବିଧାୟକ ପାର୍ଥୀ ଭାବେ ଢେଙ୍କାନାଳ ଆସନ ପାଇଁ ନାମାଙ୍କନ ଭରିଥିଲେ । କାମାକ୍ଷାନଗର ବିଧାନସଭା ଆସନ ପାଇଁ ସ୍ୱାଧୀନ ପ୍ରାର୍ଥୀ ଶରତ ନାଏକ ଓ ତୁଳସୀ ସାହୁ ନାମାଙ୍କନ ଭରିଛନ୍ତି ।

account_circle
Golak Mohapatra(मोदिका परिवार )(@GMohapatraBjp) 's Twitter Profile Photo

କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ କାନପୁରା ଗ୍ରାମ ରେ ଶ୍ରୀ ସଞ୍ଜୟ ରାଉତଙ୍କ ଘରେ ରାତ୍ରି ରହଣି ସହ ସକାଳ ଜଳପାନ କଲୁ ପରିବାର ସମସ୍ତ ସଦସ୍ୟ ଙ୍କୁ ଅଶେଷ ଧନ୍ୟବାଦ୍ l

କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ କାନପୁରା ଗ୍ରାମ ରେ ଶ୍ରୀ ସଞ୍ଜୟ ରାଉତଙ୍କ ଘରେ ରାତ୍ରି ରହଣି ସହ ସକାଳ ଜଳପାନ କଲୁ  ପରିବାର  ସମସ୍ତ ସଦସ୍ୟ ଙ୍କୁ ଅଶେଷ ଧନ୍ୟବାଦ୍ l
account_circle
BJP Odisha(@BJP4Odisha) 's Twitter Profile Photo

ଓଡ଼ିଶାରେ ଏଥର ବିଜେପି ସରକାର

କାମାକ୍ଷାନଗର ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ଶତ୍ରୁଘ୍ନ ଜେନା ଓ ପରଜଙ୍ଗ ବିଧାୟକ ପ୍ରାର୍ଥୀ ଶ୍ରୀ ବିଭୂତି ଭୂଷଣ ପ୍ରଧାନଙ୍କ ନାମାଙ୍କନ ଶୋଭାଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ Dharmendra Pradhan (मोदी का परिवार) l

ଓଡ଼ିଶାରେ ଏଥର ବିଜେପି ସରକାର 

କାମାକ୍ଷାନଗର ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ଶତ୍ରୁଘ୍ନ ଜେନା ଓ ପରଜଙ୍ଗ ବିଧାୟକ ପ୍ରାର୍ଥୀ ଶ୍ରୀ ବିଭୂତି ଭୂଷଣ ପ୍ରଧାନଙ୍କ ନାମାଙ୍କନ ଶୋଭାଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ @dpradhanbjp l 
#OdishareHebaBJPSarkar
account_circle
Mahesh Sahoo(@Mahesh5700) 's Twitter Profile Photo

ଆଜି କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମଠାରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳାରେ ଯୋଗଦେଇ ଥିଲି ।

ଆଜି କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମଠାରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳାରେ ଯୋଗଦେଇ ଥିଲି ।
account_circle
Kanak News(@kanak_news) 's Twitter Profile Photo

ରାସ୍ତା ତଳକୁ ଖସିପଡିଲା ଚୋରା ଦେଶୀମଦ ବୋଝେଇ ସ୍କର୍ପିଓ । ଜଣଙ୍କୁ ଅଟକ ରଖିଲା ଅବକାରୀ ବିଭାଗ, ଅନ୍ୟଜଣେ ଫେରାର । କାମାକ୍ଷାନଗର ଜଡାପାଳ ନିକଟ ଘଟଣା

account_circle
Kanak News(@kanak_news) 's Twitter Profile Photo

ଗୁଳି କରି ବ୍ୟବସାୟୀ ନିରାକାର ସାହୁଙ୍କୁ ହତ୍ୟା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ଼ କରାଯାଇଥିବା ସୂଚନା । କାମାକ୍ଷାନଗର ଆଳତୁମା ମାଳବନ୍ଧ ନିକଟରେ ଘଟିଛି ଘଟଣା ।

account_circle