Abhishek Dash 🇮🇳(ଅଭିଷେକ ଦାଶ)(@DsAbhishek05) 's Twitter Profile Photo

ନୟାଗଡ଼ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଦକ୍ଷିଣକାଳୀ ଙ୍କ ପ୍ରାଙ୍ଗଣରେ ଥିବା ଗୋପୀନାଥ ମନ୍ଦିରର ଦୃଶ୍ୟ। ପ୍ରଶ୍ନ ଯଦି ଜଣେ ଓଡ଼ିଆ ତାର ଆସ୍ତା ଓ ବିଶ୍ଵାସର ପ୍ରବେଶ ପଥରେ ତାର ନିଜ ଭାଷାରେ ପ୍ରବେଶ କରିପାରିବ ନାହିଁ, ଏହା ଠାରୁ ଆମର ଦୁର୍ଭାଗ୍ୟର ବିଷୟ ଆଉ କିଛି ନାହିଁ।

account_circle
ସନ୍ତୋଷ ନାରାୟଣ(@Santoshngrh) 's Twitter Profile Photo

ଆମ ନୟାଗଡ଼ ଆମ ସମସ୍ତଙ୍କ ଦାୟିତ୍ଵ।

ମାଗଣା ଯୋଜନା ଜନସାଧାରଣଙ୍କ ଅପେକ୍ଷା ରାଜନୈତିକ ଦଳଗୁଡ଼ିକୁ ଓ ଆମ ନେତାମାନଙ୍କୁ ଅଧିକ ଦରକାର?

account_circle
Tara Prasad Dash(@tarapdash) 's Twitter Profile Photo

'ଶତପ୍ରତିଶତ ମତଦାନ ଓ ଗୁଣ୍ଡାରାଜ ବିରୋଧ ରେ ମତଦାନ' ନିମନ୍ତେ ନୟାଗଡ଼ ଜିଲ୍ଲା ଓଡ଼ଗାଁରେ ଜନଜାଗରଣ।

'ଶତପ୍ରତିଶତ ମତଦାନ ଓ ଗୁଣ୍ଡାରାଜ ବିରୋଧ ରେ ମତଦାନ' ନିମନ୍ତେ ନୟାଗଡ଼ ଜିଲ୍ଲା ଓଡ଼ଗାଁରେ ଜନଜାଗରଣ।
#NationFirstVotingMust 
#Vote4vikashitodisha 
#AbvpNayagarh
account_circle
ଓଡ଼ିଆ ଜଗତ(@odiajagat) 's Twitter Profile Photo

ଆଜି ପବିତ୍ର ରବିବାର ରେ ନୟାଗଡ଼ ଜିଲ୍ଲା ସ୍ଥିତ ପ୍ରଭୁ ଶ୍ରୀ ରାମ ଙ୍କ ଦର୍ଶନ 🙏

ଆଜି ପବିତ୍ର ରବିବାର ରେ ନୟାଗଡ଼ ଜିଲ୍ଲା ସ୍ଥିତ ପ୍ରଭୁ ଶ୍ରୀ ରାମ ଙ୍କ ଦର୍ଶନ 🙏
account_circle
Dr. Arun Kumar Sahoo(@dr_arunsahoo) 's Twitter Profile Photo

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ଜନ୍ମ ଦିବସ ପାଳନ ଅବସରରେ ନୟାଗଡ଼ ଠାରେ ଆୟୋଜିତ ବିରାଟ Cycle ଶୋଭାଯାତ୍ରା। ବର୍ତ୍ତମାନ ସମୟରେ Cycle ଚଲେଇବାକୁ ଲୋକମାନେ ଅରାଜି ହେଉଥିବାବେଳେ 5000 ରୁ ଉର୍ଦ୍ଧ ଲୋକ ନୟାଗଡ଼ Cycle ଶୋଭାଯାତ୍ରାରେ ଯୋଗଦାନ କରିଥିଲେ।

account_circle
ABVP Nayagarh(@ABVPNayagarh) 's Twitter Profile Photo

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ନୟାଗଡ଼ ନଗରରେ ସାଧାରଣ ନିର୍ବାଚନ ନିମନ୍ତେ ଶତ ପ୍ରତିଶତ ମତଦାନ, ଭାରତକୁ ବିଶ୍ୱଗୁରୁ କରିବା ପାଇଁ, ଓଡ଼ିଶାର ସ୍ୱାଭିମାନ ପାଇଁ, ଓଡ଼ିଆ ଅସ୍ମିତା ପାଇଁ, ଓଡ଼ିଶାରେ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ପାଇଁ, ମହିଳା ସୁରକ୍ଷା ପାଇଁ ଓ ବିକଶିତ ଓଡ଼ିଶା ପାଇଁ ମତଦାନ କରିବା ପାଇଁ ଜନ ଜାଗରଣ ହୋଇଯାଇଛି।

Kanak News(@kanak_news) 's Twitter Profile Photo

ନୟାଗଡ଼ ଓଡ଼ଗାଁରେ ଚାଂଚଲ୍ୟ । ପରକୀୟା ପ୍ରୀତି ଧରାପଡିଯିବାରୁ ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କରି ଘରେ ପୋତିଥିଲା ସ୍ତ୍ରୀ , ଘର ଭିତରୁ ମାଟି ଖୋଳି ଶବ ଉଦ୍ଧାର କଲା ପୋଲିସ

account_circle
ଓଡ଼ିଆ ଜଗତ(@odiajagat) 's Twitter Profile Photo

ଆଜି ପବିତ୍ର ଆଜି ପବିତ୍ର ରାମନବମୀ ରେ ନୟାଗଡ଼ ଜିଲ୍ଲା ର ଫତେଗଡ ସ୍ଥିତ ପ୍ରଭୁ ଶ୍ରୀ ରାମ ଙ୍କ ଦର୍ଶନ ❤️😍🙏

ଆଜି ପବିତ୍ର ଆଜି ପବିତ୍ର ରାମନବମୀ ରେ ନୟାଗଡ଼ ଜିଲ୍ଲା ର ଫତେଗଡ ସ୍ଥିତ ପ୍ରଭୁ ଶ୍ରୀ ରାମ ଙ୍କ ଦର୍ଶନ ❤️😍🙏
account_circle
NandighoshaTV(@NandighoshaTV) 's Twitter Profile Photo

ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଅଞ୍ଚଳର କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଜିଆଇ ଟ୍ୟାଗ ।

account_circle
Dr. Arun Kumar Sahoo(@dr_arunsahoo) 's Twitter Profile Photo

ଆସନ୍ତା ୨୨ ତାରିଖ (ବୁଧବାର) ଦିନ ନୟାଗଡ଼ ଆସୁଛନ୍ତି ଆମ ପ୍ରିୟ ନେତା ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦିବା ୧୧ ଘଟିକା ସମୟରେ ନୟାଗଡ଼ ଷ୍ଟାଡିୟମ ଠାରେ ଏକ ବିଶାଳ ଜନସମାବେଶରେ ଉଦବୋଧନ ଦେବେ। ଏଣୁ ଆପଣଙ୍କୁ ନିବେଦନ ବିପୁଳ ସଂଖ୍ୟାରେ ଯୋଗଦାନ କରିବେ। Naveen Patnaik Biju Janata Dal

account_circle
Srikhetra Darshan(@SrikhetraDarsh1) 's Twitter Profile Photo

ଶ୍ରୀପଞ୍ଚମୀ ରେ ରଥକାଠ ଅନୁକୂଳ :

ପବିତ୍ର ଶ୍ରୀପଞ୍ଚମୀ ଅବସରରେ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରଥକାଠ ଅନୁକୂଳ ହୋଇଛି। ନୟାଗଡ଼ ବନଖଣ୍ଡରୁ ଆସିଥିବା କାଠ ମଧ୍ୟରୁ ତିନିଖଣ୍ଡ ୧୨ ଫୁଟିଆ ଧଉରା କାଠକୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ରଖାଯାଇ ପୂଜା କରାଯାଇଛି।

ଓଟିଭି(@otvkhabar) 's Twitter Profile Photo

ଥାନାରେ ବିଜେଡି ନେତ୍ରୀଙ୍କ ସମେତ ୩ ଅଟକ । ବିଜେଡି ନେତ୍ରୀ ଯାଉଥିବା କାରରୁ ୧୦ ଲକ୍ଷରୁ ଅଧିକ ଟଙ୍କା ଜବତ । ବୌଦ୍ଧ-ନୟାଗଡ଼ ସୀମାରେ ଚେକିଂ ବେଳେ ଜବତ କଲା ପୋଲିସ

account_circle
Biju Janata Dal(@bjd_odisha) 's Twitter Profile Photo

ନୟାଗଡ଼ ନେଉଛି ସଂକଳ୍ପ। ଏଥର ଘରେ ଘରେ ଯୋଡ଼ିଶଙ୍ଖ।

ଶଙ୍ଖ ଚିହ୍ନରେ ଆଶୀର୍ବାଦ କରନ୍ତୁ।

account_circle
ଓଟିଭି(@otvkhabar) 's Twitter Profile Photo

ସୋସିଆଲ ମିଡ଼ିଆରେ ନୟାଗଡ଼ ରାଣୀ ତଥା ବିଜେପି ବିଧାୟକ ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ବରୀ ସିଂହଙ୍କୁ ଅଶ୍ଳୀଳ କଟାକ୍ଷ। ଏହା ପ୍ରତିବାଦରେ ନୟାଗଡ଼ରେ ଶତାଧିକ ମହିଳା ଶୋଭାଯାତ୍ରା କରିଛନ୍ତି

account_circle
Collector &DM Nayagarh(@AdmnNayagarh) 's Twitter Profile Photo

୧୪.୦୩.୨୦୨୪ ଘ.୦୫.୩୦ ରେ ନୟାଗଡ଼ ଜିଲ୍ଲାରେ ଅତିରିକ୍ତ ନିର୍ବାଚନ ଅଧିକାରୀ, ଓଡିଶା ଙ୍କ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା

୧୪.୦୩.୨୦୨୪  ଘ.୦୫.୩୦ ରେ ନୟାଗଡ଼ ଜିଲ୍ଲାରେ ଅତିରିକ୍ତ ନିର୍ବାଚନ ଅଧିକାରୀ, ଓଡିଶା ଙ୍କ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା
account_circle
Governor Odisha(@GovernorOdisha) 's Twitter Profile Photo

ମାନ୍ୟବର ରାଜ୍ୟପାଳ ନୟାଗଡ଼ ଜିଲ୍ଲାର ଶରଣକୁଳସ୍ଥିତ ଶ୍ରୀ ଶ୍ରୀ ଲଡୁକେଶ ମହେଶ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି l

ମାନ୍ୟବର ରାଜ୍ୟପାଳ ନୟାଗଡ଼ ଜିଲ୍ଲାର ଶରଣକୁଳସ୍ଥିତ ଶ୍ରୀ ଶ୍ରୀ ଲଡୁକେଶ ମହେଶ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି l
account_circle
Tara Prasad Dash(@tarapdash) 's Twitter Profile Photo

'ଶତପ୍ରତିଶତ ମତଦାନ ଓ ଗୁଣ୍ଡାରାଜ ବିରୋଧ ରେ ମତଦାନ' ନିମନ୍ତେ ଜନଜାଗରଣ କାର୍ଯ୍ୟକ୍ରମ ନୟାଗଡ଼ ଜିଲ୍ଲା ରେ ହୋଇଛି ।

'ଶତପ୍ରତିଶତ ମତଦାନ ଓ ଗୁଣ୍ଡାରାଜ ବିରୋଧ ରେ ମତଦାନ' ନିମନ୍ତେ ଜନଜାଗରଣ କାର୍ଯ୍ୟକ୍ରମ ନୟାଗଡ଼ ଜିଲ୍ଲା ରେ ହୋଇଛି ।
#NationFirstVotingMust 
#Vote4vikashitodisha 
#AbvpNayagarh
account_circle
Odisha Weatherman(@OdishaWeather7) 's Twitter Profile Photo

ଢେଙ୍କାନାଳ, ଅନୁଗୁଳ, ନୟାଗଡ଼ ଜିଲ୍ଲାର କେତେକ ସ୍ଥାନରେ ଘଡଘଡି ସହିତ ଲାଗି ରହିଛି ବର୍ଷା । ତେବେ ଆଗମୀ ୨-୩ ଘଣ୍ଟା ମଧ୍ୟରେ କଟକ, ଖୋର୍ଦ୍ଧା ଓ ଯାଜପୁର ଜିଲ୍ଲାର ଅଳ୍ପ କେତେକ ସ୍ଥାନରେ ବର୍ଷା ସମ୍ଭାବନା।

ଢେଙ୍କାନାଳ, ଅନୁଗୁଳ, ନୟାଗଡ଼ ଜିଲ୍ଲାର କେତେକ ସ୍ଥାନରେ ଘଡଘଡି ସହିତ ଲାଗି ରହିଛି ବର୍ଷା । ତେବେ ଆଗମୀ ୨-୩ ଘଣ୍ଟା ମଧ୍ୟରେ କଟକ, ଖୋର୍ଦ୍ଧା ଓ ଯାଜପୁର ଜିଲ୍ଲାର ଅଳ୍ପ କେତେକ ସ୍ଥାନରେ ବର୍ଷା ସମ୍ଭାବନା।
account_circle
NandighoshaTV(@NandighoshaTV) 's Twitter Profile Photo

* ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବ
* ବିଜେଡିରେ ମିଶିଲେ ଇରାନୀ ରାୟ
* ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ମିଶିଲେ
* ନୟାଗଡ଼ ବିଜେପିକୁ ଶକ୍ତ ଧକ୍କା

account_circle
Kanak News(@kanak_news) 's Twitter Profile Photo

ନୟାଗଡ଼ ଭାପୁର ବ୍ଲକ ବାଉଁଶବାଟୀ ଗାଁରେ ଦୀର୍ଘ ମାସେ ହେବ ପିଇବା ପାଣିର ଅଭାବ । ନିର୍ବାଚନ ସମୟରେ ପାଣି ପାଇଁ ପ୍ରତିବାଦ । ରାସ୍ତା ଉପରେ ଗରା, ବାଲଟି ରଖି ବିକ୍ଷୋଭ ପ୍ରଦର୍ଶନ

account_circle