Nabin Odisha Official(@NabinOdishaFan) 's Twitter Profile Photo

ସାଢ଼େ ଚାରି କୋଟି ଓଡ଼ିଆ ନବୀନଙ୍କ ପରିବାର,
ନୂଆପଡ଼ାରେ ଖେଳୁଛି ଖୁସିର ଲହର

'ଯୋଡ଼ିଶଙ୍ଖ'ରେ କରନ୍ତୁ ଆଶୀର୍ବାଦ

account_circle
jyotirmayeenayak(@jyotirmaye93162) 's Twitter Profile Photo

କଣ୍ଟାବାଞ୍ଜିନେ ମିଶ୍ରଣ ପର୍ବ ଆର୍ କର୍ମୀ ସମ୍ମିଲନୀନେ ବିଜେଡି ନେତା ମୁହାଁମୁହିଁ


account_circle
Nabin Odisha Official(@NabinOdishaFan) 's Twitter Profile Photo

ଓଡ଼ିଆକୁ ଶାସ୍ତ୍ରୀୟ ମାନ୍ୟତା
ନବୀନଙ୍କ ପ୍ରତିବଦ୍ଧତାର ଫଳଶ୍ରୁତି

ଓଡ଼ିଆକୁ ଶାସ୍ତ୍ରୀୟ ମାନ୍ୟତା
ନବୀନଙ୍କ ପ୍ରତିବଦ୍ଧତାର ଫଳଶ୍ରୁତି 
#NabinOdisha #Odisha
account_circle
Biswabharati Sahoo(@Biswa20241) 's Twitter Profile Photo

‘ନବୀନ ଓଡ଼ିଶା’ର ସଂକଳ୍ପ ଦୃଢ଼ ହୋଇଛି,
ଦିଗପହଣ୍ଡିରେ ‘ଯୋଡ଼ିଶଙ୍ଖ’ର ସ୍ଵର ଶୁଭୁଛି



account_circle
Nabina Odisha(@nabina_odisha) 's Twitter Profile Photo

ଓଡ଼ିଆଙ୍କ ପାଇଁ ପ୍ରତିବଦ୍ଧତା
ନବୀନଙ୍କ ପ୍ରାଥମିକତା

ବରିଷ୍ଠ ନାଗରିକଙ୍କ ମନୋକାମନା ପୂରଣ କରିଛନ୍ତି ନବୀନ।
ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ବିନା ଖର୍ଚ୍ଚରେ ଆଗ୍ରା-ମଥୁରା-ବୃନ୍ଦାବନ ପରି ବିଭିନ୍ନ ଧାର୍ମିକ ସ୍ଥାନ ଭ୍ରମଣ କରିବାକୁ ହୋଇଛି ସମ୍ଭବ।

ନବୀନଙ୍କ ଗ୍ୟାରେଣ୍ଟି
କଥାରେ ନୁହେଁ, କାମରେ ବିଶ୍ବାସ

account_circle
Biju Janata Dal(@bjd_odisha) 's Twitter Profile Photo

‘ନବୀନ ଓଡ଼ିଶା’ର ସଂକଳ୍ପ ଦୃଢ଼ ହୋଇଛି,
ଦିଗପହଣ୍ଡିରେ ‘ଯୋଡ଼ିଶଙ୍ଖ’ର ସ୍ଵର ଶୁଭୁଛି



account_circle
Nabina Odisha(@nabina_odisha) 's Twitter Profile Photo

ଏବେ ମିଳୁଛି ହାଇଭୋଲଟେଜ ବିଜୁଳି✨⚡

ଲୋ ଭୋଲଟେଜ ସମସ୍ୟା ଦୂର କରି ହସ ଫୁଟାଇଛନ୍ତି ନବୀନ

ନବୀନଙ୍କ ଗ୍ୟାରେଣ୍ଟି
କଥାରେ ନୁହେଁ, କାମରେ ବିଶ୍ବାସ

ଏବେ ମିଳୁଛି ହାଇଭୋଲଟେଜ ବିଜୁଳି✨⚡

ଲୋ ଭୋଲଟେଜ ସମସ୍ୟା ଦୂର କରି ହସ ଫୁଟାଇଛନ୍ତି ନବୀନ

ନବୀନଙ୍କ #5T ଗ୍ୟାରେଣ୍ଟି
କଥାରେ ନୁହେଁ, କାମରେ ବିଶ୍ବାସ
#NabinOdisha #OdishaCares
account_circle
Ama Chinha Sankha Chinha(@sankhachinha) 's Twitter Profile Photo

ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ସବୁବେଳେ କାମ କରନ୍ତି ନବୀନ ବାବୁ। ନବୀନ ନାହିଁ ତ ସ୍ୱାସ୍ଥ୍ୟ କଲ୍ୟାଣ ନାହିଁ। ନବୀନ ନାହିଁ ତ ଲୋକମାନଙ୍କ ପାଇଁ ଉତ୍ତମ ସ୍ୱାସ୍ଥ୍ୟ ସେବାର ସୁବିଧା ନାହିଁ। ନବୀନ ସରକାର ଅଛି, ମାନେ ସବୁ ଠିକ୍ ଅଛି। ଶଙ୍ଖ ଚିହ୍ନରେ ଦୁଇଥର ଭୋଟ୍ ଦିଅନ୍ତୁ।

account_circle
Biju Janata Dal(@bjd_odisha) 's Twitter Profile Photo

ବିକାଶର ସଂକଳ୍ପ ଦୃଢ଼ ହୋଇଛି, ‘ଯୋଡ଼ିଶଙ୍ଖ’ ସ୍ଵରରେ ଦିଗପହଣ୍ଡି ପ୍ରକମ୍ପିତ ହେଉଛି।
ସଂକଳ୍ପ ଆମର, ବିକାଶ ସଭିଙ୍କର


account_circle
Sujeet Kumar 🇮🇳(@SujeetKOfficial) 's Twitter Profile Photo

ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭବାନିପାଟଣା ବ୍ଲକର ବିଭିନ୍ନ ଗ୍ରାମରେ Biju Janata Dal କଳାହାଣ୍ଡି ସାଂସଦ ପ୍ରାର୍ଥୀ ଶ୍ରୀ ଲମ୍ବୋଦର ନିଆଲ ଏବଂ ବିଧାୟକ ପ୍ରାର୍ଥୀ ଶ୍ରୀ ପ୍ରଦୀପ କୁମାର ଦିସାରି ଙ୍କ ସହିତ ନିର୍ବାଚନ ପ୍ରଚାର।

Naveen Patnaik

ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭବାନିପାଟଣା ବ୍ଲକର ବିଭିନ୍ନ ଗ୍ରାମରେ @bjd_odisha କଳାହାଣ୍ଡି ସାଂସଦ ପ୍ରାର୍ଥୀ ଶ୍ରୀ ଲମ୍ବୋଦର ନିଆଲ ଏବଂ ବିଧାୟକ ପ୍ରାର୍ଥୀ ଶ୍ରୀ ପ୍ରଦୀପ କୁମାର ଦିସାରି ଙ୍କ ସହିତ ନିର୍ବାଚନ ପ୍ରଚାର।

@Naveen_Odisha
#ଯୋଡ଼ିଶଙ୍ଖ #JodiShankha #NabinOdisha #Vote4BJD
account_circle
Nabin Odisha Official(@NabinOdishaFan) 's Twitter Profile Photo

ଶଙ୍ଖ ଚିହ୍ନ- ଭରସା ଓ ବିଶ୍ୱାସର ଚିହ୍ନ। ଓଡିଶାର ବିକାଶ ପାଇଁ, ଓଡିଶାବାସୀଙ୍କ ସେବା ପାଇଁ ନବୀନଙ୍କ ୨୧ ଲୋକସଭା ଯୋଦ୍ଧାଙ୍କୁ ଶଙ୍ଖ ଚିହ୍ନ ଚିପି ଦିଅନ୍ତୁ ଜିତାଇ।

account_circle
Nabin Odisha Official(@NabinOdishaFan) 's Twitter Profile Photo

ନବୀନଙ୍କ ନେତୃତ୍ୱ ଓଡ଼ିଶାର ଅର୍ଥନୈତିକ ବିକାଶ କ୍ଷେତ୍ରରେ ଆଣିଛି ବୈପ୍ଲବିକ ପରିବର୍ତ୍ତନ। ପ୍ରଗତିର ଏହି ଧାରାକୁ ବଜାୟ ରଖିବା ପାଇଁ ଆସନ୍ତୁ ସଭିଏଁ ଏକ ନିଷ୍ପତ୍ତି ନେବା, ଯୋଡିଶଙ୍ଖରେ ଭୋଟଦେବା।

account_circle