Odisha Lift Irrigation Corporation Ltd.(@OLICLTD) 's Twitter Profileg
Odisha Lift Irrigation Corporation Ltd.

@OLICLTD

A Govt of Odisha undertaking

ID:1059729284523151360

linkhttp://odishalift.com calendar_today06-11-2018 08:48:45

209 Tweets

1,3K Followers

36 Following

Odisha Lift Irrigation Corporation Ltd.(@OLICLTD) 's Twitter Profile Photo

କଳାହାଣ୍ଡି ଜିଲ୍ଲା ଛେଲିଆମାଲ ଗାଁର ଉଠା ଜଳସେଚନ ପ୍ରକଳ୍ପ,
ଚାଷୀଙ୍କୁ ଦେଇଛି ଉନ୍ନତ ଚାଷ ର ନୂଆ ସୁଯୋଗ ।
ତେଲ ନଦୀରୁ ପାଣି ଉଠି ୫୦ ଏକର ଜମି ହୋଇପାରିଛି ଜଳସେଚିତ,
ଖାଲି ଧାନ ନୁହେଁ ନାନା କିସମର ଚାଷ କରି ଚାଷୀ ଆଜି ବିକଶିତ ।
CMO Odisha Tukuni Sahu Office of Development Commissioner, Odisha Anu Garg OIIPCRA OCCLtd

account_circle
Odisha Lift Irrigation Corporation Ltd.(@OLICLTD) 's Twitter Profile Photo

ଓଡ଼ିଶା ଉଠା ଜଳସେଚନରେ ଜମି କୁ ମିଳିଛି ପାଣି,
କଳାହାଣ୍ଡି ଜିଲ୍ଲା ସଦାପୁର ଗାଁ ର ଚାଷୀ ଲେଖିଛନ୍ତି ପ୍ରଗତିର ନୂଆ କାହାଣୀ ।
ବିନା ସାର ପ୍ରୟୋଗରେ ଏକର ଏକର ଜମିରେ ହସୁଛି କଦଳୀ ଚାଷ ,
ସଫଳ ହୋଇଛି ଚାଷୀ ଆଶୁତୋଷ ଙ୍କ ପ୍ରୟାସ ।
CMO Odisha Tukuni Sahu Office of Development Commissioner, Odisha Anu Garg OIIPCRA OCCLtd

account_circle
Odisha Lift Irrigation Corporation Ltd.(@OLICLTD) 's Twitter Profile Photo

ଉନ୍ନତ କରିଛି ଚାଷୀର ଜୀବନ ,
ଓଡ଼ିଶା ଉଠା ଜଳସେଚନ ।
ଟାଙ୍ଗରା ଭୂମି ଦିଶୁଛି ସବୁଜ,ସୁନ୍ଦର,
ନବରଙ୍ଗପୁର ଜିଲ୍ଲା କୋଦଭଟ୍ଟା ଚାଷୀଙ୍କୁ ମିଳିଛି ଆଜି ଏକ ଉଜ୍ଜ୍ବଳ ଭବିଷ୍ୟତ ସହ ଉତ୍ତମ ରୋଜଗାର ।
CMO Odisha Tukuni Sahu Office of Development Commissioner, Odisha Anu Garg OIIPCRA OCCLtd

account_circle