Deptt. of Water Resources(@OdishaWater) 's Twitter Profile Photo

Lingaraj Gouda, Engineer-in-Chief, Planning & Design, Department of Water Resources(DoWR), joined as a member of Technical Committee LE (LEVEES) of (International Committee on Large Dams).
OIIPCRA Odisha Lift Irrigation Corporation Ltd. OCCLtd Chief Engineer Megalift BBSR

Lingaraj Gouda, Engineer-in-Chief, Planning & Design, Department of Water Resources(DoWR), joined as a member of Technical Committee LE (LEVEES) of #ICOLD (International Committee on Large Dams). #OdishaWater
@OIIPCRA_OCTDMS @OLICLTD @ltd_occ @BbsrChief85271
account_circle
Lok Unnati Sangathan(@LokUnnati) 's Twitter Profile Photo

ଜିଲ୍ଲାବଲାଙ୍ଗୀରବ୍ଲକ ପାଟଣାଗଡପଞ୍ଚାୟତ ମାରୁଆଁ ପଣ୍ଡେରପାଣି ଗ୍ରାମରେ ସୋଲାର ଖରାପ ହୋଇଛି ପାଣି ପାଇଁ ବହୁତ ଅସୁବିଧା ହୋଉଛନ୍ତି ଗ୍ରାମ ବାସି ସରକାରଙ୍କୁ ଅନୁରୋଧ ସେହି ଗ୍ରାମ କୁ ପାଣିର ବ୍ୟବସ୍ଥା କରାଯାଉ

Naveen Patnaik Rural Water Supply and Sanitation, Odisha
SE RWS&S Balangir Deptt. of Water Resources
Panchayati Raj and Drinking Water Department Collector & DM, Balangir

account_circle
JANA JAGARANA MANCHA. Rayagada(@jana_jagarana) 's Twitter Profile Photo

ରାୟଗଡା ରାମନାଗୁଡ଼ା ଭାମୁନି ଗୋପାଳପୁର ରେ ପିଇବାପାଣିର ବହୁତ ଅସୁବିଧା ହୋଉଛି। ସରକାର ଙ୍କୁ ଅନୁରୋଧ ଯେ ପିଇବାପାଣିର ସୁବ୍ୟବସ୍ଥା କଲେ ଆମେ ଉପକୃତ ହବୁ ।

CMO Odisha Rural Water Supply and Sanitation, Odisha Executive Engineer RWSS Ryagada Deptt. of Water Resources
Panchayati Raj and Drinking Water Department Collector & DM, Rayagada
.

account_circle
Lok Unnati Sangathan(@LokUnnati) 's Twitter Profile Photo

ଜିଲ୍ଲା ବଲାଙ୍ଗୀର ,ବ୍ଲକ ଖପ୍ରାଖୋଲ ପାଞ୍ଚୟତ ମାଟିଆଭଟା, ପୁତୁଲାମହୁଲ ଗ୍ରାମ ରେ ପାଣିର ବହୁତ ଅସୁବିଧା ହୋଉଛି। ସରକାର ଙ୍କୁ ଅନୁରୋଧ ସେହି ଗ୍ରାମ କୁ ପାଣିର ବ୍ୟବସ୍ଥା କରାଯାଉ।

Naveen Patnaik Rural Water Supply and Sanitation, Odisha
SE RWS&S Balangir Deptt. of Water Resources
Panchayati Raj and Drinking Water Department Collector & DM, Balangir

account_circle
saroj  chandra  Biswal(@BiswSaroj) 's Twitter Profile Photo

ଜଗତସିଂହପୁର, କୁଜଙ୍ଗ, ତାଳଦଣ୍ଡା ଠାରେ ମହାନଦୀ ରେ ବ୍ୟାରେଜ କାମକରୁଥିବା କମ୍ପାନୀ ବ୍ୟାରେଜ ଆଳରେ ଶହଶହ ଗଛ କାଟି ଚାଲିଛି।ବନ ବିଭାଗକୁ, ପ୍ରଶାସନ କୁ ଅନୁରୋଧ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।
Odisha Forest, Env. and Climate Change Department
Deptt. of Water Resources
ChiefSecyOdisha CMO Odisha
DM_Jagatsinghpur
Revenue & DM Department, Government of Odisha
TAHASIL OFFICE, KUJANG, JAGATSINGHPUR

account_circle
saroj  chandra  Biswal(@BiswSaroj) 's Twitter Profile Photo

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକର ତାଳଦଣ୍ଡା ଗ୍ରାମ ମହାନଦୀ ପଠା ରେ ଥିବା ଖେଳପଡିଆକୁ ସରକାର ୨.୫ଲକ୍ଷ ଖର୍ଚ୍ଚ କରି ଉନ୍ନତି କରିଥିବା ବେଳେ ମହାନଦୀରେ ବ୍ୟାରେଜ କରୁଥିବା କମ୍ପାନୀ ଜବରଦସ୍ତ ତାରବାଡ କରି ମାଡ଼ି ବସିଛି।
CMO Odisha
DM_Jagatsinghpur
Odisha Sports
Panchayati Raj and Drinking Water Department
Deptt. of Water Resources
TAHASIL OFFICE, KUJANG, JAGATSINGHPUR

account_circle
Mahila Sangram Samiti, Sundargarh(@MSSSundargarh) 's Twitter Profile Photo

ସୋଲାରପାଣିପମ୍ପ ଖରାପଅଛି 30ପରିବାର କେବଳ ଗୋଟିଏ ନଳକୂଅରୁ ପାଣିପିଉଛନ୍ତି ଖରାମାସଯୋଗୁ ପାଣିପାଇଁ ହନ୍ତସନ୍ତଗ୍ରାମବାସୀ, ତୁରନ୍ତ ପିଇବାପାଣି ବ୍ୟବସ୍ଥା କରାଯାଉ | ଗ୍ରାମ ଚକ୍ରାମାଲ ବିଛୁଟୁଁଗୁରି ପଞ୍ଚାୟତ ମହୁଲପାଲି ବ୍ଲକ ଟାଙ୍ଗରପାଲି ଜିଲ୍ଲା ସୁନ୍ଦରଗଡ | Panchayati Raj and Drinking Water Department Deptt. of Water Resources CMO Odisha Collector and DM, Sundargarh BDO TANGARPALI

account_circle
Kailashparida(@Kailash98374505) 's Twitter Profile Photo

ସ୍ଥିତି କେବେ ସୁଧୁରିବ, ଅପାରଗ ନା ଅସହାୟ
BMC Deptt. of Water Resources ୱାର୍ଡ଼ ନମ୍ବର ପାଞ୍ଚ ଓ ଦଶ ☘️ ଦୁର୍ଗା ମଣ୍ଡପ 🌺 ମୁଖ୍ୟ କେନ୍ଦ୍ରସ୍ଥଳ
ଅସହ୍ୟ ଦୁର୍ଗନ୍ଧ, ଅତିଶୟ ଓ ସାଙ୍ଘାତିକ ପରିବେଶ
CMO Odisha Naveen Patnaik
MoSarkar 5T Swachh Bharat Urban
Smart Bhubaneswar ଜନପ୍ରତିନିଧି ନିରୁପାୟ
CMO Odisha ChiefSecyOdisha

account_circle
soumyaranjan sahoo(@soumyamsahoo) 's Twitter Profile Photo

ଆଜି ଯାଏଁ ବି ବ୍ଲକ ଅନ୍ତର୍ଗତ ଗ୍ରାମକୁ ସମ୍ପୂର୍ଣ୍ଣ ଭାବରେ ପାନୀୟ ଜଳ ଯୋଗାଣ ହୋଇ ପାରୁନି କାହିଁକି ଜବାବ ଦିଅନ୍ତୁ Panchayati Raj and Drinking Water Department Deptt. of Water Resources BDO ATHAMALLIK Pradeep Jena IAS । ପାଣି ପାଇଁ ଦହକ ବିକଳ ହେଉଛନ୍ତି ଗ୍ରାମବାସୀ ବୃନ୍ଦ। ପାଣି ଟାଙ୍କି ନାମକୁ ମାତ୍ର ପାଣି ବିତରଣ କରୁଛି କାହିଁକି?

account_circle
saroj  chandra  Biswal(@BiswSaroj) 's Twitter Profile Photo

ମହାନଦୀରୁ ପାଣି କମିଲେ ଜଳଜଳ ଦେଖାଯାଉଛି ମୁଳୁଦୁଆ ଠିକ୍ କାମ ହୋଇନାହିଁ ।ଜଗତସିଂହପୁର , କୁଜଙ୍ଗ, ତାଳଦଣ୍ଡା
ଜଳ ସଂପଦ ବିଭାଗର ଦାୟିତ୍ବ ହୀନତା ଯୋଗୁଁ କୁଳଖାଏ । ନିମ୍ନମାନର କାମ ଯୋଗୁଁ ପ୍ରତିବର୍ଷ ପଥର କାମ ହୁଏ । ବନ୍ୟାରେ ପଥର ଖସିବା ନିଶ୍ଚିତ।
Deptt. of Water Resources
Anu Garg
ChiefSecyOdisha
CMO Odisha

ମହାନଦୀରୁ ପାଣି କମିଲେ ଜଳଜଳ ଦେଖାଯାଉଛି ମୁଳୁଦୁଆ ଠିକ୍ କାମ ହୋଇନାହିଁ ।ଜଗତସିଂହପୁର , କୁଜଙ୍ଗ, ତାଳଦଣ୍ଡା
ଜଳ ସଂପଦ ବିଭାଗର ଦାୟିତ୍ବ ହୀନତା ଯୋଗୁଁ କୁଳଖାଏ । ନିମ୍ନମାନର କାମ ଯୋଗୁଁ ପ୍ରତିବର୍ଷ ପଥର କାମ ହୁଏ । ବନ୍ୟାରେ ପଥର ଖସିବା ନିଶ୍ଚିତ।
@OdishaWater 
@_anugarg 
@SecyChief 
@CMO_Odisha
account_circle
Lok Unnati Sangathan(@LokUnnati) 's Twitter Profile Photo

ଜିଲ୍ଲା ବଲାଙ୍ଗୀର ବ୍ଲକ ପାଟଣାଗଡ ପଞ୍ଚାୟତ ମାରୁଆଁ ଝୁଲନବର ଗ୍ରାମ ରେ ବସୁଧାଟାଙ୍କି ଅଛି ହେଲେ ପାଣି ନାହିଁ ପାଣି ପାଇଁ ବହୁତ ଅସୁବିଧା ହୋଉଛନ୍ତି ଗ୍ରାମ ବାସି ସରକାର ଙ୍କୁ ଅନୁରୋଧ ସେହି ଗ୍ରାମ କୁ ପାଣିର ବ୍ୟବସ୍ଥା କରନ୍ତୁ

Naveen Patnaik Rural Water Supply and Sanitation, Odisha
SE RWS&S Balangir Deptt. of Water Resources
Panchayati Raj and Drinking Water Department

account_circle