Vkpandianfanclub(@Vkpandianfancl1) 's Twitter Profileg
Vkpandianfanclub

@Vkpandianfancl1

An Inspiration For All, The futuristic and Visionary Man, in a mission for better Odisha. God For Common Man.

ID:1282169058176057345

linkhttps://www.facebook.com/fanpandian calendar_today12-07-2020 04:25:10

10,7K Tweets

66,8K Followers

2 Following

Vkpandianfanclub(@Vkpandianfancl1) 's Twitter Profile Photo

ଏ ସବୁ ଦେଖି ଆଖି କି ଲୁହ ଆସି ଯାଉଛି, କିପରି ଓଡ଼ିଆ ଅସ୍ମିତା ର ମିଛ ଗାନ ଗାଉଥିବା କିଛି ଟାଉଟର ବାହାର ରାଜ୍ୟ ଲୋକ ଙ୍କ ପାଇଁ ଟେଣ୍ଟ ବାନ୍ଧୁଛନ୍ତି ହାତ ଯୋଡି ତାଙ୍କ ପଛରେ ବୁଲୁଛନ୍ତି I ନିଜ ସ୍ୱାଧୀନ ରେ ଚାଲି ବି ପାରୁ ନାହାନ୍ତି I
Note - ବାହାର ରାଜ୍ୟ ଲୋକ, ଓଡିଶା ଲୋକ ଙ୍କ ଆଗରେ ନୁହଁ I

account_circle
Vkpandianfanclub(@Vkpandianfancl1) 's Twitter Profile Photo

ଏ ଭଲ ପାଇବା ଆପଣ ଙ୍କ ର , ଏ ଭଲ ପାଇବା ଓଡିଶା ର ଏଥିରେ ଜଳିବାର କିଛି ନାହିଁ

ଏ ଭଲ ପାଇବା ଆପଣ ଙ୍କ ର , ଏ ଭଲ ପାଇବା ଓଡିଶା ର ଏଥିରେ ଜଳିବାର କିଛି ନାହିଁ
account_circle
Vkpandianfanclub(@Vkpandianfancl1) 's Twitter Profile Photo

ହଁ ଭାଇ ଆମେ ତ ଓଡ଼ିଆ ଙ୍କ ଗୁମାସ୍ତା , ଆମ ବାବୁ ଓଡ଼ିଆ ତମେ କାହାର ଗୁମାସ୍ତା ଟିକିଏ କୁହ, ଓଡିଶା ବାହାର ଲୋକ ଙ୍କ ର I ତମ ବାବୁ କିଏ ଓଡ଼ିଆ ନା ଆଉ କିଏ ?? ଆଉ ତମେ କହିବା ଓଡ଼ିଆ ଅସ୍ମିତା , ଯିଏ ଓଡ଼ିଆ ଅଂକୁ ୧୪ ନୁଁମ୍ବର ଲିଷ୍ଟ ରେ ରଖେ I

account_circle
Vkpandianfanclub(@Vkpandianfancl1) 's Twitter Profile Photo

ଓଡ଼ିଆ ଅସ୍ମିତା ର ବାଜା ପିଟୁ ଥିବା ଲୋକେ ତମ ଷ୍ଟାର ପ୍ରଚାରକ ତାଲିକା ରେ ଓଡ଼ିଆ ଲୋକ 10 ରୁ ଷ୍ଟାର୍ଟ . ଏ ହଉଚି ତମ ଓଡ଼ିଆ ଅସ୍ମିତା ଏ ହଉଚି ତମ ଅସଲ ଚେହେରା. ଆଜି ଠୁ 10 ଆଗକୁ କେତେ ??

account_circle