DURGASHISH
@durgashish
Executive Editor, Argus News
ID:278935610
08-04-2011 07:54:54
2,3K Tweets
5,5K Followers
1,1K Following
#ଭାତ_ଲୁଣ_ଖାଇ_ଖାଇ_ଝିଅ_ମରିଗଲା !
ନଗଡା ତଳଡିହ ରଇବାରିର ଗୁରୁବାରୀ ମାଉସୀର ଦୟନୀୟ କାହାଣୀ । ଅପପୁଷ୍ଟିରେ ଯାଇଛି ଗୁରୁବାରୀଙ୍କ ଝିଅର ଜୀବନ ।
CMO Odisha Governor Odisha Pranab Prakash Das Pranab Balabantaray Pritiranjan Gharai PRAMILA MALIK 🇮🇳
ଖଣି ଓ ଶିଳ୍ପରେ ସମୃଦ୍ଧ ଯାଜପୁର । କିନ୍ତୁ ଦଶନ୍ଧି ଦଶନ୍ଧି ଧରି ଅପପୁଷ୍ଟି ଓ ରକ୍ତହୀନତା ସହ ଲଢୁଛନ୍ତି ନଗଡାର ଆଦିବାସୀ । କେବେ ଚାକୁଣ୍ଡା ଶାଗ ତ କେବେ ଜଙ୍ଗଲୀ ଆଳୁ ଖାଇ ବଞ୍ଚୁଛନ୍ତି ଏମାନେ ।
CMO Odisha Governor Odisha Pranab Prakash Das Pranab Balabantaray Pritiranjan Gharai PRAMILA MALIK 🇮🇳
#ଚର୍ଚ୍ଚାରେ_ଡକ୍ଟର_ନାରାୟଣୀ_ପଣ୍ଡା
ସମ୍ବଲପୁର: ଡାକ୍ତର ତଥା ସମାଜସେବୀ ନାରାୟଣୀ ପଣ୍ଡା ପୁଣି ଥରେ ତାଙ୍କର ବଦାନ୍ୟତା ପାଇଁ ଚର୍ଚ୍ଚାରେ। ପୂର୍ବରୁ ସେ ବହୁ ଶିକ୍ଷାନୁଷ୍ଠାନକୁ ଲକ୍ଷାଧିକ ଟଙ୍କା ସହାୟତା କରିଥିବାବେଳେ ଏବେ ସେ ନିଜ ବାସଭବନଟିକୁ ମଧ୍ୟ ଦାନ କରି ଦେିଛନ୍ତି ।
#Sambalpur #Odisha
#କୋବି_ଚାଷ_କରି_ଚିନ୍ତାରେ_ଚାଷୀ
କେଉଁଠି କ୍ଷେତରେ ପଡ଼ି ନଷ୍ଟ ହେଉଛି ତ ଆଉକେଉଁଠି ଗାଈ ଖାଉଛନ୍ତି ଫୁଲ କୋବି । ଶୀତଳ ଭଣ୍ଡାରର ଅଭାବ ଏବଂ ଚାହିଦା ନଥିବାରୁ ଚାଷୀ ଆଖିରେ ଲୁହ । ରାଜ୍ୟ ସରକାରଙ୍କ ଉଦାସୀନତା ପାଇଁ ଚାଷୀ ହେଉଛି ହନ୍ତସନ୍ତ ।
#Odisha #FarmerProblem
Congratulations Rutaparna Panda and Swetaparna for wining Cameroon International 2023. Badminton India Odisha Sports
Trouble mounts for senior BJD MLA Srikanta Sahu as woman BJD leader Sanjukta Mahala, who had earlier brought physical and mental harassment allegations against the lawmaker, moves Orissa High Court seeking justice
#Odisha Srikanta Sahu #harassment
India win the Asian Champions Trophy 2023 Final; defeat Malaysia by 4-3 #AsianChampionsTrophy Hockey India Dilip Kumar Tirkey
Congratulations Rutaparna & Swetaparna for wining gold medal in Women’s Doubles at the BWF Tajikistan International Series 2023 Rutaparna Panda Badminton India Odisha Sports