Bada Khabar(@badakhabarnews) 's Twitter Profile Photo

କଟକ-ବାରବାଟୀ ନିର୍ବାଚନ ମଣ୍ଡଳୀରେ ପ୍ରଚାର ମଇଦାନକୁ ଓହ୍ଲାଇଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ ସୋଫିଆ ଫିର୍ଦୋଶ Sofia Firdous

account_circle
Utkal Kranti(@Utkalkranti) 's Twitter Profile Photo

କାଳବୈଶାଖୀ ପ୍ରଭାବରେ ହଠାତ ପାଗରେ ପରିବର୍ତ୍ତନ । କଟକରେ ଆଶ୍ବସ୍ତିକର ବର୍ଷା

account_circle
Santrupt Misra(@DrSantruptMisra) 's Twitter Profile Photo

Alongside Cuttack Sadar MLA Candidate, Chandra Sarathi Behera, I went on a tremendous rally from Balarampur to Nemala. The entire experience was exceptionally uplifting, thanks to the warm and heartfelt reception from everyone we met along the way!

#santrupt4cuttack
account_circle
Santrupt Misra(@DrSantruptMisra) 's Twitter Profile Photo

ଆଠଗଡ଼ ବିଧାନସଭା ପ୍ରାର୍ଥୀ ରୂପେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ତାଙ୍କ ନାମାଙ୍କନ ପତ୍ର ଦାଖଲ କଲେ। ଏଥର ସ୍ଥାନୀୟ ଅଞ୍ଚଳର ବିକାଶ ଓ ଲୋକମାନଙ୍କ ଉନ୍ନତି ପାଇଁ ସେବା କରିବା ସେ ଜାରି ରଖିବେ।

account_circle
OTV(@otvnews) 's Twitter Profile Photo

Brainstorming over Congress candidate from Barabati-Cuttack; Mohammed Moquim holds meeting with party workers, daughter Sofia Firdous present in meeting; decision taken by local leaders to send proposal to party leadership to make Sofia Firdous candidate for Barabati-Cuttack

Kanak News(@kanak_news) 's Twitter Profile Photo

କଟକରେ ହଠାତ ବଦଳିଗଲା ପାଣିପାଗ । କଟକରେ କାଳବୈଶାଖୀ ପ୍ରଭାବରେ ବର୍ଷା । ଝିପିଝିପି ବର୍ଷା ସହ ବହିବାର ଲାଗିଛି ପବନ ।

#କଟକରେ_କାଳବୈଶାଖୀ 
କଟକରେ ହଠାତ ବଦଳିଗଲା ପାଣିପାଗ । କଟକରେ କାଳବୈଶାଖୀ ପ୍ରଭାବରେ ବର୍ଷା । ଝିପିଝିପି ବର୍ଷା ସହ ବହିବାର ଲାଗିଛି ପବନ । 
#Cuttack #Rain
account_circle
ଓଟିଭି(@otvkhabar) 's Twitter Profile Photo

-କଟକ: ହାଇଭୋଲଟେଜ୍‌ରୁ ପୋଡ଼ିଗଲା ବିଦ୍ୟୁତ ସରଞ୍ଜାମ
-୩୦ରୁ ଅଧିକ ପରିବାରଙ୍କ ଟିଭି, ଫ୍ରିଜ, ଫ୍ୟାନ୍ ଆଦି ପୋଡ଼ିଗଲା
-ଗୋପାଳପୁର ମାଷ୍ଟର କଲୋନୀରେ ପୋଡ଼ିଗଲା ବିଦ୍ୟୁତ ସରଞ୍ଜାମ

#Cuttack #HighVoltage
account_circle
ଓଟିଭି(@otvkhabar) 's Twitter Profile Photo

?
କାଳବୈଶାଖୀ ଯୋଗୁଁ ହଠାତ୍ ମାଡ଼ି ଆସିଲା ପବନ। ଉପୁଡିଲା ବିରାଟକାୟ ଗଛ। କାର୍ ଉପରେ ପଡିଲା। ଏକ ବଡ଼ ଧରଣର ଅଘଟଣରୁ ବର୍ତ୍ତିଗଲେ ୫ଜଣ। କଟକ ବାରଙ୍ଗ ଗୋଡ଼ିସାହିରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ।

account_circle
News18 Odia(@News18Odia) 's Twitter Profile Photo

କାଳବୈଶାଖୀ ପ୍ରଭାବରେ ହଠାତ ପାଗରେ ପରିବର୍ତ୍ତନ । କଟକରେ ଆଶ୍ବସ୍ତିକର ବର୍ଷା

account_circle
Odisha Youth Congress(@IYCOdisha) 's Twitter Profile Photo

Barabati Cuttack Candidate Sofia Firdous took a meeting of Congress workers in Ward No 26.

The blessings candidate is receiving during campaign, it has been decided that the Congress party is winning with an overwhelming majority.

Barabati Cuttack Candidate @sofiafirdous1 took a meeting of Congress workers in Ward No 26.