ପ୍ରତୀକ(@Prateek_Odisha) 's Twitter Profile Photo

ଗତକାଲି ମହାପ୍ରଭୁ ଶ୍ରୀ ଶ୍ରୀଲିଙ୍ଗରାଜଙ୍କ ସ୍ଵର୍ଣାଦ୍ରୀ ବିଜେର କିଛି ଦୃଶ୍ୟ।
Glimpses of lord Shree Lingaraja on Swarnadri bije.

ଗତକାଲି ମହାପ୍ରଭୁ ଶ୍ରୀ ଶ୍ରୀଲିଙ୍ଗରାଜଙ୍କ ସ୍ଵର୍ଣାଦ୍ରୀ ବିଜେର କିଛି ଦୃଶ୍ୟ।
Glimpses of lord Shree Lingaraja on Swarnadri bije.

#Theincredibleoldtown
#RukunaRathaJatra
account_circle
ପ୍ରତୀକ(@Prateek_Odisha) 's Twitter Profile Photo

ଆଜି ସ୍ୱର୍ଣାଦ୍ରୀ ବିଜେ କରିବେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜ।
ଆସନ୍ତୁ ଜାଣିବା ରୁକୁଣା ରଥଯାତ୍ରା ବିଷୟରେ (ଏକାମ୍ର ପୁରାଣ ଅନୁସାରେ )।

The king of all Lingams TriBhuvaneswara , Shree Shree Lingaraja Mahaprabhu.
Go down this thread/ ତଳକୁ ଚାଲନ୍ତୁ ।

(1/n)

#RukunaRathajatra
account_circle
Ashutosh Parida ଆଶୁତୋଷ ପରିଡ଼ା 🇮🇳(@Ashutos_Parida) 's Twitter Profile Photo

ପବିତ୍ର ଅଶୋକାଷ୍ଟମୀ ତଥା ମହାପ୍ରଭୁ ଶ୍ରୀଲିଙ୍ଗରାଜ ଙ୍କ ରୁକୁଣା ରଥଯାତ୍ରା ଉପଲକ୍ଷେ ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା 🎉🎉🎊🎊

ପବିତ୍ର ଅଶୋକାଷ୍ଟମୀ ତଥା ମହାପ୍ରଭୁ ଶ୍ରୀଲିଙ୍ଗରାଜ ଙ୍କ ରୁକୁଣା ରଥଯାତ୍ରା ଉପଲକ୍ଷେ ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା 🎉🎉🎊🎊

#Ashokastami #RukunaRathaJatra
account_circle
New Delhi Odia Samaj(@NewSamaj) 's Twitter Profile Photo

~ ପବିତ୍ର ଅଶୋକାଷ୍ଟମୀ ତଥା ଏକାମ୍ରେଶ୍ଵର ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ~ 🙏🌸

~ ପବିତ୍ର ଅଶୋକାଷ୍ଟମୀ ତଥା ଏକାମ୍ରେଶ୍ଵର ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ~ 🙏🌸

#Ashokastami #RukunaRathajatra #SriLingaraj #LingarajTemple #OdiaFestival #OdiaCulture #OdiaTradition #OdiaSamaj #OdishaParba
account_circle
Prasanna Kumar Nayak (Modi Ka Parivar )(@prasannabjym) 's Twitter Profile Photo

ପବିତ୍ର ଅଶୋକାଷ୍ଟମୀ ତଥା ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ।

ପବିତ୍ର ଅଶୋକାଷ୍ଟମୀ ତଥା ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । 
#RukunaRathajatra
account_circle
Dillip Nayak(@DillipNayakDN) 's Twitter Profile Photo

ପବିତ୍ର ଅଶୋକାଷ୍ଟମୀ ଓ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା।

ପବିତ୍ର ଅଶୋକାଷ୍ଟମୀ ଓ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା। #ରୁକୁଣାରଥଯାତ୍ରା  #RukunaRathaJatra
account_circle
Oneindiaodia News(@Oneindia_odia) 's Twitter Profile Photo

ଏଇଥିରେ ବନ୍ଧା ହେଇ ଟଣାହେବ ରୁକୁଣା ରଥ
ରାମେଶ୍ୱର ମନ୍ଦିର ଯିବେ ପ୍ରଭୁ ଲିଙ୍ଗରାଜ

ଏଇଥିରେ ବନ୍ଧା ହେଇ ଟଣାହେବ ରୁକୁଣା ରଥ 
 ରାମେଶ୍ୱର ମନ୍ଦିର ଯିବେ ପ୍ରଭୁ ଲିଙ୍ଗରାଜ 
#Oneindiaodia  #RukunaRathaJatra #Bhubaneswar
account_circle
Life and Time Odisha(@lifetimeodisha) 's Twitter Profile Photo

ଆଜି ଶ୍ରୀଲିଙ୍ଗରାଜଙ୍କ ବାହୁଡ଼ା ଯାତ୍ରା । ଅଣଲେଉଟା ରଥରେ ବିରାଜ ମାନ ହେଇ ମନ୍ଦିର ଅଭିମୁଖେ ବାହୁଡୁଛନ୍ତି ମହାପ୍ରଭୁ ଲିଙ୍ଗରାଜ ।

account_circle
Life and Time Odisha(@lifetimeodisha) 's Twitter Profile Photo

ରଥରେ ବିରାଜମାନ କରିଛନ୍ତି ପ୍ରଭୁ ଲିଙ୍ଗରାଜ, ଦେବୀ ରୁକ୍ମିଣୀ ଓ ପ୍ରଭୁ ବାସୁଦେବ । ସାରଥୀ ସାଜି ସ୍ବୟଂ ବ୍ରହ୍ମା କରିଛନ୍ତି ରଥ ଚାଳନା । ଚଳିତ ବର୍ଷ କରୋନା କଟକଣା ପାଇଁ ବିନା ଭକ୍ତରେ ହେଇଛି ଶ୍ରୀ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା ।

Jatra

account_circle