Mantu bemal ⭐(@MantuBemal) 's Twitter Profile Photo

🛕श्री राम जन्मभूमि अयोध्या में संत रामपाल जी महाराज जी के सानिध्य में चल रहे भंडारे में के से आए लोगों के विचार। यह भंडारा25फरवरी से26मार्च तक चौबीसों घंटे चलेगा

account_circle
The Politics Odia(@ThePolitics13) 's Twitter Profile Photo

🔥ପଚାରୁଛି ଓଡ଼ିଶା 🔥
ମେଣ୍ଟ ତ ହେବ-ଅଲବତ୍ ହେବ, କର୍ମୀଙ୍କୁ କହିବ କିଏ । ନେତାଙ୍କୁ କର୍ମୀଙ୍କ ତାଗିଦ୍, ମେଣ୍ଟ ନହେବା ଦରକାର I bjpalliance

account_circle
The Politics Odia(@ThePolitics13) 's Twitter Profile Photo

ମୟୁରଭଞ୍ଜ ସଂସଦୀୟ କ୍ଷେତ୍ର ବିଜେପି ଭାଗରେ ପଡିପାରେ। ବିଜେପି ଓ ବିଜେଡି କରିଡରରେ ବୁଲୁଛି ମେଣ୍ଟ ତାଲିକା । I 'EXPOSED: Secret BJD-BJP Seat List LEAKED! bjpalliance

account_circle
The Politics Odia(@ThePolitics13) 's Twitter Profile Photo

ଢେଙ୍କାନାଳ ସଂସଦୀୟ କ୍ଷେତ୍ର ଓ ବିଧାନସଭା କ୍ଷେତ୍ର କାହା ଭାଗରେ ପଡୁଛି ଦେଖନ୍ତୁ । ବିଜେପି ଓ ବିଜେଡି କରିଡରରେ ବୁଲୁଛି ମେଣ୍ଟ ତାଲିକା । I 'EXPOSED: Secret BJD-BJP Seat List LEAKED! bjpalliance

account_circle
The Politics Odia(@ThePolitics13) 's Twitter Profile Photo

🔥ପଚାରୁଛି ଓଡ଼ିଶା 📷'Unleashing Optimism: BJD's Bold Move without BJP Alliance | Patnaik's Popularity Soars with Welfare Schemes!' bjpalliance

account_circle
DAILY Odisha(@DailyOdishaNews) 's Twitter Profile Photo

ପାଳଲହଡାରେ ବିଜେପିର ଜନଜାଗରଣ ଯାତ୍ରା । ଆଚାର୍ଯ୍ୟଙ୍କ ନେତୃତ୍ୱ ରେ ବିଜେପି କର୍ମୀ ବୁଲିଲେ 26ଟି ପଂଚାୟତ BJP News

account_circle
DAILY Odisha(@DailyOdishaNews) 's Twitter Profile Photo

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ପ୍ରଶ୍ନ ବାଣ । ଦଶ ବର୍ଷରେ ଅନୁଗୁଳ-ଢେଙ୍କାନାଳ ପାଇଁ କରିଛ କଣ ! TargestsDharmendra

account_circle
DAILY Odisha(@DailyOdishaNews) 's Twitter Profile Photo

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ପ୍ରଶ୍ନ - ଦକ୍ଷତା ବିକାଶରେ ଅନୁଗୁଳବାସୀଙ୍କୁ କେତେ ନିଯୁକ୍ତି ଦେଇଛ ! TargestsDharmendra

account_circle
ଓଟିଭି(@otvkhabar) 's Twitter Profile Photo

କାନ୍ଧ ନ ମିଳିବାରୁ ଟ୍ରଲିରେ ବୁହା ହୋଇ ଶ୍ମଶାନକୁ ଗଲା ବୃଦ୍ଧାଙ୍କ ଶବ। ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ଘଟିଛି ଏଭଳି ଘଟଣା।

account_circle
Mobile News 24x7 Odia(@24x7Odia) 's Twitter Profile Photo

New Post: ମେଡିକାଲ କ୍ଷେତ୍ରରେ କ୍ୟାରିୟର କରିବାକୁ ଇଚ୍ଛୁକ ଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର

24x7

New Post: ମେଡିକାଲ କ୍ଷେତ୍ରରେ କ୍ୟାରିୟର କରିବାକୁ ଇଚ୍ଛୁକ ଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର 

#odianews #mobilenews #mobilenews24x7
account_circle
Abhiram Mahakul(@abhiram_mahakul) 's Twitter Profile Photo

ଓଡ଼ିଆ ସାମ୍ବାଦିକତା ଦିବସ ଉପଲକ୍ଷେ ସମସ୍ତ ସାମ୍ବାଦିକ ବନ୍ଧୁ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ।
ଓଡ଼ିଆ ସାମ୍ବାଦିକତାକୁ ସମୃଦ୍ଧ କରିଥିବା ପ୍ରତିଟି ବ୍ୟକ୍ତିଙ୍କ ଅବଦାନକୁ ସ୍ମରଣ କରି ସତ୍ୟ ଓ ନିରପେକ୍ଷ ସମ୍ବାଦ ପରିବେଷଣ କରି ଜନ ସାଧାରଣ ଙ୍କ ସ୍ୱର ସାଜି ଥିବା ସମସ୍ତ ସାମ୍ବାଦିକ ଙ୍କୁ କୃତଜ୍ଞତା।।

#OdiaNews
account_circle
KancchaLannka(@KancchaLannka) 's Twitter Profile Photo

ଓଡ଼ିଶାର ବରିଷ୍ଠ ଓ ଲୋକପ୍ରିୟ ସାମ୍ବାଦିକ ମନୋରଞ୍ଜନ ମିଶ୍ରଙ୍କ ନୂଆ ଶୋ 'News Room' ଏବେ Kanccha Lannka App ରେ

App

news
channel

ଓଡ଼ିଶାର ବରିଷ୍ଠ ଓ ଲୋକପ୍ରିୟ ସାମ୍ବାଦିକ ମନୋରଞ୍ଜନ ମିଶ୍ରଙ୍କ ନୂଆ ଶୋ 'News Room' ଏବେ Kanccha Lannka App ରେ 

#kancchaLannka #ottplatform
#kancchaLannkaApp #odiaottplatform
#newsroom #manoranjanmishralive
#kanaknews
#nithingadkari
#newslive #odishanews
#odianewschannel
#odianews
#odisha
account_circle
The Politics Odia(@ThePolitics13) 's Twitter Profile Photo

📷ପଚାରୁଛି ଓଡ଼ିଶା 📷
ପାଣ୍ଡିଆନଙ୍କ ମହାନତାକୁ କେବେ ଭୁଲି ନଯାଉ ବିଜେପି । ଦେଶର ସ୍ବାର୍ଥ ପାଇଁ ଏକାଠି ହେବେ ବିଜେଡି-ବିଜେପି I ଆଜି ରାତି ୯ଟା ୪୫ରେ bjpalliance

📷ପଚାରୁଛି ଓଡ଼ିଶା 📷
ପାଣ୍ଡିଆନଙ୍କ ମହାନତାକୁ କେବେ ଭୁଲି ନଯାଉ ବିଜେପି । ଦେଶର ସ୍ବାର୍ଥ ପାଇଁ ଏକାଠି ହେବେ ବିଜେଡି-ବିଜେପି I ଆଜି ରାତି ୯ଟା ୪୫ରେ #PacharuchhiOdisha #ThePolitics #PocketNewsGroup #Odisha #india #OdiaNews #bjd #BJPOdisha #bjdbjpalliance #VKPandian #NaveenPatnaik #NarendraModi
account_circle