CMO Odisha(@CMO_Odisha) 's Twitter Profile Photo

ବିଧାନସଭାରେ ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି। ଏଥିରେ ବିଭିନ୍ନ ଜନହିତକର ଯୋଜନା ପାଇଁ ₹୨୮,୨୦୦ କୋଟିର ଅତିରିକ୍ତ ବ୍ୟୟବରାଦ କରାଯାଇଛି।

ବିଧାନସଭାରେ ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି। ଏଥିରେ ବିଭିନ୍ନ ଜନହିତକର ଯୋଜନା ପାଇଁ ₹୨୮,୨୦୦ କୋଟିର ଅତିରିକ୍ତ ବ୍ୟୟବରାଦ କରାଯାଇଛି। #OdishaBudget
account_circle
CMO Odisha(@CMO_Odisha) 's Twitter Profile Photo

ଜନସାଧାରଣଙ୍କୁ ଉତ୍ତମ ସୁବିଧା ଯୋଗାଇବା ପାଇଁ ରାଜ୍ୟ ସରକାର ଅତିରିକ୍ତ ବଜେଟରେ ବିଭିନ୍ନ ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି। ‘ଆମ ଓଡ଼ିଶା ନବୀନ ଓଡ଼ିଶା’, ‘ଲକ୍ଷ୍ମୀ’ ଏବଂ ‘ଓଡ଼ିଶା ମେଟ୍ରୋ ରେଳ ପରିବହନ’ ପରି ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ସ୍ଵତନ୍ତ୍ର ଅର୍ଥ ବ୍ୟୟବରାଦ ହୋଇଛି।

ଜନସାଧାରଣଙ୍କୁ ଉତ୍ତମ ସୁବିଧା ଯୋଗାଇବା ପାଇଁ ରାଜ୍ୟ ସରକାର ଅତିରିକ୍ତ ବଜେଟରେ ବିଭିନ୍ନ ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି। ‘ଆମ ଓଡ଼ିଶା ନବୀନ ଓଡ଼ିଶା’, ‘ଲକ୍ଷ୍ମୀ’ ଏବଂ ‘ଓଡ଼ିଶା ମେଟ୍ରୋ ରେଳ ପରିବହନ’ ପରି ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ସ୍ଵତନ୍ତ୍ର ଅର୍ଥ ବ୍ୟୟବରାଦ ହୋଇଛି। #OdishaBudget
account_circle
Naveenism(@NaveenismOdisha) 's Twitter Profile Photo

ରାଜ୍ୟ କ୍ରୀଡା ବିକାଶକ୍ଷେତ୍ରରେ ନୂଆ ଫର୍ଦ୍ଦ ଯୋଡିବ ଶ୍ରୀଜଗନ୍ନାଥ ଷ୍ଟାଡିଅମ

ରାଜ୍ୟ କ୍ରୀଡା ବିକାଶକ୍ଷେତ୍ରରେ ନୂଆ ଫର୍ଦ୍ଦ ଯୋଡିବ ଶ୍ରୀଜଗନ୍ନାଥ ଷ୍ଟାଡିଅମ 

#OdishaBudget #PuniThareNaveen #NaveenOdisha #OdishaOnTheMove #Vote4BJD #BJDForOdisha
account_circle
Kanak News(@kanak_news) 's Twitter Profile Photo

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୫୫ ହଜାର କୋଟିର ବଜେଟ । ନିର୍ବାଚନ ପାଇଁ କାମଚଳା ବଜେଟର ପରିମାଣ ରହିଛି ୧ ଲକ୍ଷ ୧୮ ହଜାର କୋଟି । ଜାଣନ୍ତୁ କେଉଁ ବିଭାଗକୁ ମିଳିଛି କେତେ? Budget Assembly

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୫୫ ହଜାର କୋଟିର ବଜେଟ । ନିର୍ବାଚନ ପାଇଁ କାମଚଳା ବଜେଟର ପରିମାଣ ରହିଛି ୧ ଲକ୍ଷ ୧୮ ହଜାର କୋଟି । ଜାଣନ୍ତୁ କେଉଁ ବିଭାଗକୁ ମିଳିଛି କେତେ?  #KanakNews #Odisha #OdishaBudget #OdishaAssembly #BikramKeshariArukha
account_circle
ଓଟିଭି(@otvkhabar) 's Twitter Profile Photo

ରାଜ୍ୟ ବଜେଟକୁ ନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ପ୍ରତିକ୍ରିୟା...

account_circle