breaking times(@newsplusmpcg) 's Twitter Profile Photo

ओडिशाः बीजू जनता दल (BJD) में शामिल होने के कुछ घंटों बाद ही संतरूप मिश्रा को बनाया गया पार्टी का राष्ट्रीय प्रवक्ता
VC: ©X/ANI

Budget

account_circle
CMO Odisha(@CMO_Odisha) 's Twitter Profile Photo

ବିଧାନସଭାରେ ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି। ଏଥିରେ ବିଭିନ୍ନ ଜନହିତକର ଯୋଜନା ପାଇଁ ₹୨୮,୨୦୦ କୋଟିର ଅତିରିକ୍ତ ବ୍ୟୟବରାଦ କରାଯାଇଛି।

ବିଧାନସଭାରେ ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି। ଏଥିରେ ବିଭିନ୍ନ ଜନହିତକର ଯୋଜନା ପାଇଁ ₹୨୮,୨୦୦ କୋଟିର ଅତିରିକ୍ତ ବ୍ୟୟବରାଦ କରାଯାଇଛି। #OdishaBudget
account_circle
CMO Odisha(@CMO_Odisha) 's Twitter Profile Photo

ଜନସାଧାରଣଙ୍କୁ ଉତ୍ତମ ସୁବିଧା ଯୋଗାଇବା ପାଇଁ ରାଜ୍ୟ ସରକାର ଅତିରିକ୍ତ ବଜେଟରେ ବିଭିନ୍ନ ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି। ‘ଆମ ଓଡ଼ିଶା ନବୀନ ଓଡ଼ିଶା’, ‘ଲକ୍ଷ୍ମୀ’ ଏବଂ ‘ଓଡ଼ିଶା ମେଟ୍ରୋ ରେଳ ପରିବହନ’ ପରି ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ସ୍ଵତନ୍ତ୍ର ଅର୍ଥ ବ୍ୟୟବରାଦ ହୋଇଛି।

ଜନସାଧାରଣଙ୍କୁ ଉତ୍ତମ ସୁବିଧା ଯୋଗାଇବା ପାଇଁ ରାଜ୍ୟ ସରକାର ଅତିରିକ୍ତ ବଜେଟରେ ବିଭିନ୍ନ ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି। ‘ଆମ ଓଡ଼ିଶା ନବୀନ ଓଡ଼ିଶା’, ‘ଲକ୍ଷ୍ମୀ’ ଏବଂ ‘ଓଡ଼ିଶା ମେଟ୍ରୋ ରେଳ ପରିବହନ’ ପରି ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ସ୍ଵତନ୍ତ୍ର ଅର୍ଥ ବ୍ୟୟବରାଦ ହୋଇଛି। #OdishaBudget
account_circle
ଓଟିଭି(@otvkhabar) 's Twitter Profile Photo

ରାଜ୍ୟ ବଜେଟକୁ ନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ପ୍ରତିକ୍ରିୟା...

account_circle
DD News Odia(@DDNewsOdia) 's Twitter Profile Photo

ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୨୦୨୪-୨୫ ଆର୍ଥିକ ବର୍ଷର ୪ ମାସ ପାଇଁ ଖର୍ଚ୍ଚ ବାବଦକୁ ୧ ଲକ୍ଷ ୧୮ ହଜାର କୋଟି ଟଙ୍କାର ଲେଖାନୁଦାନ ବା କାମଚଳା ବଜେଟ ଆଗତ କରିଛନ୍ତି । ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ପୂର୍ଣ୍ଣାଙ୍ଗ ବଜେଟ ପରିବର୍ତ୍ତେ କେବଳ ୪ ମାସ ପାଇଁ କାମଚଳା ବଜେଟ ଆଣିଛନ୍ତି

account_circle
Prasanta Biswal ପ୍ରଶାନ୍ତ ବିଶ୍ୱାଳ(@prasantabiswal) 's Twitter Profile Photo

Mining royalty expected to contribute 86.2% of total Non-tax revenue of Odisha in FY 23-24. Not healthy for any state to have this much dependency on one sector! We need to significantly improve other sources like tourism, Agri, Manufacturing etc.

Mining royalty expected to contribute 86.2% of total Non-tax revenue of Odisha in FY 23-24. Not healthy for any state to have this much dependency on one sector! We need to significantly improve other sources like tourism, Agri, Manufacturing etc. #OdishaBudget
account_circle
Naveenism(@NaveenismOdisha) 's Twitter Profile Photo

ରାଜ୍ୟ କ୍ରୀଡା ବିକାଶକ୍ଷେତ୍ରରେ ନୂଆ ଫର୍ଦ୍ଦ ଯୋଡିବ ଶ୍ରୀଜଗନ୍ନାଥ ଷ୍ଟାଡିଅମ

ରାଜ୍ୟ କ୍ରୀଡା ବିକାଶକ୍ଷେତ୍ରରେ ନୂଆ ଫର୍ଦ୍ଦ ଯୋଡିବ ଶ୍ରୀଜଗନ୍ନାଥ ଷ୍ଟାଡିଅମ 

#OdishaBudget #PuniThareNaveen #NaveenOdisha #OdishaOnTheMove #Vote4BJD #BJDForOdisha
account_circle
Prameya News7(@NEWS7Odia) 's Twitter Profile Photo

୪ ମାସ ପାଇଁ ବଜେଟ ଆକଳନ ରହିଛି ୧ଲକ୍ଷ ୧୮ହଜାର କୋଟି || The budget estimate for 4 months is 1,18, 000 crores

account_circle
Kanak News(@kanak_news) 's Twitter Profile Photo

...
ଗୃହରେ ଉପସ୍ଥାପିତ ହେଲା କାମଚଳା ବଜେଟ... କେଉଁ ବିଭାଗକୁ ମିଳିଲା କେତେ? ଜାଣନ୍ତୁ... Budget Assembly

account_circle
ଓଟିଭି(@otvkhabar) 's Twitter Profile Photo

ସାଧାରଣ ନିର୍ବାଚନ ପୂର୍ବରୁ ସବୁ ବର୍ଗକୁ ଆକୃଷ୍ଟ କରିବାକୁ ରାଜ୍ୟ ବଜେଟ୍‌ରେ ପ୍ରୟାସ

account_circle
Department of WCD, Government of Odisha(@WCDOdisha) 's Twitter Profile Photo

Delighted to unveil the visionary Budget 2024 for the Women and Child Development Department, Government of Odisha. Committed to nurturing, protecting, and empowering every woman and child in our state.

account_circle
Paharaa(@Paharaa24x7) 's Twitter Profile Photo

ପଶ୍ଚିମ୍ ଓଡ଼ିଶା ଲାଗି 2023-24 ବଜେଟ୍ ନେ କାଣା କାଣା ଅଛେ?

youtu.be/PxSOuAg4oZY
NEws Budget Budget2023

ପଶ୍ଚିମ୍ ଓଡ଼ିଶା ଲାଗି 2023-24 ବଜେଟ୍ ନେ କାଣା କାଣା ଅଛେ? 

youtu.be/PxSOuAg4oZY
#Odisha #News #OdishaNEws #OdishaBudget #OdishaBudget2023 #Budget #WesternOdisha #WODC #SambalpuriNews
account_circle