Sustha Odisha(@sustha_odisha) 's Twitter Profile Photo

ବଲାଙ୍ଗିରବାସୀଙ୍କ ପାଇଁ
ସୁନିଶ୍ଚିତ ହୋଇଛି ସହଜ, ସୁଲଭ ଓ ଗୁଣାତ୍ମକ ଚିକିତ୍ସାସେବା
ଭୀମ ଭୋଇ ମେଡିକାଲ କଲେଜ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କୁ ଦେଇଛି ନୂଆ ଭରସା

ନବୀନଙ୍କ 5T ଗ୍ୟାରେଣ୍ଟି
କଥାରେ ନୁହେଁ, କାମରେ ବିଶ୍ୱାସ

ବଲାଙ୍ଗିରବାସୀଙ୍କ ପାଇଁ 
ସୁନିଶ୍ଚିତ ହୋଇଛି ସହଜ, ସୁଲଭ ଓ ଗୁଣାତ୍ମକ ଚିକିତ୍ସାସେବା #SusthaOdisha
ଭୀମ ଭୋଇ ମେଡିକାଲ କଲେଜ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କୁ ଦେଇଛି ନୂଆ ଭରସା

ନବୀନଙ୍କ 5T ଗ୍ୟାରେଣ୍ଟି
କଥାରେ ନୁହେଁ, କାମରେ ବିଶ୍ୱାସ
#OdishaOnTheMove #OdishaCares #JodiShankha
account_circle
Naveenism(@NaveenismOdisha) 's Twitter Profile Photo

ବିଜେଡି ମାନେ ଖାଲି ଖୁସି ହିଁ ଖୁସି... ଆସନ୍ତୁ ପୁଣିଥରେ ଶଙ୍ଖରେ ଭୋଟ୍ ଦେଇ ସେହି ଖୁସିକୁ ଡବଲ କରିବା | ଏଥର ଡବଲ ଶଙ୍ଖ |

account_circle
Naveenism(@NaveenismOdisha) 's Twitter Profile Photo

ନବୀନଙ୍କୁ ରାଜ୍ୟର ଶାସନକର୍ତ୍ତା ଭାବେ ବାଛିଥିଲି ବୋଲି ଆଜି ଅନେକ ଯୁଗାନ୍ତକାରୀ ଯୋଜନାର ଲାଭ ମିଳିପାରିଛି | ତାହାଲେ ଏବେ ଆଉ କିଏ କାହିଁକି ପୁଣିଥରେ ନବୀନଙ୍କୁ ହିଁ ମୋ ଭୋଟ ଯାଉଛି | ଏଥର ଡବଲ ଶଙ୍ଖ |

account_circle
Naveenism(@NaveenismOdisha) 's Twitter Profile Photo

ସମର୍ପଣ ମନୋଭାବ ହିଁ ଏକ ସ୍ୱଚ୍ଛ ଶାସନ ଗଠନ କରିବା ସହିତ ଲୋକଙ୍କ ବିଶ୍ୱାସକୁ ଜୟ କରିଥାଏ | ଏହା ହିଁ ନବୀନଙ୍କ ଶାସନର ମୂଳ ମନ୍ତ୍ର | ଏଥର ଡବଲ ଶଙ୍ଖ |

account_circle
Naveenism(@NaveenismOdisha) 's Twitter Profile Photo

କୃଷି କ୍ଷେତ୍ରକୁ କରିବାକୁ ସୁଦୃଢ, ମାଗଣା ବିଜୁଳି ଗ୍ୟାରେଣ୍ଟି ଦେଇଛନ୍ତି ଆମ ନବୀନ ବାବୁ | ଏଥର ଯୋଡିଶଙ୍ଖ, ଡବଲ ବିକାଶ |

କୃଷି କ୍ଷେତ୍ରକୁ କରିବାକୁ ସୁଦୃଢ, ମାଗଣା ବିଜୁଳି ଗ୍ୟାରେଣ୍ଟି ଦେଇଛନ୍ତି ଆମ ନବୀନ ବାବୁ | ଏଥର ଯୋଡିଶଙ୍ଖ, ଡବଲ ବିକାଶ |

#24YearsOfExcellence #PuniThareNaveen #NaveenOdisha #OdishaOnTheMove #WorkSpeaks #NaveenCares #BJDForOdisha #MyVote4BJD #OurCMOurHero
account_circle
Naveenism(@NaveenismOdisha) 's Twitter Profile Photo

ପରିକ୍ରମାଠୁ ଆରମ୍ଭ କରି ଡ୍ରିଙ୍କ ଫ୍ରମ ଟ୍ୟାପ୍,
ସବୁଠି ଦିଶୁଛି ନବୀନଙ୍କ ବିକାଶ ଛାପ |

account_circle
E&IT Department Odisha(@EIT_Odisha) 's Twitter Profile Photo

's IMS portal ims.odisha.gov.in is fostering a conducive environment for growth of industries in State. The 24×7 incentive management platform facilitates companies exemption of electricity charges, inspection, tariff reimbursement & more. OnTheMove

account_circle
Arup Patnaik(@ArupPatnaikOMP) 's Twitter Profile Photo

ଆମ ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ଓଡ଼ଗାଁ ଗସ୍ତ ସମୟର କିଛି ବିଶେଷ ମୁହୂର୍ତ୍ତ।

account_circle
Naveenism(@NaveenismOdisha) 's Twitter Profile Photo

ନବୀନ ଯେଉଁଠି ବିକାଶ ସେଇଠି | ସାଢେ ଚାରି କୋଟି ଓଡ଼ିଶାବାସୀଙ୍କ ପାଇଁ ସେ ସମର୍ପିତ | ଏଥର ଡବଲ ଶଙ୍ଖ |

account_circle
Naveenism(@NaveenismOdisha) 's Twitter Profile Photo

ସବୁ କ୍ଷେତ୍ରରେ ନମ୍ବର ୱାନ ଆମ ନବୀନ, ସେଥି ପାଇଁ ରାଜ୍ୟବାସୀଙ୍କ ପ୍ରିୟ ଶଙ୍ଖ ଚିହ୍ନ

account_circle
Naveenism(@NaveenismOdisha) 's Twitter Profile Photo

ବିକାଶର ଧାରାକୁ ଅବ୍ୟାହତ ରଖିବାକୁ ହେଲେ, ଏଥର ଯୋଡି ଶଙ୍ଖରେ ଭୋଟଦେଇ ନବୀନ ବାବୁଙ୍କ ହାତ ମୁଠାକୁ ଟାଣ କରନ୍ତୁ

account_circle
Naveenism(@NaveenismOdisha) 's Twitter Profile Photo

ମା' ସମଲେଇଙ୍କ ଆଶୀର୍ବାଦ, ବିଜୟର ଟିକା ସ୍ୱରୂପ ଲାଗିସାରିଛି | ଏଥର ଯୋଡିଶଙ୍ଖର ନାଦରେ କମ୍ପିବ ସାରା ଓଡ଼ିଶା |

account_circle