Pranab Prakash Das(@pranabpdas) 's Twitter Profile Photo

ଜୀବନ ଗଠନରେ ସତସଙ୍ଗର ଭୂମିକା ବଡ଼ ଅମୂଲ୍ୟ। ସବୁ ସତସଙ୍ଗୀଙ୍କୁ ମୋର ଶତ ପ୍ରଣାମ।
ଏକ 'ସମୃଦ୍ଧ ସମ୍ବଲପୁର' ଗଢ଼ିବା ପାଇଁ ଆଶୀର୍ବାଦ କରନ୍ତୁ 🙏

account_circle
bbsr rock(@BbsrRock) 's Twitter Profile Photo

ତମ ମୁହଁରେ ଇଣ୍ଡିଆ ଅସ୍ମିତା କଥା ଭଲ ଶୁଭୁନି, କେନ୍ଦ୍ରୀୟ ନେତାଙ୍କ ପାଖରେ ମୁଣ୍ଡ ବିକିଥିବା ନେତା, ମିଛ ଓଡ଼ିଆ ଅସ୍ମିତା ଗପ ଗପିଲେ କେହି ଶୁଣିବେନି |

account_circle
Ranjan Kumar Biswal(@BiswalOfficial) 's Twitter Profile Photo

ଆସନ୍ତା କାଲି ବିଜୁ ଜନତା ଦଳର କଟକ ଲୋକସଭା ପାର୍ଥି ଡ଼ ସଂତୃପ୍ତ ମିଶ୍ର ଙ୍କ ନାମାଙ୍କନ ପତ୍ର ଦାଖଲ ନେଇ ଏକ ପ୍ରସ୍ତୁତି ବୈଠକ କରାଯାଇଛି। କିଭଳି ଭାବେ ଶାନ୍ତିଶୃଙ୍ଖଳା ଓ ସଫଳତା ସହ ଶୋଭାଯାତ୍ରା କରାଯାଇ ନାମାଙ୍କନ ପତ୍ର ଦାଖଲ କରାଯିବ ସେ ନେଇ ଦଳୀୟ କର୍ମୀ ବିଭିନ୍ନ ଛାମୁଆ ସଂଗଠନ ଙ୍କ ସହ ଆଲୋଚନା କରିଥିଲୁ ।

#JodiSankha
account_circle
Badal Mahalik(@BadalMahal38236) 's Twitter Profile Photo

ଛାତ୍ରଛାତ୍ରୀ ଓ ଯୁବ ସମାଜ ନବୀନ ଓଡ଼ିଶାର ସାରଥୀ, ଓଡ଼ିଶାର ଭବିଷ୍ୟତ ପଢିଲେ ବଢିବ ଓଡ଼ିଶା
#BJD4Odisha#MoSarakar5T

ଛାତ୍ରଛାତ୍ରୀ ଓ ଯୁବ ସମାଜ ନବୀନ ଓଡ଼ିଶାର ସାରଥୀ, ଓଡ଼ିଶାର ଭବିଷ୍ୟତ ପଢିଲେ ବଢିବ ଓଡ଼ିଶା
#NaveenOdisha #BJD4Odisha#MoSarakar5T
#JodiSankha
account_circle
mana sahoo(@manasahoo93354) 's Twitter Profile Photo

ସାମାଜିକ ସୁରକ୍ଷା ନବୀନ ସରକାରଙ୍କ ପ୍ରତିବଦ୍ଧତା । ଆସନ୍ତୁ ଆମ ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ ଶଙ୍ଖ ଚିହ୍ନରେ ଭୋଟ୍ ଦେବା ।

account_circle
Niku(@iamnikuu) 's Twitter Profile Photo

Jagannath nka pain tanka te kharacha hele tanka munda kharap hoi jauchi sale beef company tharu bond naucha.... Ie hela hindu birodhi manasikata.

account_circle
Dekha Bhakti(@DekhaBhakti) 's Twitter Profile Photo

ହିଞ୍ଜିଳିକାଟୁ ଆସୁଛନ୍ତି Naveen Patnaik ଲୋକଙ୍କ ମନରେ ବଢୁଛି ଉତ୍ସାହ

account_circle
Rupashree Rani Gumansingh(@PresidentZP_Kho) 's Twitter Profile Photo

ଏକ ସମୃଦ୍ଧ ଏବଂ ବିକଶିତ ଓଡ଼ିଶା ଗଠନ ପାଇଁ ଏଥର ଯୋଡ଼ି ଶଙ୍ଖ। ଶଙ୍ଖ ଚିହ୍ନରେ ଆଶୀର୍ବାଦ କରନ୍ତୁ।

account_circle
Debendra Satapathy 𝕏(@realDebendra) 's Twitter Profile Photo

ଯୋଡ଼ିଶଙ୍ଖ ବାଜୁଛି, 'ସମୃଦ୍ଧ ସମ୍ବଲପୁର' ସଂକଳ୍ପ ସୁଦୃଢ଼ ହେଉଛି

ରହିଛି ମା’ ସମଲେଇଙ୍କ ଆଶୀର୍ବାଦ, ସଭିଙ୍କୁ ସାଥିରେ ନେଇ ହେବ ବିକାଶ

ଜୟ ମା’ ସମଲେଶ୍ୱରୀ🙏

account_circle
Sushanta Mishra(@sushanta_bjd) 's Twitter Profile Photo

ବରଗଡ ଲୋକସଭା ଅନ୍ତର୍ଗତ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ଲଖନପୁର ବ୍ଲକ ଜୋନ-୩ ଦଳଗାଁ ଠାରେ ଜନସମ୍ପର୍କ ଯାତ୍ରାରେ ସାଂସଦ ପରିଣୀତା ମିଶ୍ର,ବିଧାୟିକା ପ୍ରାର୍ଥୀନୀ ଅଳକା ମହାନ୍ତି ଏବଂ ଦଳର ବରିଷ୍ଠ ନେତୃବୃନ୍ଦଙ୍କ ସହ ଉଭୟ ପ୍ରାର୍ଥୀଙ୍କୁ ଭୋଟ ଦେଇଜୟଯୁକ୍ତକରିବା ପାଇଁ ଅନୁରୋଧ ||

#ଡବଲ_ଶଙ୍ଖ 

#jodisankha #NaveenOdisha
account_circle
Ranjan Kumar Biswal(@BiswalOfficial) 's Twitter Profile Photo

ୱାର୍ଡ ନମ୍ବର ୨୪ ରେ ଆୟୋଜିତ କର୍ମୀ ସମ୍ମିଳନୀରେ ଲୋକସଭା ପାର୍ଥି ଡ଼ ସଂତୃପ୍ତ ମିଶ୍ର , ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳ ଏବଂ ମେୟର ଙ୍କ ସହ ଯୋଗଦେଲି। ଆଗାମୀ ସାଧାରଣ ନିର୍ବାଚନରେ ଲୋକସଭା ଏବଂ ଚୌଦ୍ୱାର-କଟକ ବିଧାନସଭା ଯୋଡି଼ ଶଙ୍ଖ ପାର୍ଥି ଙ୍କୁ ଆଶୀର୍ବାଦ ଦେବା ନେଇ ନିବେଦନ କଲି।

#JodiSankha #BjdWithOdisha
account_circle
Laxmi Sharma 🇮🇳 🇮🇳(@TheLaxmiS) 's Twitter Profile Photo

बीजू जनता दल के कंधमाल लोकसभा उम्मीदवार डॉ. अच्युत सामंत ने फुलबनी में जिला निर्वाचन अधिकारी के समक्ष अपना नामांकन पत्र दाखिल किया ।

Elections2024 Achyuta Samanta

account_circle
Laxmi Sharma 🇮🇳 🇮🇳(@TheLaxmiS) 's Twitter Profile Photo

बीजेडी सुप्रीमो व ओड़िशा के मुख्यमंत्री नवीन पटनायक ने कांटाभांजी विधानसभा सीट से अपना नामांकन भरा ।
इससे पहले 30 अप्रैल को उन्होंने हिंजली विधानसभा क्षेत्र से अपना नामांकन पत्र दाखिल किया था।

Elections2024

बीजेडी सुप्रीमो व ओड़िशा के मुख्यमंत्री नवीन पटनायक ने कांटाभांजी विधानसभा सीट से अपना नामांकन भरा ।
इससे पहले 30 अप्रैल को उन्होंने हिंजली विधानसभा क्षेत्र से अपना नामांकन पत्र दाखिल किया था।

#OdishaElections2024 #BJD #Odisha  #NaveenPatnaik #Kantabanji #Hinjili 
 #JodiSankha
account_circle
Biju Janata Dal(@bjd_odisha) 's Twitter Profile Photo

କଥାରେ ନୁହେଁ, କାମରେ ତାଙ୍କର ବିଶ୍ୱାସ
ଶେରଗଡ଼ ଆସୁଛନ୍ତି ସଭାପତି ଶ୍ରୀ Naveen Patnaik

ବିଶ୍ୱାସ ରହିଛି ଅତୁଟ, 'ଶଙ୍ଖ' ଚିହ୍ନରେ କରନ୍ତୁ ଆଶୀର୍ବାଦ

account_circle
Ama Chinha Sankha Chinha(@sankhachinha) 's Twitter Profile Photo

ସମୃଦ୍ଧ ଓଡ଼ିଶା ଗଠନର ସ୍ବପ୍ନ ସାକାର ହୋଇଛି ଏବଂ ଆରମ୍ଭ ହୋଇଛି ଏକ ସୁବର୍ଣ୍ଣ ଯୁଗ। ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଓଡ଼ିଶା ପ୍ରଗତି ପଥରେ ଆଗେଇ ଚାଲିଛି। ଓଡ଼ିଶାରେ ବିକାଶର ଧାରା ବଜାୟ ରହିଛି।

account_circle
Kumar Yash(@KumarYash35750) 's Twitter Profile Photo

ନବରଙ୍ଗପୁରର ବିକାଶ ପାଇଁ ୧୯୫୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି ବୋଲି ସେ କହିଥିଲେ । ଡାବୁଗାଁ ରେ ୭୦ କୋଟି ଟଙ୍କାର କାମ ଚାଲିଛି।

ନବରଙ୍ଗପୁରର ବିକାଶ ପାଇଁ ୧୯୫୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି ବୋଲି ସେ କହିଥିଲେ । ଡାବୁଗାଁ ରେ ୭୦ କୋଟି ଟଙ୍କାର କାମ ଚାଲିଛି।#naveenodisha  #Bjd4odisha  #vkpandian #Jodisankha
account_circle