Kanak News(@kanak_news) 's Twitter Profile Photo

' ,
'
ରେଳମନ୍ତ୍ରୀଙ୍କୁ କଡା ଜବାବ ଦେଲେ ପ୍ରସନ୍ନ ଆଚାର୍ଯ୍ୟ । ରେଳ ରାଜସ୍ୱ ନେଇ ପ୍ରଶ୍ନ କଲେ, କହିଲେ କେତେ ନେଇଛ, କେତେ ଦେଇଛ ?

account_circle
ଅକାଳ କୁଷ୍ମାଣ୍ଡ 🇮🇳 (Yours sarcastically)(@akala_kushmanda) 's Twitter Profile Photo

GI ଟ୍ୟାଗର ଲୋଗୋ ଉପରେ ଧ୍ୟାନ ଦିଅନ୍ତୁ। ଓଡ଼ିଆର 'ଓ' ଜାଗାରେ ଚକାଆଖି। ଧିରେ ସୁସ୍ଥେ କଲେ ପଛେ ଭଲ କାମ ଖଣ୍ଡେ କଲେ। ଏଣିକି ଯିଏ ବାହାସ୍ଫୋଟ ମାରିବ ତାକୁ ଏଇ ଲୋଗୋ ଦେଖେଇ ଟ୍ରଲାଯିବ। ରସଗୋଲା ସାଙ୍ଗରେ ଜଗନ୍ନାଥଙ୍କ ସମ୍ପର୍କ ବିଷୟରେ କହି।

GI ଟ୍ୟାଗର ଲୋଗୋ ଉପରେ ଧ୍ୟାନ ଦିଅନ୍ତୁ। ଓଡ଼ିଆର 'ଓ' ଜାଗାରେ ଚକାଆଖି। ଧିରେ ସୁସ୍ଥେ କଲେ ପଛେ ଭଲ କାମ ଖଣ୍ଡେ କଲେ। ଏଣିକି ଯିଏ ବାହାସ୍ଫୋଟ ମାରିବ ତାକୁ ଏଇ ଲୋଗୋ ଦେଖେଇ ଟ୍ରଲାଯିବ। ରସଗୋଲା ସାଙ୍ଗରେ ଜଗନ୍ନାଥଙ୍କ ସମ୍ପର୍କ ବିଷୟରେ କହି।
account_circle
🅰︎🅳︎🆅︎ 🆂︎🆁︎🅸︎🅺︎🅰︎🅽︎🆃︎🅰︎ 🅼︎🅰︎🅻︎🅸︎🅺︎(@SriKant78093695) 's Twitter Profile Photo

ଆଉ କେତେ ଦିନ ଏମିତି ବାହାସ୍ଫୋଟ ମାରିବ ବିରୋଧୀ ଦଳ । କାଳିଆ ଟଙ୍କା ଦେହରେ ଯାଉନି । କହିବୁଲୁଛନ୍ତି ଆମ ମୁଦି ଦଉଛନ୍ତି ସବୁ । ଚାକିରି ଦେଇଛନ୍ତି , ଦରଦାମ ବୃଦ୍ଧି କରୁଛନ୍ତି , ରାଜପ୍ରସାଦ କରୁଛନ୍ତି ଶବ ଉପରେ ବହୁତ ଅଛି କହିଲେ ସରିବନି । ତାଙ୍କ ଭକ୍ତ ମାନେ ସବୁ ଜାଣିକି ଅଜଣା ହଉଛନ୍ତି । ଆଉ ବିଲିବିଳାଉଛନ୍ତି । କି କଳି କାଳ ଆସିଲା

account_circle
Obstetrics & Gynecology ଡାକ୍ତରବାବୁ(@drgynaec) 's Twitter Profile Photo

୧୧)
ସେ ଯୋଗ କରେ। ଆଜନ୍ମ ବ୍ରହ୍ମଚାରୀ। ମନ୍ତ୍ରୋଚାରଣ କରେ। ଆୟୁର୍ବେଦ ଜଡିବୁଟିରେ ବଞ୍ଚିଛି। ତାର କିଛି ହେବନି।

ଟୀକା ନେଉ ଆଗ। ତାପରେ ବାହାସ୍ଫୋଟ ମାରିବ

account_circle
ଲୋପାମୁଦ୍ରା 🇮🇳(@Being_Lopa) 's Twitter Profile Photo

ଓଟିଭି ଓଡ଼ିଶା ବିଜେପି ପ୍ରଥମେ ନିଜ ସମର୍ଥକଙ୍କୁ ସୁରକ୍ଷା ଦିଅ ତା ପରେ ବାହାସ୍ଫୋଟ ମାରିବ

account_circle
Write The Unwritten(@WTUtruth) 's Twitter Profile Photo

Biju Janata Dal ପ୍ରଥମେ ଭଲ ରାସ୍ତା ଟିଏ ତିଆରି କର ତାପରେ ବାହାସ୍ଫୋଟ ମାରିବ, ଉମରକୋଟ-ମାଲଗାଁ ରାସ୍ତା ତିନୋଟି ବ୍ଳକ୍ କୁ ସଂଯୋଗ କରୁଥିବା ଆନ୍ତଃରାଜ୍ୟ ରାସ୍ତା ହୋଇଥିଲେ ସୁଧା ଆଜି ଯାଏଁ ରାଜ୍ୟ ରାଜପଥ ହେଇପାରିଲାନି, ଝରିଗାଁ-ଗୋତମୁଣ୍ଡା ରାସ୍ତା ଆର୍ଥିକ ଗୁରୁତ୍ବପୂର୍ଣ୍ଣ ରାସ୍ତା ହେଇଥିଲେ ସୁଧା ଆଜି ଯାଏଁ ତିଆରି ହୋଇ ପାରିଲାନି। CMO Odisha

account_circle
କଥା ମଞ୍ଜ(@katha_manja) 's Twitter Profile Photo

Pranab Prakash Das Dharmendra Pradhan (मोदी का परिवार) ଆଉ କେତେ ଦିନ ଏମିତି ବାହାସ୍ଫୋଟ ମାରିବ ବିରୋଧୀ ଦଳ । କାଳିଆ ଟଙ୍କା ଦେହରେ ଯାଉନି । କହିବୁଲୁଛନ୍ତି ଆମ ମୁଦି ଦଉଛନ୍ତି ସବୁ । ଚାକିରି ଦେଇଛନ୍ତି , ଦରଦାମ ବୃଦ୍ଧି କରୁଛନ୍ତି , ରାଜପ୍ରସାଦ କରୁଛନ୍ତି ଶବ ଉପରେ ବହୁତ ଅଛି କହିଲେ ସରିବନି । ତାଙ୍କ ଭକ୍ତ ମାନେ ସବୁ ଜାଣିକି ଅଜଣା ହଉଛନ୍ତି । ଆଉ ବିଲିବିଳାଉଛନ୍ତି । କି କଳି କାଳ ଆସିଲା

account_circle