lusi lusi(@lisipattnaik456) 's Twitter Profile Photo

ବିଜେଡି ନେତାମାନଙ୍କର ଦେହ ଖରାପ ହେଲେ ହେଲିକେପଟର ନେ ଯାଆନ୍ତି କିନ୍ତୁ ସାଧାରଣ ଜନତା କଣ କରିବେ? ସମ୍ବଲପୁର ଜନତା ଜବାବ୍ ମାଗୁଛେ

ବିଜେଡି ନେତାମାନଙ୍କର  ଦେହ  ଖରାପ  ହେଲେ  ହେଲିକେପଟର  ନେ ଯାଆନ୍ତି କିନ୍ତୁ ସାଧାରଣ ଜନତା  କଣ  କରିବେ? ସମ୍ବଲପୁର ଜନତା ଜବାବ୍ ମାଗୁଛେ 

#BJDOdisha #PrasannaAcharya #sambalpur
account_circle
Kanak News(@kanak_news) 's Twitter Profile Photo

' ,
'
ରେଳମନ୍ତ୍ରୀଙ୍କୁ କଡା ଜବାବ ଦେଲେ ପ୍ରସନ୍ନ ଆଚାର୍ଯ୍ୟ । ରେଳ ରାଜସ୍ୱ ନେଇ ପ୍ରଶ୍ନ କଲେ, କହିଲେ କେତେ ନେଇଛ, କେତେ ଦେଇଛ ?

account_circle
NandighoshaTV(@NandighoshaTV) 's Twitter Profile Photo

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ପ୍ରଶନ୍ନ ଆଚାର୍ଯ୍ୟ

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ପ୍ରଶନ୍ନ ଆଚାର୍ଯ୍ୟ 
#odisha #PrasannaAcharya #nandighoshatv
account_circle
Dainik Jagran(@JagranNews) 's Twitter Profile Photo

Odisha News: वरिष्ठ बीजेडी नेता प्रसन्ना आचार्य का हुआ एक्सीडेंट, गंभीर रूप से हुए घायल; अस्पताल में कराया गया भर्ती



jagran.com/odisha/sambalp…

Odisha News: वरिष्ठ बीजेडी नेता प्रसन्ना आचार्य का हुआ एक्सीडेंट, गंभीर रूप से हुए घायल; अस्पताल में कराया गया भर्ती   

#Odisha #RoadAccident #PrasannaAcharya

jagran.com/odisha/sambalp…
account_circle
Argus News(@ArgusNews_in) 's Twitter Profile Photo

: : Senior BJD leader & party's candidate from Sambalpur Assembly constituency spotted at Naveen Niwas amid speculation over his 'unhappiness' for being selected to contest elections from

account_circle
Mukesh Kumar Sahu(@Anchor_Mukesh) 's Twitter Profile Photo


ଦୁର୍ଘଟଣାରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର ।
ଭୁବନେଶ୍ୱରରୁ ବରଗଡ଼ ଫେରିବା ସମୟରେ ରେଢ଼ାଖୋଲରେ କାର୍ ଦୁର୍ଘଟଣାଗ୍ରସ୍ତ ।
ମୁଣ୍ଡ, ଆଖି ଓ ନାକରେ ଗଭୀର ଆଘାତ

#ପ୍ରସନ୍ନ_ଆଚାର୍ଯ୍ୟ_ଗୁରୁତର
ଦୁର୍ଘଟଣାରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର ।
ଭୁବନେଶ୍ୱରରୁ ବରଗଡ଼ ଫେରିବା ସମୟରେ ରେଢ଼ାଖୋଲରେ କାର୍ ଦୁର୍ଘଟଣାଗ୍ରସ୍ତ । 
ମୁଣ୍ଡ, ଆଖି ଓ ନାକରେ ଗଭୀର ଆଘାତ #PrasannaAcharya #Accident #Odisha
account_circle
𝗦𝘄𝗮𝘀𝘁𝗶𝗸 𝗞𝘂𝗺𝗮𝗿 𝗗𝗮𝘀𝗵(@swastik_bargarh) 's Twitter Profile Photo

ବିଜୁ ପଟ୍ଟନାୟକଙ୍କ ଘନିଷ୍ଠ ସହଯୋଗୀ, ଯୁବାବସ୍ଥା ରୁ ବିଜୁ ବାବୁ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ନିଜ ରାଜନୈତିକ ଜୀବନ ଆରମ୍ଭ କରିଥିବା ବିଜେଡ଼ି ର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ (Prasanna Acharya) ଙ୍କୁ ଜନ୍ମଦିନ ର ଶୁଭେଚ୍ଛା।

ବିଜୁ ପଟ୍ଟନାୟକଙ୍କ ଘନିଷ୍ଠ ସହଯୋଗୀ, ଯୁବାବସ୍ଥା ରୁ ବିଜୁ ବାବୁ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ନିଜ ରାଜନୈତିକ ଜୀବନ ଆରମ୍ଭ କରିଥିବା ବିଜେଡ଼ି ର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ (@prasana_acharya) ଙ୍କୁ ଜନ୍ମଦିନ ର ଶୁଭେଚ୍ଛା। 

#PrasannaAcharya #Bargarh #Odisha #BijuJanataDal
account_circle
Siddharth Das(@SiddharthDas_11) 's Twitter Profile Photo

Today I met senior leader former minister Shri Prasanna Acharya at Hospital,where he is currently being treated after an unfortunate road accident. My prayers to Maa Samaleswari for his fast recovery and good health.🙏 Prasanna Acharya

Today I met senior leader former minister Shri Prasanna Acharya at Hospital,where he is currently being treated after an unfortunate road accident. My prayers to Maa Samaleswari for his fast recovery and good health.🙏 #PrasannaAcharya @prasana_acharya
account_circle
Paharaa(@Paharaa24x7) 's Twitter Profile Photo

ଧନୁଯାତ୍ରାନେ ବଳରାମ ଭୂମିକାନେ କିଶନ ବର୍ତ୍ତିଆ କରବେ ଅଭିନୟ

youtu.be/O-5iph_0CeA
News

ଧନୁଯାତ୍ରାନେ ବଳରାମ ଭୂମିକାନେ କିଶନ ବର୍ତ୍ତିଆ କରବେ ଅଭିନୟ

youtu.be/O-5iph_0CeA
#Padmapur #Odisha #ByPollwithPaharaa #BarshaBariha #PradeepPurohit #PrasannaAcharya #BJD #BJP #OdishaNews #BargarhNews
account_circle
𝗦𝘄𝗮𝘀𝘁𝗶𝗸 𝗞𝘂𝗺𝗮𝗿 𝗗𝗮𝘀𝗵(@swastik_bargarh) 's Twitter Profile Photo

ବିଜୁ ଜନତା ଦଳ ର ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ପିଟିସନ କମିଟି ର ଚେୟାରମ୍ୟାନ ଭାବେ ନିଯୁକ୍ତ ହୋଇଛନ୍ତି l Prasanna Acharya BJD IT Wing

ବିଜୁ ଜନତା ଦଳ ର ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ପିଟିସନ କମିଟି ର ଚେୟାରମ୍ୟାନ ଭାବେ ନିଯୁକ୍ତ ହୋଇଛନ୍ତି l @prasana_acharya @BJDITWing
#PetitionsCommittee  #PrasannaAcharya
account_circle
ଓଟିଭି(@otvkhabar) 's Twitter Profile Photo


ସୁସ୍ଥ ହେବାପରେ ଆଜି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ । ତେବେ ସେ ମୁଖ୍ୟମନ୍ତ୍ରୀଙ୍କ ସହ କଣ ଆଲୋଚନା କରିଛନ୍ତି ସେ ନେଇ ସ୍ପଷ୍ଟ ହୋଇନି ।

account_circle
ଓଟିଭି(@otvkhabar) 's Twitter Profile Photo

ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ ଘୋଷଣା ପରେ ଜୟନାରାୟଣ ମିଶ୍ରଙ୍କ ପ୍ରତିକ୍ରିୟା
-ସମ୍ବଲପୁର ପ୍ରତି ବିଜେଡିର ଘୃଣାଭାବର ଏହା ପ୍ରତିଫଳନ କହିଲେ ଜୟ
-‘ସମ୍ବଲପୁର ପ୍ରତି ଘୃଣାଭାବ; ଯାଜପୁର, ବରଗଡ଼ରୁ ଆଣି ପ୍ରାର୍ଥୀ କରୁଛନ୍ତି’

ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ ଘୋଷଣା ପରେ ଜୟନାରାୟଣ ମିଶ୍ରଙ୍କ ପ୍ରତିକ୍ରିୟା
-ସମ୍ବଲପୁର ପ୍ରତି ବିଜେଡିର ଘୃଣାଭାବର ଏହା ପ୍ରତିଫଳନ କହିଲେ ଜୟ
-‘ସମ୍ବଲପୁର ପ୍ରତି ଘୃଣାଭାବ; ଯାଜପୁର, ବରଗଡ଼ରୁ ଆଣି ପ୍ରାର୍ଥୀ କରୁଛନ୍ତି’
#PrasannaAcharya #JayanarayanMishra
account_circle