Binaya Kumar Naik(Socialist)✍️(@BinayaKumarNa17) 's Twitter Profile Photo

ଢ଼େଙ୍କାନାଳ: ହିନ୍ଦୋଳ ବ୍ଲକ କରନ୍ଦା ପଞ୍ଚାୟତ କାରନ୍ଦା ଗ୍ରାମ 8 ନଂ ୱାର୍ଡ ଅନୁସୂଚିତ ଜାତି ସାହିର ରାସ୍ତାରେ ଡ୍ରେନ ନଥିବାରୁ ବର୍ଷା ସମୟରେ ବାସିନ୍ଦା ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଏହାକୁ ନେଇ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି l
Respected CMO Odisha ChiefSecyOdisha Pradeep Jena IAS

account_circle
Binaya Kumar Naik(Socialist)✍️(@BinayaKumarNa17) 's Twitter Profile Photo

କଟକ: ଆଠଗଡ଼ ବ୍ଲକ ଇଛାପୁର ପଞ୍ଚାୟତ ଗୁଡୁପଡ଼ା ଗ୍ରାମର 64 ବୟସ୍କ ବୀରବର ରାଉତଙ୍କୁ ଭତା ଟିଏ ଯୋଗାଇ ଦେବାକୁ ବିନମ୍ର ଅନୁରୋଧ l
Respected CMO Odisha ChiefSecyOdisha Pradeep Jena IAS Vkpandianfanclub SSEPD Bishnupadaa Setthi lohanisk Cuttack DM Ranendra Pratap Swain Panchayat Samiti Athgarh ,Cuttack District Social Security Office, Cuttack

କଟକ: ଆଠଗଡ଼ ବ୍ଲକ ଇଛାପୁର ପଞ୍ଚାୟତ ଗୁଡୁପଡ଼ା ଗ୍ରାମର 64 ବୟସ୍କ ବୀରବର ରାଉତଙ୍କୁ ଭତା ଟିଏ ଯୋଗାଇ ଦେବାକୁ ବିନମ୍ର ଅନୁରୋଧ l
Respected @CMO_Odisha @SecyChief @PradeepJenaIAS @Vkpandianfancl1 @SSEPD2 @BPSethi @lohanisk1 @CuttackDM @rajaaswain @bdoathagarh @CuttackDsso
account_circle
Binaya Kumar Naik(Socialist)✍️(@BinayaKumarNa17) 's Twitter Profile Photo

ଖୋର୍ଦ୍ଧା: ଗୋପବନ୍ଧୁ ଜିଲ୍ଲା ମୁଖ୍ୟ ଚିକିର୍ଶ୍ରାଳୟର ନଗ୍ନ ଚିତ୍ର ନା ଅଛନ୍ତି ଅଧିକାଂଶ ଡାକ୍ତର ନା ରୋଗୀ ପାଇପାରୁଛନ୍ତି ସ୍ୱାସ୍ଥ୍ୟ ସେବା, ମନମୁଖୀ ଚାଲିଛି ସ୍ୱାସ୍ଥ୍ୟ ସେବା, OPD ଖୋଲୁଛି ସକାଳ 10am ରେ ରୋଗୀ ସକାଳୁ ଆସି ଅପେକ୍ଷା କରିକରି ନିରାଶ ହେଉଛାନ୍ତି l ଏଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ !!
H & FW Dept Odisha District Magistrate Khordha

account_circle
Binaya Kumar Naik(Socialist)✍️(@BinayaKumarNa17) 's Twitter Profile Photo

ଢ଼େଙ୍କାନାଳ: ଓଡ଼ାପଡ଼ା ବ୍ଲକ ଶିବପୁର ପଞ୍ଚାୟତ ଶିବପୁର ଗ୍ରାମର ସ୍ବର୍ଗତ ମାଳତୀ ବେହେରାଙ୍କ ପରଲୋକ ଘଟିଥିବାର ଚାରିମାସ ବିତିଗଲାଣି l ହରଚନ୍ଦ୍ର ସାହାୟତା ପାଇଁ ପରିବାରଲୋକ ସରପଞ୍ଚ ଠାରୁ ଆରମ୍ଭ ବିଡିଓଙ୍କୁ ମଧ୍ୟ ଗୁହାରୀ କରି ନିରାଶ ହୋଇଛନ୍ତି l
Respected CMO Odisha
ChiefSecyOdisha Pradeep Jena IAS Panchayati Raj and Drinking Water Department

account_circle
Nabarangpur Update(@ngpur_update) 's Twitter Profile Photo

ଅନୁରୋଧ କରିବି ବିଭାଗୀୟ ଅଧିକାରୀଙ୍କୁ ତୁରନ୍ତ ପ୍ରକାଶିତ ଖବର ଉପରେ ଯାଞ୍ଚ କରି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ...!!

📍 Khaparadihi ,PS Chandahandi
Panchayati Raj and Drinking Water Department Rural Water Supply and Sanitation, Odisha Deptt. of Water Resources Pradeep Jena IAS Anu Garg

Team ATA Official SAMAYARA PRAGATI SOCIAL SERVE GROUP Environmental & Climate Activist (🇮🇳 India🇮🇳) Binaya Kumar Naik(Socialist)✍️

account_circle
Binaya Kumar Naik(Socialist)✍️(@BinayaKumarNa17) 's Twitter Profile Photo

ଢ଼େଙ୍କାନାଳ: ହିନ୍ଦୋଳ ବ୍ଲକ୍ କନ୍ତାମିଲା ପଞ୍ଚାୟତ ଧୋବଣୀନନ୍ଦର ଗ୍ରାମ କାଦୁବସନ୍ତ ସାହିରେ ଦିନକୁ ଦିନ ହାତୀ ମାନଙ୍କର ଉପଦ୍ରବ ବଢ଼ିବାରେ ଲାଗିଛି। ଏଣୁ ସୋଲାର କରେଣ୍ଟ ବ୍ୟବସ୍ଥା କରିବାକୁ ବନ ଅଧିକାରୀଙ୍କ ପାଖରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଜମା କର୍ଣ୍ଣପାତ କରୁନାହାନ୍ତି।
Respected CMO Odisha Odisha Forest, Env. and Climate Change Department

ଢ଼େଙ୍କାନାଳ: ହିନ୍ଦୋଳ ବ୍ଲକ୍ କନ୍ତାମିଲା ପଞ୍ଚାୟତ ଧୋବଣୀନନ୍ଦର ଗ୍ରାମ କାଦୁବସନ୍ତ ସାହିରେ ଦିନକୁ ଦିନ ହାତୀ ମାନଙ୍କର ଉପଦ୍ରବ ବଢ଼ିବାରେ ଲାଗିଛି। ଏଣୁ ସୋଲାର କରେଣ୍ଟ ବ୍ୟବସ୍ଥା କରିବାକୁ ବନ ଅଧିକାରୀଙ୍କ ପାଖରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଜମା କର୍ଣ୍ଣପାତ କରୁନାହାନ୍ତି। 
Respected @CMO_Odisha @ForestDeptt
account_circle
Nimain Charan Maharana(@MaharanaNimain) 's Twitter Profile Photo

Binaya Kumar Naik(Socialist)✍️ H & FW Dept Odisha District Magistrate Khordha CMO Odisha MoSarkar 5T ChiefSecyOdisha Pradeep Jena IAS NHM Odisha Sustha Odisha ନୂଆ-ଓ Nabina Odisha Nabin Odisha Official ସମ୍ମାନୀୟ ସାର୍ / ମାଡାମ୍ ଖୋର୍ଦ୍ଧା ଗୋପବନ୍ଧୁ ଜିଲ୍ଲା ମୁଖ୍ୟ ଚିକିର୍ଶ୍ରାଳୟର ନଗ୍ନ ଚିତ୍ର ନା ଅଛନ୍ତି ଅଧିକାଂଶ ଡାକ୍ତର, ନା ରୋଗୀ ପାଇପାରୁଛନ୍ତି ସ୍ୱାସ୍ଥ୍ୟ ସେବା, ମନମୁଖୀ ଚାଲିଛି ସ୍ୱାସ୍ଥ୍ୟ ସେବା, OPD ଖୋଲୁଛି ସକାଳ 10am ରେ ରୋଗୀ ସକାଳୁ ଆସି ଅପେକ୍ଷା କରିକରି ନିରାଶ, ତେଣୁ ଏଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ !!

account_circle
Binaya Kumar Naik(Socialist)✍️(@BinayaKumarNa17) 's Twitter Profile Photo

ଢ଼େଙ୍କାନାଳ: ହିନ୍ଦୋଳ ବ୍ଲକ ନବକିଶୋରପୁର ପଞ୍ଚାୟତ ଖଇରାବାହାଳି ହରିଜନ ସାହିର ଗୁଣ୍ଡିଚା ନାଏକଙ୍କ ଘର ପଛ ପାଖରେ LT କେବୁଲ ବିଦ୍ୟୁତ ଖୁଣ୍ଟଟି ବିପଦ ପୂର୍ଣ୍ଣ ଭାବରେ ନଇଁ ରହିଛି ଏହାକୁ ମରାମତି କରାଯାଉ l
Respected CMO Odisha ChiefSecyOdisha Pradeep Jena IAS Vkpandianfanclub Energy Odisha EICPCEI OREDA

ଢ଼େଙ୍କାନାଳ: ହିନ୍ଦୋଳ ବ୍ଲକ ନବକିଶୋରପୁର ପଞ୍ଚାୟତ ଖଇରାବାହାଳି ହରିଜନ ସାହିର ଗୁଣ୍ଡିଚା ନାଏକଙ୍କ ଘର ପଛ ପାଖରେ  LT କେବୁଲ ବିଦ୍ୟୁତ ଖୁଣ୍ଟଟି ବିପଦ ପୂର୍ଣ୍ଣ ଭାବରେ ନଇଁ ରହିଛି ଏହାକୁ ମରାମତି କରାଯାଉ l
Respected @CMO_Odisha @SecyChief @PradeepJenaIAS @Vkpandianfancl1 @EnergyOdisha @aeicpcei @OREDA_Odisha
account_circle
Barsharani Nayak(@Barsharani02) 's Twitter Profile Photo

Satyabrat Nayak CMO Odisha Pradeep Jena IAS Panchayati Raj and Drinking Water Department Binaya Kumar Naik(Socialist)✍️ Biju Janata Dal BJP Naveen Patnaik ChiefSecyOdisha MoSarkar 5T RWSS DHENKANAL Rural Water Supply and Sanitation, Odisha lohanisk Animesh Pradhan IAS ଓଡ଼ପଡ଼ା ବ୍ଲକ୍ ର BDO ଏବଂ ଙ୍କୁ ପ୍ରତି ବର୍ଷ ଗୋଟିଏ ଲେଖାଏଁ ଦରଖାସ୍ତ ଦେଉଛନ୍ତି ଉକ୍ତ ଗ୍ରାମର ଲୋକେ ହେଲେ ଆଜି ପର୍ଯ୍ୟନ୍ତ କେହି ଟିକେ ଦୃଷ୍ଟି ଆକର୍ଷଣ କରୁନାହାନ୍ତି। ପ୍ରିୟ ମୁଖ୍ୟ ଶାସନ ସଚିବ ଶ୍ରୀ Pradeep Jena IAS ମହୋଦୟ ଏଥି ପ୍ରତି ଦୃଷ୍ଟି ଆକର୍ଷଣ କରିବାକୁ ବିନମ୍ର ଅନୁରୋଧ।
Panchayati Raj and Drinking Water Department District Dhenkanal

account_circle
Binaya Kumar Naik(Socialist)✍️(@BinayaKumarNa17) 's Twitter Profile Photo

ଢ଼େଙ୍କାନାଳ: ହିନ୍ଦୋଳ ବ୍ଲକ ବାବନ୍ଧ ପଞ୍ଚାୟତ ବାବନ୍ଧ ଗ୍ରାମର ବିଧବା ଦୁଲଣା ନାଏକ ସ୍ବାମୀ ସ୍ବର୍ଗତ ଅନନ୍ତ ନାଏକ ଆବାସ ଯୋଜନା ଗୃହରୁ ବଞ୍ଚିତ ଅଛନ୍ତି l ତାଙ୍କୁ ଆବାସ ଯୋଗାଇ ଦିଆଯାଉ l
Respected CMO Odisha ChiefSecyOdisha Pradeep Jena IAS Vkpandianfanclub Panchayati Raj and Drinking Water Department lohanisk zp_dhenkanal District Dhenkanal

ଢ଼େଙ୍କାନାଳ: ହିନ୍ଦୋଳ ବ୍ଲକ ବାବନ୍ଧ ପଞ୍ଚାୟତ ବାବନ୍ଧ ଗ୍ରାମର ବିଧବା ଦୁଲଣା ନାଏକ ସ୍ବାମୀ ସ୍ବର୍ଗତ ଅନନ୍ତ ନାଏକ ଆବାସ ଯୋଜନା ଗୃହରୁ ବଞ୍ଚିତ ଅଛନ୍ତି l ତାଙ୍କୁ ଆବାସ ଯୋଗାଇ ଦିଆଯାଉ l
Respected @CMO_Odisha @SecyChief @PradeepJenaIAS @Vkpandianfancl1 @PRDeptOdisha @lohanisk1 @ZPDhenkanal @districtadmndkl
account_circle
People's problems(@PeoplesP_Dkl) 's Twitter Profile Photo

Satyabrat Nayak Pradeep Jena IAS Panchayati Raj and Drinking Water Department CMO Odisha Naveen Patnaik ChiefSecyOdisha MoSarkar 5T Rural Water Supply and Sanitation, Odisha Binaya Kumar Naik(Socialist)✍️ Biju Janata Dal District Dhenkanal lohanisk 37 degree Celsius ରାତିରେ ଲୋକେ ପାଣି ଟିକିଏ ପାଇଁ ଡହଳ ବିକଳ ହେଉଛନ୍ତି। ଏଇ ଗୁଡ଼ା ହିନ୍ଦୋଳ ବ୍ଲକ ଙ୍କୁ ଦେଖା ଯାଉନି। ଏଇଟା ଗୋଟେ ସମସ୍ୟା ନୁହେଁ ଆଜ୍ଞା,ହିନ୍ଦୋଳ ବ୍ଲକ ରେ ଅନେକ ପାନୀୟ ଜଳ ସମସ୍ୟା ରହିଛି। ଏଥି ପାଇଁ କେବଳ RWSS DHENKANAL ଏବଂ ହିନ୍ଦୋଳ ଦାୟୀ। 🥲🥲🥲

account_circle
Binaya Kumar Naik(Socialist)✍️(@BinayaKumarNa17) 's Twitter Profile Photo

ଢ଼େଙ୍କାନାଳ: ହିନ୍ଦୋଳ ବ୍ଲକ ନବକିଶୋରପୁର ପଞ୍ଚାୟତ ଖଇରାବାହାଳି ଗ୍ରାମର ହରିଜନ ସାହିକୁ ବିଡିଓଙ୍କ ଚିଠିନଂ 3177 ଅନୁଯାୟୀ ଆଜି ପର୍ଯ୍ୟନ୍ତ ଷ୍ଟ୍ରୀଟଲାଇଟ ଲାଗିପାରିଲା ନାହି ଗ୍ରାମବାସି ନିରାଶ l
Respected CMO Odisha ChiefSecyOdisha Pradeep Jena IAS Vkpandianfanclub Panchayati Raj and Drinking Water Department District Dhenkanal zp_dhenkanal

ଢ଼େଙ୍କାନାଳ: ହିନ୍ଦୋଳ ବ୍ଲକ ନବକିଶୋରପୁର ପଞ୍ଚାୟତ ଖଇରାବାହାଳି ଗ୍ରାମର ହରିଜନ ସାହିକୁ ବିଡିଓଙ୍କ ଚିଠିନଂ 3177 ଅନୁଯାୟୀ ଆଜି ପର୍ଯ୍ୟନ୍ତ ଷ୍ଟ୍ରୀଟଲାଇଟ ଲାଗିପାରିଲା ନାହି ଗ୍ରାମବାସି ନିରାଶ l
Respected @CMO_Odisha @SecyChief @PradeepJenaIAS @Vkpandianfancl1 @PRDeptOdisha @districtadmndkl @ZPDhenkanal
account_circle