Let'sdriEV(@LetsdriEV) 's Twitter Profile Photo

76 years of progress, pride, and perseverance. Let us embrace the rich cultural heritage of the State as we celebrate the Foundation Day of Bhubaneswar !

account_circle
Dr.Pramod Kumar Mallick(@DrPramodMallick) 's Twitter Profile Photo

ଓଡ଼ିଶା ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ।

ଓଡ଼ିଶା ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ।

#76thCapitalFoundationDay
account_circle
Odisha News e-Paper(@Odishaepaper) 's Twitter Profile Photo

ଜନ୍ମ ଦିନ ଅବସରରେ ରଙ୍ଗବେରଙ୍ଗର ଆଲୋକମାଳାରେ ଝଟକୁଛି ସ୍ମାର୍ଟ ସିଟି ଭୁବନେଶ୍ୱର
Day

ଜନ୍ମ ଦିନ ଅବସରରେ ରଙ୍ଗବେରଙ୍ଗର ଆଲୋକମାଳାରେ ଝଟକୁଛି ସ୍ମାର୍ଟ ସିଟି ଭୁବନେଶ୍ୱର
#76thCapitalFoundationDay #Bhubaneswar #BhubaneswarDay #epaper #odishanewsepaper #ଓଡିଶା_ନ୍ୟୁଜ_ଇପେପର
account_circle
Jajati Keshari Behera ANI(@JajatiK25610492) 's Twitter Profile Photo

ରାଜଧାନୀ ଭୁବନେଶ୍ୱର ବିଭିନ୍ନ କ୍ଷେତ୍ରରେ ଲେଖୁଛି ନୂଆ ଇତିହାସ ।ଭୁବନେଶ୍ୱର ସୃଷ୍ଟି କରିଛି ନୂଆ ପରିଚୟ । ମନ୍ଦିରମାଳିନୀ ସହରର ଗରିମା ଓ ଐତିହ୍ୟକୁ ବ୍ୟାପକ କରି ଏହାର ସର୍ବାଙ୍ଗୀନ ବିକାଶ ପାଇଁ ଆସନ୍ତୁ ସଂକଳ୍ପବଦ୍ଧ ହେବା । ରାଜଧାନୀ ପ୍ରତିଷ୍ଠା ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା।

ରାଜଧାନୀ ଭୁବନେଶ୍ୱର ବିଭିନ୍ନ କ୍ଷେତ୍ରରେ ଲେଖୁଛି ନୂଆ ଇତିହାସ ।ଭୁବନେଶ୍ୱର ସୃଷ୍ଟି କରିଛି ନୂଆ ପରିଚୟ । ମନ୍ଦିରମାଳିନୀ ସହରର ଗରିମା ଓ ଐତିହ୍ୟକୁ ବ୍ୟାପକ କରି ଏହାର ସର୍ବାଙ୍ଗୀନ ବିକାଶ ପାଇଁ ଆସନ୍ତୁ ସଂକଳ୍ପବଦ୍ଧ ହେବା । ରାଜଧାନୀ ପ୍ରତିଷ୍ଠା ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା। #76thCapitalFoundationDay
account_circle
Shantanu Khuntia(@CHANDAN2002sk) 's Twitter Profile Photo

ମନ୍ଦିରମାଳିନୀ ସହର ତଥା ରାଜଧାନୀ ଭୁବନେଶ୍ୱର, ଆଜି ସାରା ଦେଶ ପାଇଁ ସ୍ୱଚ୍ଛ ଓ ସବୁଜ ସହରର ନିଦର୍ଶନ ସାଜିଛି। ୭୬ତମ ରାଜଧାନୀ ପ୍ରତିଷ୍ଠା ଦିବସ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ଆଜିର ଦିନରେ ଆସନ୍ତୁ ସମସ୍ତେ ଏକାଠି ହୋଇ ସଙ୍କଳ୍ପ ନେବା, ଭୁବନେଶ୍ୱରକୁ ଆହୁରି ସରସ ସୁନ୍ଦର କରି ଗଢ଼ିତୋଳିବା।

ମନ୍ଦିରମାଳିନୀ ସହର ତଥା ରାଜଧାନୀ ଭୁବନେଶ୍ୱର, ଆଜି ସାରା ଦେଶ ପାଇଁ ସ୍ୱଚ୍ଛ ଓ ସବୁଜ ସହରର ନିଦର୍ଶନ ସାଜିଛି। ୭୬ତମ ରାଜଧାନୀ ପ୍ରତିଷ୍ଠା ଦିବସ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ଆଜିର ଦିନରେ ଆସନ୍ତୁ ସମସ୍ତେ ଏକାଠି ହୋଇ ସଙ୍କଳ୍ପ ନେବା, ଭୁବନେଶ୍ୱରକୁ ଆହୁରି ସରସ ସୁନ୍ଦର କରି ଗଢ଼ିତୋଳିବା। #76thCapitalFoundationDay
account_circle
Biju Janata Dal(@bjd_odisha) 's Twitter Profile Photo

Prakash Kumar Nayak(@Prakash69708292) 's Twitter Profile Photo

ସ୍ବଚ୍ଛ, ସବୁଜ, ସୁନ୍ଦର ରାଜଧାନୀ ଭୁବନେଶ୍ବର। ନିଜ ଐତିହ୍ୟ ଓ ଗରିମାକୁ ଅକ୍ଷୁର୍ଣ୍ଣ ରଖି ଲୋକଙ୍କ ସୁବିଧାକୁ ପ୍ରାଥମିକତା ଦେଇ ଭୁବନେଶ୍ବର ବିଭିନ୍ନ କ୍ଷେତ୍ରରେ ନୂଆ ଇତିହାସ ଲେଖିଛି। ରାଜଧାନୀ ପ୍ରତିଷ୍ଠା ଦିବସରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା। Biju Janata Dal Naveen Patnaik

ସ୍ବଚ୍ଛ, ସବୁଜ, ସୁନ୍ଦର ରାଜଧାନୀ ଭୁବନେଶ୍ବର। ନିଜ ଐତିହ୍ୟ ଓ ଗରିମାକୁ ଅକ୍ଷୁର୍ଣ୍ଣ ରଖି ଲୋକଙ୍କ ସୁବିଧାକୁ ପ୍ରାଥମିକତା ଦେଇ ଭୁବନେଶ୍ବର ବିଭିନ୍ନ କ୍ଷେତ୍ରରେ ନୂଆ ଇତିହାସ ଲେଖିଛି। ରାଜଧାନୀ ପ୍ରତିଷ୍ଠା ଦିବସରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା। @bjd_odisha @Naveen_Odisha #76thCapitalFoundationDay
account_circle
Suryabanshi Suraj (Modi Ka Parivar)(@suryabanshibjp) 's Twitter Profile Photo

ମନ୍ଦିରମାଳିନୀ ସହର ଭୁବନେଶ୍ୱର ତଥା ଆମ ରାଜଧାନୀର ୭୬ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।

ମନ୍ଦିରମାଳିନୀ ସହର ଭୁବନେଶ୍ୱର ତଥା ଆମ ରାଜଧାନୀର ୭୬ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।

 #76thcapitalfoundationday
account_circle
Dr. Amar Patnaik(@Amar4Odisha) 's Twitter Profile Photo

Warm wishes to everyone on the occasion of the . Our capital, , is founded on rich tradition and unique heritage. Here, a distinct blend of tradition and progress thrives. Let us all endeavor to make it a clean, beautiful, and prosperous city.…

account_circle
Biju Janata Dal(@bjd_odisha) 's Twitter Profile Photo

ରାଜଧାନୀ ଭୁବନେଶ୍ବର; ସ୍ୱଚ୍ଛ, ସବୁଜ ଓ ସୁନ୍ଦର। ନିଜ ଗରିମା ବଜାୟ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଙ୍କ ଦୃଢ଼ ନେତୃତ୍ୱରେ ବିକାଶର ବିଭିନ୍ନ ଦିଗରେ ଲେଖୁଛି ନୂଆ ଇତିହାସ।

ରାଜଧାନୀ ଭୁବନେଶ୍ବର; ସ୍ୱଚ୍ଛ, ସବୁଜ ଓ ସୁନ୍ଦର। ନିଜ ଗରିମା ବଜାୟ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କ ଦୃଢ଼ ନେତୃତ୍ୱରେ ବିକାଶର ବିଭିନ୍ନ ଦିଗରେ ଲେଖୁଛି ନୂଆ ଇତିହାସ। #NabinOdisha #76thCapitalFoundationDay
account_circle
Lekha Samantsinghar(@DrLekhaShree) 's Twitter Profile Photo

ଓଡ଼ିଶା ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ

ଓଡ଼ିଶା ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ

#76thCapitalFoundationDay #DrLekhasriSamantsinghar
account_circle
BMC(@bmcbbsr) 's Twitter Profile Photo

୭୬ତମ ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହ ।
ସାଂସ୍କୃତିକ କାର୍ଯ୍ୟକ୍ରମ ।
ଜୟଦେବ ଭବନ।

୭୬ତମ ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହ ।
ସାଂସ୍କୃତିକ କାର୍ଯ୍ୟକ୍ରମ ।
ଜୟଦେବ ଭବନ।

#76thCapitalFoundationDay
account_circle
Biju Janata Dal(@bjd_odisha) 's Twitter Profile Photo

ଲୋକଙ୍କ ସୁବିଧାକୁ ପ୍ରାଥମିକତା ଦେଇ କ୍ରୀଡ଼ାଠୁ ଆରମ୍ଭ କରି ଆଇଟି, ଯୋଗାଯୋଗ, ଭିତ୍ତିଭୂମି ସବୁଠି ରାଜଧାନୀ ଭୁବନେଶ୍ବର ସୃଷ୍ଟି କରିଛି ନୂଆ ପରିଚୟ। ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଙ୍କ ବଳିଷ୍ଠ ନେତୃତ୍ଵ ସଭିଙ୍କ ବିକାଶକୁ ଦେଉଛି ନୂଆ ଦିଗ।

ଲୋକଙ୍କ ସୁବିଧାକୁ ପ୍ରାଥମିକତା ଦେଇ କ୍ରୀଡ଼ାଠୁ ଆରମ୍ଭ କରି ଆଇଟି, ଯୋଗାଯୋଗ, ଭିତ୍ତିଭୂମି ସବୁଠି ରାଜଧାନୀ ଭୁବନେଶ୍ବର ସୃଷ୍ଟି କରିଛି ନୂଆ ପରିଚୟ। ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କ ବଳିଷ୍ଠ ନେତୃତ୍ଵ ସଭିଙ୍କ ବିକାଶକୁ ଦେଉଛି ନୂଆ ଦିଗ। 

#NabinOdisha #76thCapitalFoundationDay
account_circle
FoodOdisha(@Food_Odisha) 's Twitter Profile Photo

ଖାଦ୍ୟ ଯୋଗଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ୭୬ତମ ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ।

ଖାଦ୍ୟ ଯୋଗଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ୭୬ତମ ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ।
#BhubaneswarFoundationDay #RajdhaniPratishthaDibasa #76thCapitalFoundationDay
account_circle