#ନାମାଙ୍କନ_ଭରିବେ_ଦିଲ୍ଲୀପ_ରାୟ
ପାନପୋଷ ଉପଜିଲ୍ଲାପାଳ ନିକଟରେ ନାମାଙ୍କନ ପତ୍ର ଦାଖଲ କରିବେ ରାଉରକେଲା ବିଜେପି ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ରାୟ । ସେଥିପାଇଁ ବିର୍ସା ମୁଣ୍ଡା ଛକରୁ ବିରାଟ ଶୋଭାଯାତ୍ରାରେ ବାହାରିଛନ୍ତି ଦିଲ୍ଲୀପ ।
#DilipRay #Nomination #BJP #Rourkela #OTV
#ଏମିତି_ନାମାଙ୍କନ_ଭରିବାକୁ_ଗଲେ_ଦିଲ୍ଲୀପ_ରାୟ
ବାପା ମା’ଙ୍କୁ ମୁଣ୍ଡିଆ ମାରିଲେ, ପତ୍ନୀଙ୍କ ହାତରୁ ଦହି ଖାଇ ନାମାଙ୍କନ ଭରିବାକୁ ଗଲେ ବିଜେପି ପ୍ରାର୍ଥୀ ଦିଲ୍ଲୀପ ରାଏ
#OdishaPolitics #BJP #Rourkela
I seem to be chasing the heatwave. Ending up in the hottest, darkest red zones in the temperature map :) #Odisha #Kalahandi #Naupada #Rourkela #Puri #Jagannath Need to head to blue or green next.
#ନାମାଙ୍କନ_ଭରିଲେ_ଦିଲ୍ଲୀପ
ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ଦିଲ୍ଲୀପ ରାଏ । ଦଳୀୟ ସମର୍ଥକଙ୍କ ସହ ମିଶି ସେ ଆଜି ନାମାଙ୍କନ ଦାଖଲ କରିଥିଲେ। ସାଥିରେ ଥିଲେ ପତ୍ନୀ ପୂଜା ରାଏ। ଶୁଣନ୍ତୁ କ’ଣ କହୁଛନ୍ତି ପୂଜା।
#Odisha #OTV #Rourkela #Election2024
ମୋ ପଲିଟିକାଲ୍ କ୍ୟାରିୟରରେ ଏମିତିକା ରେସପନ୍ସ ମୁଁ ଦେଖି ନଥିଲି
#OTV #OdishaPolitics #Rourkela #DillipRay