Zillastariya Amala's movement against exploitation(@AMALAGANJAM) 's Twitter Profileg
Zillastariya Amala's movement against exploitation

@AMALAGANJAM

United Forum of
ଓଡିଶା ଅମଲା ସଂଘ,
ଓଡିଶା ରାଜସ୍ଵ ଅମଲା ସଂଘ,
ନିଖିଳ ଓଡିଶା ଟ୍ରେଜେରୀ ଅମଲା ସଂଘ,
ଓଡିଶା ରେଜିଷ୍ଟ୍ରେସନ୍ ଅମଲା ସଂଘ,
and others for fulfilling demand 4200 GP

ID:1659867894858100737

calendar_today20-05-2023 10:29:32

435 Tweets

539 Followers

83 Following

ଓଟିଭି(@otvkhabar) 's Twitter Profile Photo


-ଗ୍ରେଡ୍ ପେ' ବୃଦ୍ଧି ଦାବିରେ ପୁଣି ଆନ୍ଦୋଳନରେ ବସିବ ଅମଲା ସଂଘ
-୨୦ ତାରିଖରୁ ସାରା ରାଜ୍ୟରେ କଲମ ଛାଡ଼ ଆନ୍ଦୋଳନ ନିଷ୍ପତ୍ତି
-ବ୍ରହ୍ମପୁରରେ ଆୟୋଜିତ ମିଳିତ ଅମଲା ସଂଘର ବୈଠକରେ ନିଷ୍ପତ୍ତି
-ଜୁନରେ ଆନ୍ଦୋଳନ ବେଳେ ସରକାରଙ୍କ ପ୍ରତିଶ୍ରୁତି ପୂରଣ ନହେବାରୁ ନିଷ୍ପତ୍ତି

#ପୁଣି_ଆନ୍ଦୋଳନରେ_ବସିବେ_ଅମଲା -ଗ୍ରେଡ୍ ପେ' ବୃଦ୍ଧି ଦାବିରେ ପୁଣି ଆନ୍ଦୋଳନରେ ବସିବ ଅମଲା ସଂଘ -୨୦ ତାରିଖରୁ ସାରା ରାଜ୍ୟରେ କଲମ ଛାଡ଼ ଆନ୍ଦୋଳନ ନିଷ୍ପତ୍ତି -ବ୍ରହ୍ମପୁରରେ ଆୟୋଜିତ ମିଳିତ ଅମଲା ସଂଘର ବୈଠକରେ ନିଷ୍ପତ୍ତି -ଜୁନରେ ଆନ୍ଦୋଳନ ବେଳେ ସରକାରଙ୍କ ପ୍ରତିଶ୍ରୁତି ପୂରଣ ନହେବାରୁ ନିଷ୍ପତ୍ତି #Berhampur #OTV
account_circle
Zillastariya Milita Amala Mancha Odisha(@ZmamOdisha) 's Twitter Profile Photo

ଅମଲାମାନଙ୍କ ଦାବିପ୍ରତି ସ୍ଥାଣୁ ସାଜିଛନ୍ତି ସରକାର, 5Tର ମନ୍ତ୍ର ଦେଉଥିବା ସରକାର କାହିଁକି ନିଜେ 6ମାସ ହେଲାଣି ନିଦାବିଷ୍ଣୁ ସାଜିଛନ୍ତି, କାହିଁକି ସ୍ଵାଧୀନତା ପରଠାରୁ ଅମଲା ସାମାଜ ନିଷ୍ପେଷିତ ଓ ଅବହେଳିତ, Grade Pay ବୈଷ୍ୟମତାରେ ଜର୍ଜରିତ ଅମଲା CMO Odisha MoSarkar 5T Pradeep Jena IAS GA & PG Dept. Odisha Finance Department Pranab Prakash Das

ଅମଲାମାନଙ୍କ ଦାବିପ୍ରତି ସ୍ଥାଣୁ ସାଜିଛନ୍ତି ସରକାର, 5Tର ମନ୍ତ୍ର ଦେଉଥିବା ସରକାର କାହିଁକି ନିଜେ 6ମାସ ହେଲାଣି ନିଦାବିଷ୍ଣୁ ସାଜିଛନ୍ତି, କାହିଁକି ସ୍ଵାଧୀନତା ପରଠାରୁ ଅମଲା ସାମାଜ ନିଷ୍ପେଷିତ ଓ ଅବହେଳିତ, Grade Pay ବୈଷ୍ୟମତାରେ ଜର୍ଜରିତ ଅମଲା @CMO_Odisha @MoSarkar5T @PradeepJenaIAS @gapg_dept @FdOdisha @pranabpdas
account_circle
Zillastariya Milita Amala Mancha Odisha(@ZmamOdisha) 's Twitter Profile Photo

ଅମଲାମାନଙ୍କ ଦାବି ପ୍ରତି CMO Odishaଙ୍କ ଉଦାସୀନତା ଓ କାଳକ୍ଷେପଣ ନୀତି ବିରୁଦ୍ଧରେ ପୁନଃ 30ହଜାର ଅମଲା ଯିବେ ଆନ୍ଦୋଳନରେ,ଅଚଳ ହେବ ଜିଲ୍ଲା ପ୍ରଶାସନ,ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବେ ଲୋକେ,ହାନି ହେବ କୋଟି କୋଟି ଟଙ୍କାର ରାଜସ୍ଵ MoSarkar 5T Pradeep Jena IAS GA & PG Dept. Odisha Finance Department Vineel Krishna

ଅମଲାମାନଙ୍କ ଦାବି ପ୍ରତି @CMO_Odishaଙ୍କ ଉଦାସୀନତା ଓ କାଳକ୍ଷେପଣ ନୀତି ବିରୁଦ୍ଧରେ ପୁନଃ 30ହଜାର ଅମଲା ଯିବେ #Mass_Leave ଆନ୍ଦୋଳନରେ,ଅଚଳ ହେବ ଜିଲ୍ଲା ପ୍ରଶାସନ,ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବେ ଲୋକେ,ହାନି ହେବ କୋଟି କୋଟି ଟଙ୍କାର ରାଜସ୍ଵ @MoSarkar5T @PradeepJenaIAS @gapg_dept @FdOdisha @rvineel_krishna
account_circle