DSMishraCapt(@DSMishraKLD) 's Twitter Profileg
DSMishraCapt

@DSMishraKLD

Minister Energy, MSME, Industries & Home (MoS), Govt of Odisha

ID:923093425196490753

calendar_today25-10-2017 07:46:37

2,4K Tweets

15,3K Followers

153 Following

DSMishraCapt(@DSMishraKLD) 's Twitter Profile Photo

To the person who fought apartheid and discrimination even before there was any talk about it in the world! Leaders who lead from the front CMO Odisha Biju Janata Dal BJD IT Wing

To the person who fought apartheid and discrimination even before there was any talk about it in the world! Leaders who lead from the front @CMO_Odisha @bjd_odisha @BJDITWing
account_circle
CMO Odisha(@CMO_Odisha) 's Twitter Profile Photo

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲଥ୍ କାର୍ଡ ପ୍ରଚଳନ ପରେ ଲୋକେ ଆହୁରି ସହଜରେ ସ୍ୱାସ୍ଥ୍ୟସେବା ପାଇପାରୁଛନ୍ତି। ପଞ୍ଜିକୃତ ଘରୋଇ ହସ୍ପିଟାଲରେ ଅଗଷ୍ଟ ମାସରେ ସର୍ବାଧିକ ୧୦,୭୨୦ ଜଣ ଚିକିତ୍ସିତ ହୋଇଥିବା ବେଳେ ସେପ୍ଟେମ୍ବର ୧୫ ସୁଦ୍ଧା ୪୨୦୭ ଜଣଙ୍କୁ ନିଃଶୁଳ୍କ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଛି।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲଥ୍ କାର୍ଡ ପ୍ରଚଳନ ପରେ ଲୋକେ ଆହୁରି ସହଜରେ ସ୍ୱାସ୍ଥ୍ୟସେବା ପାଇପାରୁଛନ୍ତି। ପଞ୍ଜିକୃତ ଘରୋଇ ହସ୍ପିଟାଲରେ ଅଗଷ୍ଟ ମାସରେ ସର୍ବାଧିକ ୧୦,୭୨୦ ଜଣ ଚିକିତ୍ସିତ ହୋଇଥିବା ବେଳେ ସେପ୍ଟେମ୍ବର ୧୫ ସୁଦ୍ଧା ୪୨୦୭ ଜଣଙ୍କୁ ନିଃଶୁଳ୍କ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଛି। #BSKY #SusthaOdisha
account_circle
DSMishraCapt(@DSMishraKLD) 's Twitter Profile Photo

ପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ Naveen Patnaik ଦ୍ୱାରା ଆଜି ସୁନ୍ଦରଗଡ଼ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନୂଆ ସ୍ମାର୍ଟ କାର୍ଡ ବଣ୍ଟନ ଓ ଅନେକ ପ୍ରକଳ୍ପର ଉଦଘାଟନ!
MoSarkar 5T
CMO Odisha
Biju Janata Dal H & FW Dept Odisha BJD IT Wing Ministry of Health

ପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ @Naveen_Odisha ଦ୍ୱାରା ଆଜି ସୁନ୍ଦରଗଡ଼ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନୂଆ ସ୍ମାର୍ଟ କାର୍ଡ ବଣ୍ଟନ ଓ ଅନେକ ପ୍ରକଳ୍ପର ଉଦଘାଟନ! @MoSarkar5T @CMO_Odisha #BSKY4Sundargarh @bjd_odisha @HFWOdisha @BJDITWing @MoHFW_INDIA
account_circle
DSMishraCapt(@DSMishraKLD) 's Twitter Profile Photo

ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକଙ୍କୁ ସାକ୍ଷାତ କରି ଆସିଛୁ! ତାଙ୍କ ଆଶୁୁ ଆରୋଗ୍ୟ କାମନା କରୁଛି!
CMO Odisha H & FW Dept Odisha Naba Kisore Das BJD IT Wing Biju Janata Dal Biju Yuva Janta Dal

ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକଙ୍କୁ ସାକ୍ଷାତ କରି ଆସିଛୁ! ତାଙ୍କ ଆଶୁୁ ଆରୋଗ୍ୟ କାମନା କରୁଛି! @CMO_Odisha @HFWOdisha @nabadasjsg @BJDITWing @bjd_odisha @BYJD_Odisha
account_circle
DSMishraCapt(@DSMishraKLD) 's Twitter Profile Photo

ସୁବେଛା ସମସ୍ତ ଓଡିଶା ଵାସୀଙ୍କୁ !! ବିଘ୍ନରାଜଙ୍କ ପାଖରେ ସ୍ମମସ୍ତଙ୍କ ବିଘ୍ନ ଖେୟ କରିବା ପାଇଁ ପ୍ରାର୍ଥନା! Please be extra careful during the festival time ...Masks! Distancing !
CMO Odisha Biju Janata Dal BJD IT Wing Energy Odisha homeodisha MS&ME Odisha Invest Odisha EducationOdisha H & FW Dept Odisha

ସୁବେଛା ସମସ୍ତ ଓଡିଶା ଵାସୀଙ୍କୁ !! ବିଘ୍ନରାଜଙ୍କ ପାଖରେ ସ୍ମମସ୍ତଙ୍କ ବିଘ୍ନ ଖେୟ କରିବା ପାଇଁ ପ୍ରାର୍ଥନା! Please be extra careful during the festival time ...Masks! Distancing ! @CMO_Odisha @bjd_odisha @BJDITWing @EnergyOdisha @homeodisha @MsmeDepartment @InvestInOdisha @SMEOdisha @HFWOdisha
account_circle
CMO Odisha(@CMO_Odisha) 's Twitter Profile Photo

ମହିଳାମାନଙ୍କ ଆତ୍ମନିର୍ଭରଶୀଳତା ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ ବ୍ୟାଙ୍କସଖୀ ଭାବେ ନିଯୁକ୍ତି ସହ ଆହାର କେନ୍ଦ୍ର ପରିଚାଳନା ଦାୟିତ୍ବ ଦେବାକୁ ନିଷ୍ପତ୍ତି ନିଆଯାଇଛି। ମହିଳା ସଶକ୍ତିକରଣ ଦିଗରେ ସରକାରଙ୍କ ନିରନ୍ତର ଉଦ୍ୟମ ଯୋଗୁଁ Mission Shakti ମା' ମାନେ ରାଜ୍ୟ ପ୍ରଗତିର ସାରଥୀ ସାଜିଛନ୍ତି।

ମହିଳାମାନଙ୍କ ଆତ୍ମନିର୍ଭରଶୀଳତା ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ ବ୍ୟାଙ୍କସଖୀ ଭାବେ ନିଯୁକ୍ତି ସହ ଆହାର କେନ୍ଦ୍ର ପରିଚାଳନା ଦାୟିତ୍ବ ଦେବାକୁ ନିଷ୍ପତ୍ତି ନିଆଯାଇଛି। ମହିଳା ସଶକ୍ତିକରଣ ଦିଗରେ ସରକାରଙ୍କ ନିରନ୍ତର ଉଦ୍ୟମ ଯୋଗୁଁ @mission_shakti ମା' ମାନେ ରାଜ୍ୟ ପ୍ରଗତିର ସାରଥୀ ସାଜିଛନ୍ତି। #Odisha
account_circle
CMO Odisha(@CMO_Odisha) 's Twitter Profile Photo

With robust industrial policy & efficient administration, has emerged as a leading destination for investors. The State has cleared 10 new industrial projects worth ₹ 2171 Cr in different sectors, creating more than 5,200 new jobs.

newsroomodisha.com/rebooting-econ…

account_circle
DSMishraCapt(@DSMishraKLD) 's Twitter Profile Photo

ହରେ କୃଷ୍ଣ! ଜୟ ଜଗନ୍ନାଥ! ସମସ୍ତଙ୍କୁ ଜନ୍ମାଷ୍ଟମୀର ହାର୍ଦ୍ଦିକ ଅଭିନନ୍ଦନ; ସମସ୍ତଙ୍କ ଜୀବନ ମଙ୍ଗଳମୟ ହେଉ! Be cautious that Covid 19 still lingers amongst us ...So mask up and do not venture out until it's really required ! Save us from third wave !

CMO Odisha
Biju Janata Dal
BJD IT Wing

ହରେ କୃଷ୍ଣ! ଜୟ ଜଗନ୍ନାଥ! ସମସ୍ତଙ୍କୁ ଜନ୍ମାଷ୍ଟମୀର ହାର୍ଦ୍ଦିକ ଅଭିନନ୍ଦନ; ସମସ୍ତଙ୍କ ଜୀବନ ମଙ୍ଗଳମୟ ହେଉ! Be cautious that Covid 19 still lingers amongst us ...So mask up and do not venture out until it's really required ! Save us from third wave ! @CMO_Odisha @bjd_odisha @BJDITWing #Odisha
account_circle