OGOEF (କର୍ମଚାରୀ ମହାସଂଘ)(@OGOEFOdisha) 's Twitter Profileg
OGOEF (କର୍ମଚାରୀ ମହାସଂଘ)

@OGOEFOdisha

Public

ID:1558450017735933953

calendar_today13-08-2022 13:47:52

608 Tweets

769 Followers

849 Following

Kailash Durga(@KailashDurga2) 's Twitter Profile Photo

CMO Odisha MoSarkar 5T
@pranabprakashକେତେଦିନ ଠକିବେ,ଏ ଗରିବ,ନିଷ୍ପେସିତ,ଅନ୍ୟାୟ ଅତ୍ୟାଚାର ରେ ଶୋଷିତ କର୍ମଚାରୀ ମାନଙ୍କୁ, ମାନବିକତାର ଡିଣ୍ଡିମ ପିଟୁଥିବା ଏବଂ ସ୍ୱାଭିମାନ ଓ ଉତ୍ତମ ବ୍ୟକ୍ତିତ୍ଵ ର ପରାକାଷ୍ଠା ପ୍ରଦର୍ଶନ କରୁଥିବା ସରକାର କୁଆଡେ ଗଲେ।ଏ କ୍ରୀତଦାସ ର ଅକଥନୀୟ ନିର୍ଯାତନା ଏବଂ ଶୋଷଣ ର କାହାଣୀ କାହାକୁ କହିବା ?

@CMO_Odisha @MoSarkar5T @pranabprakashକେତେଦିନ ଠକିବେ,ଏ ଗରିବ,ନିଷ୍ପେସିତ,ଅନ୍ୟାୟ ଅତ୍ୟାଚାର ରେ ଶୋଷିତ କର୍ମଚାରୀ ମାନଙ୍କୁ, ମାନବିକତାର ଡିଣ୍ଡିମ ପିଟୁଥିବା ଏବଂ ସ୍ୱାଭିମାନ ଓ ଉତ୍ତମ ବ୍ୟକ୍ତିତ୍ଵ ର ପରାକାଷ୍ଠା ପ୍ରଦର୍ଶନ କରୁଥିବା ସରକାର କୁଆଡେ ଗଲେ।ଏ କ୍ରୀତଦାସ ର ଅକଥନୀୟ ନିର୍ଯାତନା ଏବଂ ଶୋଷଣ ର କାହାଣୀ କାହାକୁ କହିବା ?
account_circle
Prema Reddy(@PremaRe32531874) 's Twitter Profile Photo

ମାନନିୟ ପ୍ରିୟ ମୁଖ୍ୟମନ୍ତ୍ରୀ ଙ୍କୁ 🙏ଯୋଡି ଅନୁରୋଧ କରୁଛୁ ଯେ ଆଉଟସୋର୍ସିଂ ଭଳି କୁର୍ସିତ ପ୍ରଥାକୁ ଉଛେଦ କରି ସମସ୍ତ କର୍ମଚାରୀ ଙ୍କୁ ସ୍ଥାଇ ନିଯୁକ୍ତି କରିବାପାଇଁ ନିବେଦନ କରୁଛୁ।

ମାନନିୟ ପ୍ରିୟ ମୁଖ୍ୟମନ୍ତ୍ରୀ ଙ୍କୁ 🙏ଯୋଡି ଅନୁରୋଧ କରୁଛୁ ଯେ ଆଉଟସୋର୍ସିଂ ଭଳି କୁର୍ସିତ ପ୍ରଥାକୁ ଉଛେଦ କରି ସମସ୍ତ କର୍ମଚାରୀ ଙ୍କୁ ସ୍ଥାଇ ନିଯୁକ୍ତି କରିବାପାଇଁ ନିବେଦନ କରୁଛୁ।
account_circle
OGOEF (କର୍ମଚାରୀ ମହାସଂଘ)(@OGOEFOdisha) 's Twitter Profile Photo

ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଭାଷା ଭିତ୍ତିରେ ସ୍ଵତନ୍ତ୍ର ଓଡ଼ିଶା ରାଜ୍ୟ ଗଠନ ଦିଗରେ ବହୁମୂଲ୍ୟ ଅବଦାନ ଥିବା ଓଡ଼ିଶାର ବରପୁତ୍ରମାନଙ୍କୁ ଓଡ଼ିଶା ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି 💐🙏🏻।

#ବନ୍ଦେଉତ୍କଳଜନନୀ #ଉତ୍କଳଦିବସ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଭାଷା ଭିତ୍ତିରେ ସ୍ଵତନ୍ତ୍ର ଓଡ଼ିଶା ରାଜ୍ୟ ଗଠନ ଦିଗରେ ବହୁମୂଲ୍ୟ ଅବଦାନ ଥିବା ଓଡ଼ିଶାର ବରପୁତ୍ରମାନଙ୍କୁ ଓଡ଼ିଶା ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି 💐🙏🏻।
account_circle
Samir Nayak(@samirnayak380) 's Twitter Profile Photo

ହେ ସରକାର ମୋ ବାପା ମା ଙ୍କୁ ଏ କଷ୍ଟ ରୁ ମୁକ୍ତି ଦିଅ, ମତେ ପାଠ ପଢେଇବା ପାଇଁ ତାଙ୍କ ପାଖରେ ପଇସା ନାହିଁ, ଏ ରାଜ୍ୟର ସରକାର କଣ ଚାହୁଁ ନାହାନ୍ତି କି ରାଜ୍ୟର ଭବିଷ୍ୟତ ଆଗକୁ ବଢୁ ଶିକ୍ଷିତ ହଉ....CMO Odisha Finance Department MoSarkar 5T @OGOEF_Union Vkpandianfanclub Pranab Prakash Das Naveen Patnaik

ହେ ସରକାର ମୋ ବାପା ମା ଙ୍କୁ ଏ କଷ୍ଟ ରୁ ମୁକ୍ତି ଦିଅ, ମତେ ପାଠ ପଢେଇବା ପାଇଁ ତାଙ୍କ ପାଖରେ ପଇସା ନାହିଁ, ଏ ରାଜ୍ୟର ସରକାର କଣ ଚାହୁଁ ନାହାନ୍ତି କି ରାଜ୍ୟର ଭବିଷ୍ୟତ ଆଗକୁ ବଢୁ ଶିକ୍ଷିତ ହଉ....@CMO_Odisha @FdOdisha @MoSarkar5T @OGOEF_Union @Vkpandianfancl1 @pranabpdas @Naveen_Odisha
account_circle