Jagannath Prasad Mohanty(@jagannath94371) 's Twitter Profile Photo

ଗରିବ ଉପରେ ଦାଦାଗିରି।
ଓଳାଶୁଣୀ ଗୁମ୍ଫାରେ ବାବାଙ୍କର ହାକିମାତି। ପୋଡ଼ ପିଠା ବିକ୍ରି କରୁଥିବା ଗରୀବ ବ୍ୟବସାୟୀ ଙ୍କ ଉପରେ ଜୁଲମ। ଶେଷରେ ପିଠାକୁ ଝିଙ୍କି ଫୋପାଡ଼ି ଦେଲେ ବାବା ମାନେ।
ନିଧି ଅଜା ବଣମଲ୍ଲୀର ମହକ OTV Prameya News7 Sambad (ସମ୍ବାଦ) Bhejaal Odia ଓଡ଼ିଆଙ୍କ ଖଟି ଓଡ଼ିଆସ୍ ଇନ୍ ଫେସ୍‌ବୁକ୍ CMO Odisha Odisha With Naveen

account_circle
Meera maa(@MeeraParida) 's Twitter Profile Photo

ବାଲେଶ୍ୱର ସଦର ଉପନିର୍ବାଚନ ward -no14 ra ପର୍ଯ୍ୟବେକ୍ଷକ ବରହମପୁର ବିଧାୟକ ବିକ୍ରମ ପଣ୍ଡାଙ୍କ ନେତୃତ୍ୱରେ ward no-14ର ମୋତିଗଞ୍ଜ ରାଜସ୍ଥାନ ଭବନ ଠାରୁ ସିଦ୍ଧି କଲ୍ୟାଣ ମଣ୍ଡପ ପର୍ଯନ୍ତ ମହିଳା ପଦଯାତ୍ରା ରେ ସ୍ୱରୂପ ଦାସ ଙ୍କ ପାଇଁ ମାରାଥନ ପ୍ରଚାର କରିଥିଲେ l

Biju Mahila Janata Dal
Odisha With Naveen

account_circle
Suvendu Kumar Ray(@Suvendukumarray) 's Twitter Profile Photo

Please see this video of Mrs Pratima Das W/o Late Sankar Das Omfed Slum, Niladri Vihar, BBSR describing her situation due to lock down. Requesting honourable Chief Minister of Odisha to look into the loss of daily wages of various slum dwellers Naveen Patnaik Odisha With Naveen

account_circle
RUBELAL PRADHAN 🇮🇳(Sandartist)(@RP_Sand) 's Twitter Profile Photo

On this special day, I express my heartiest wishes through my sand animation art to our beloved CM Hon’ble Shri Naveen Patnaik sir on his birthday. We pray for your best of health and happiness. Sir
Naveen Patnaik Odisha With Naveen Biju Janata Dal BJD IT Wing

account_circle
କଣାସ ଟୁଇଟର କ୍ଳବ(@mG0EKNwYIOIv3G0) 's Twitter Profile Photo

ଧନ୍ୟବାଦ ଆମ ପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ସତ୍ୟବାଦୀ ବିଧାୟକଙ୍କୁ ସେହିପରି ଅସଭ୍ୟଭାଷା ଆଉ ତରିକା ରେ ଓଡିଶାକୁ ସଶକ୍ତ ଆଉ ଓଡ଼ିଶାର ସାମଜିକ ବିକାଶ କରିବା ପାଇଁ ସୁଯୋଗ ଦେଇ ଥିବାରୁ l
Naveen Patnaik
CMO Odisha
Odisha With Naveen
BJD Odisha
BJD Bhubaneswar
MoSarkar 5T
OTV
Kanak News
The Times Of India

account_circle
pradyumna kumar tripathy@babulu(@pradyum71431468) 's Twitter Profile Photo

ଆମ ପ୍ରିୟ ବିଧାୟିକା Rita Sahu ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ରେ ମହାରାଷ୍ଟ୍ରରୁ ଆସିଥିବା ପ୍ରବାସୀଙ୍କୁ ବରପାଲି ସୀମାନ୍ତରେ ଖାଦ୍ୟ ଦେଇ ଗାଡ଼ିର ବ୍ୟବସ୍ଥା କରି ବିଜେପୁର,ପଦ୍ମପୁର, ଗାଇସିଲେଟ,ବରଗଡ଼,ସୋହେଲା ଓ ପାଇକମାଳ ର ନିଜ ନିଜ ପଞ୍ଜିକୃତ କ୍ୱାରେନଟିନ କୁ ପଠାଗଲା CMO Odisha @Odisha4Naveen@SusantaSingh11 ChiefSecyOdisha

ଆମ ପ୍ରିୟ ବିଧାୟିକା @Rita_bjd ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ରେ ମହାରାଷ୍ଟ୍ରରୁ ଆସିଥିବା ପ୍ରବାସୀଙ୍କୁ ବରପାଲି ସୀମାନ୍ତରେ ଖାଦ୍ୟ ଦେଇ ଗାଡ଼ିର ବ୍ୟବସ୍ଥା କରି ବିଜେପୁର,ପଦ୍ମପୁର, ଗାଇସିଲେଟ,ବରଗଡ଼,ସୋହେଲା ଓ ପାଇକମାଳ ର ନିଜ ନିଜ ପଞ୍ଜିକୃତ କ୍ୱାରେନଟିନ କୁ ପଠାଗଲା @CMO_Odisha @Odisha4Naveen@SusantaSingh11 @SecyChief
account_circle
Sanjib Kumar Mallick(@Sanjibkumallick) 's Twitter Profile Photo

୭୪ ତମ ସ୍ୱାଧୀନତା ଦିବସ ଅବସର ରେ ଭଦ୍ରକ ର ସମସ୍ତ ଭାଇ,ଭଉଣୀ ଏବଂ ଗୁରୁଜନ ମାନଙ୍କୁ ମୋର ଅଭିନନ୍ଦନ| Naveen Patnaik Naveenism Odisha With Naveen

account_circle