Zilla Parishad, Malkangiri(@zp_malkangiri) 's Twitter Profileg
Zilla Parishad, Malkangiri

@zp_malkangiri

ID:1641756006500671491

calendar_today31-03-2023 10:55:28

618 Tweets

226 Followers

108 Following

Panchayati Raj and Drinking Water Department(@PRDeptOdisha) 's Twitter Profile Photo

ଆପଣଙ୍କ ଅଞ୍ଚଳରେ ପାନୀୟ ଜଳ ଯୋଗାଣ ସମସ୍ୟା ସମ୍ବନ୍ଧୀୟ ଅଭିଯୋଗ ଦାଖଲ କରିବା ନିମନ୍ତେ ଟୋଲ ଫ୍ରି ନମ୍ବର - ୧୯୧୬ ରେ 🕕 ସକାଳ ୬ ଘଟିକାରୁ ସନ୍ଧ୍ୟା ୬ ଘଟିକା ମଧ୍ୟରେ କଲ 📞 କରନ୍ତୁ |
ଅଭିଯୋଗ ଦାଖଲ ପରେ ଯଥା ଶୀଘ୍ର ଆପଣଙ୍କ ସମସ୍ୟାର ସମାଧାନ କରାଯିବ।

ଆପଣଙ୍କ ଅଞ୍ଚଳରେ ପାନୀୟ ଜଳ ଯୋଗାଣ ସମସ୍ୟା ସମ୍ବନ୍ଧୀୟ ଅଭିଯୋଗ ଦାଖଲ କରିବା ନିମନ୍ତେ ଟୋଲ ଫ୍ରି ନମ୍ବର - ୧୯୧୬ ରେ 🕕 ସକାଳ ୬ ଘଟିକାରୁ ସନ୍ଧ୍ୟା ୬ ଘଟିକା ମଧ୍ୟରେ କଲ 📞 କରନ୍ତୁ | ଅଭିଯୋଗ ଦାଖଲ ପରେ ଯଥା ଶୀଘ୍ର ଆପଣଙ୍କ ସମସ୍ୟାର ସମାଧାନ କରାଯିବ। #DrinkingWaterForAll #OdishaCares
account_circle
Panchayati Raj and Drinking Water Department(@PRDeptOdisha) 's Twitter Profile Photo

A field channel has been constructed at Semiliguda block in Collector and District Magistrate, Koraput dist under initiative, providing irrigation to the farmland of 40 families in the locality. The project not only ensured agricultural productivity but also secured income for beneficiaries of

A field channel has been constructed at Semiliguda block in @dmkoraput dist under #MGNREGA initiative, providing irrigation to the farmland of 40 families in the locality. The project not only ensured agricultural productivity but also secured income for beneficiaries of #MGNREGA
account_circle
Collector & DM, Malkangiri(@dm_malkangiri) 's Twitter Profile Photo

ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ବଡ଼ପଡ଼ାଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଧୁନିକ ଶିକ୍ଷା ସୌଧର ଉଦ୍‌ଘାଟନ କରିଛନ୍ତି। ଉପକ୍ରମରେ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ଏଠାରେ ଉପଲବ୍ଧ ରହିଛି। ଏହି ଆଧୁନିକ ଶିକ୍ଷା ବ୍ୟବସ୍ଥା, ସ୍ୱାଭିମାନ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଅଧିକ ଦକ୍ଷ ଓ ଆତ୍ମନିର୍ଭରଶୀଳ କରିବ।

ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ବଡ଼ପଡ଼ାଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଧୁନିକ ଶିକ୍ଷା ସୌଧର ଉଦ୍‌ଘାଟନ କରିଛନ୍ତି। #5T ଉପକ୍ରମରେ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ଏଠାରେ ଉପଲବ୍ଧ ରହିଛି। ଏହି ଆଧୁନିକ ଶିକ୍ଷା ବ୍ୟବସ୍ଥା, ସ୍ୱାଭିମାନ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଅଧିକ ଦକ୍ଷ ଓ ଆତ୍ମନିର୍ଭରଶୀଳ କରିବ।
account_circle
Collector & DM, Malkangiri(@dm_malkangiri) 's Twitter Profile Photo

Hon’ble Chief Minister, Odisha inaugurated the Multi Purpose Indoor Stadium at Malkangiri Municipality and Balimela NAC through virtual mode. CMO Odisha MoSarkar 5T @sports

Hon’ble Chief Minister, Odisha inaugurated the Multi Purpose Indoor Stadium at Malkangiri Municipality and Balimela NAC through virtual mode. @CMO_Odisha @MoSarkar5T @sports
account_circle
Panchayati Raj and Drinking Water Department(@PRDeptOdisha) 's Twitter Profile Photo

& members in various blocks across are being imparted training on water quality assessment using . This interactive training approach not only enhances their skills but also fosters community health and awareness.

account_circle
Panchayati Raj and Drinking Water Department(@PRDeptOdisha) 's Twitter Profile Photo

ରାଜ୍ୟର ପଞ୍ଚାୟତିରାଜ ପ୍ରତିନିଧିମାନଙ୍କର ପାରିତୋଷିକ ଓ ଭତ୍ତା ରାଶି ବୃଦ୍ଧି କରିବାକୁ ମାନ୍ୟବର CMO Odisha ଶ୍ରୀଯୁକ୍ତ Naveen Patnaik ଘୋଷଣା କରିଛନ୍ତି। ଏଥି ନିମନ୍ତେ, ରାଜ୍ୟ ସରକାର ₹ ୧୬୨.୬୮ କୋଟି ଅତିରିକ୍ତ ଖର୍ଚ୍ଚ ବହନ କରିବେ।

ରାଜ୍ୟର ପଞ୍ଚାୟତିରାଜ ପ୍ରତିନିଧିମାନଙ୍କର ପାରିତୋଷିକ ଓ ଭତ୍ତା ରାଶି ବୃଦ୍ଧି କରିବାକୁ ମାନ୍ୟବର @CMO_Odisha ଶ୍ରୀଯୁକ୍ତ @Naveen_Odisha ଘୋଷଣା କରିଛନ୍ତି। ଏଥି ନିମନ୍ତେ, ରାଜ୍ୟ ସରକାର ₹ ୧୬୨.୬୮ କୋଟି ଅତିରିକ୍ତ ଖର୍ଚ୍ଚ ବହନ କରିବେ। #OdishaCares
account_circle
Panchayati Raj and Drinking Water Department(@PRDeptOdisha) 's Twitter Profile Photo

Under , a traditional water body has been renovated at Borigumma block in . Beyond providing income to beneficiaries, this initiative enabled over 110 families to irrigate their farmland & empowered SHG members to engage in activities.

Under #MGNREGA, a traditional water body has been renovated at Borigumma block in #Koraput. Beyond providing income to #MGNREGA beneficiaries, this initiative enabled over 110 families to irrigate their farmland & empowered SHG members to engage in #Pisciculture activities.
account_circle
I & PR Department, Odisha(@IPR_Odisha) 's Twitter Profile Photo

ରାଜ୍ୟର ପଞ୍ଚାୟତିରାଜ ପ୍ରତିନିଧିମାନଙ୍କର ପାରିତୋଷିକ ଓ ଭତ୍ତା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବୃଦ୍ଧି କରିଛନ୍ତି। ଜିଲ୍ଲା ପରିଷଦ ସଭାପତିମାନେ ୯,୩୮୦ ଟଙ୍କା ପରିବର୍ତ୍ତେ ୩୦,୦୦୦ ଟଙ୍କା ମାସିକ ପାରିତୋଷିକ ପାଇବେ। ସେମାନଙ୍କ ଦୈନିକ ଭତ୍ତା ୩୦୦ ଟଙ୍କାରୁ ୬୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।

ଜିଲ୍ଲା ପରିଷଦ ଉପ-ସଭାପତି…

ରାଜ୍ୟର ପଞ୍ଚାୟତିରାଜ ପ୍ରତିନିଧିମାନଙ୍କର ପାରିତୋଷିକ ଓ ଭତ୍ତା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବୃଦ୍ଧି କରିଛନ୍ତି। ଜିଲ୍ଲା ପରିଷଦ ସଭାପତିମାନେ ୯,୩୮୦ ଟଙ୍କା ପରିବର୍ତ୍ତେ ୩୦,୦୦୦ ଟଙ୍କା ମାସିକ ପାରିତୋଷିକ ପାଇବେ। ସେମାନଙ୍କ ଦୈନିକ ଭତ୍ତା ୩୦୦ ଟଙ୍କାରୁ ୬୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଜିଲ୍ଲା ପରିଷଦ ଉପ-ସଭାପତି…
account_circle
Panchayati Raj and Drinking Water Department(@PRDeptOdisha) 's Twitter Profile Photo

ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକଙ୍କ ସୁଗମ ଯାତାୟାତକୁ ଗୁରୁତ୍ଵ ରାଜ୍ୟର ସମସ୍ତ ଜିଲ୍ଲାରେ ଗଡୁଛି ଲକ୍ଷ୍ମୀ ବସ୍ | ଏହି ସେବା ଅଧୀନରେ ଯାତ୍ରୀମାନଙ୍କୁ ସୁଗମ ଯାତ୍ରା ଅନୁଭୂତି ପ୍ରଦାନ କରିବା ପାଇଁ ଆମ ଓଡ଼ିଶା ନବୀନ ଓଡ଼ିଶା ପ୍ରୟାସରେ ରାଜ୍ୟର ବିଭିନ୍ନ ଗ୍ରାମ ପଞ୍ଚାୟତରେ ନୂତନ ନିର୍ମାଣ କରାଯାଇଛି |

ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକଙ୍କ ସୁଗମ ଯାତାୟାତକୁ ଗୁରୁତ୍ଵ ରାଜ୍ୟର ସମସ୍ତ ଜିଲ୍ଲାରେ ଗଡୁଛି ଲକ୍ଷ୍ମୀ ବସ୍ | ଏହି ସେବା ଅଧୀନରେ ଯାତ୍ରୀମାନଙ୍କୁ ସୁଗମ ଯାତ୍ରା ଅନୁଭୂତି ପ୍ରଦାନ କରିବା ପାଇଁ ଆମ ଓଡ଼ିଶା ନବୀନ ଓଡ଼ିଶା ପ୍ରୟାସରେ ରାଜ୍ୟର ବିଭିନ୍ନ ଗ୍ରାମ ପଞ୍ଚାୟତରେ ନୂତନ #BusQueueShelter ନିର୍ମାଣ କରାଯାଇଛି | #OdishaCares
account_circle
Panchayati Raj and Drinking Water Department(@PRDeptOdisha) 's Twitter Profile Photo

Unlocking potential, fostering dreams!
Under and libraries have been established at various gram panchayats across . These libraries serve as vital educational hubs, bolstering learning opportunities for rural students.
OnTheMove Cares

Unlocking potential, fostering dreams! Under #5thSFC and #15thCFC libraries have been established at various gram panchayats across #Odisha. These libraries serve as vital educational hubs, bolstering learning opportunities for rural students. #OdishaOnTheMove #OdishaCares
account_circle
Collector & DM, Malkangiri(@dm_malkangiri) 's Twitter Profile Photo

Inauguration of Mission Shakti Café in the premises of Block Office, Malkangiri by the President ZP in presence of Collector, CDO-cum-EO, ZP and other officials. CMO Odisha MoSarkar 5T Mission Shakti

Inauguration of Mission Shakti Café in the premises of Block Office, Malkangiri by the President ZP in presence of Collector, CDO-cum-EO, ZP and other officials. @CMO_Odisha @MoSarkar5T @mission_shakti
account_circle
Panchayati Raj and Drinking Water Department(@PRDeptOdisha) 's Twitter Profile Photo

ରାଜ୍ୟର ଯୁବଗୋଷ୍ଠୀଙ୍କୁ ସ୍ଵତନ୍ତ୍ର ଯୁବ ଉଦ୍ୟମୀ ରୂପେ ଗଢ଼ିବା ପାଇଁ ଓଡ଼ିଶା ସରକାର ଯୋଜନାର ଶୁଭାରମ୍ଭ କରିଛନ୍ତି | ଆସନ୍ତୁ ଜାଣିବା ଏହି ଯୋଜନାର ଲାଭ ନେବା ପାଇଁ କିପରି ପଞ୍ଜୀକରଣ କରିବାକୁ ପଡିଥାଏ | ଯୋଜନା ସମ୍ବନ୍ଧୀୟ ବିସ୍ତୃତ ସୂଚନା swayam.odisha.gov.in ରେ ଉପଲବ୍ଧ।

ରାଜ୍ୟର ଯୁବଗୋଷ୍ଠୀଙ୍କୁ ସ୍ଵତନ୍ତ୍ର ଯୁବ ଉଦ୍ୟମୀ ରୂପେ ଗଢ଼ିବା ପାଇଁ ଓଡ଼ିଶା ସରକାର #ସ୍ଵୟମ୍ ଯୋଜନାର ଶୁଭାରମ୍ଭ କରିଛନ୍ତି | ଆସନ୍ତୁ ଜାଣିବା ଏହି ଯୋଜନାର ଲାଭ ନେବା ପାଇଁ କିପରି ପଞ୍ଜୀକରଣ କରିବାକୁ ପଡିଥାଏ | ଯୋଜନା ସମ୍ବନ୍ଧୀୟ ବିସ୍ତୃତ ସୂଚନା swayam.odisha.gov.in ରେ ଉପଲବ୍ଧ। #SWAYAM #OdishaCares #NabinOdisha
account_circle
Panchayati Raj and Drinking Water Department(@PRDeptOdisha) 's Twitter Profile Photo

ଗ୍ରାମାଞ୍ଚଳ ଭିତ୍ତଭୂମିର ବିକାଶ, ରାଜ୍ୟ ସରକାରଙ୍କ ପ୍ରୟାସ!
ପଞ୍ଚମ ରାଜ୍ୟ ଅର୍ଥ କମିଶନ ଅନୁଦାନରେ ରାଜ୍ୟର ବିଭିନ୍ନ ଗ୍ରାମ ପଞ୍ଚାୟତରେ ଅଙ୍ଗନୱାଡି କେନ୍ଦ୍ର ଗୁଡିକର ନିର୍ମାଣ କରାଯାଇଛି | ଏହା ସ୍ଥାନୀୟ ପିଲାଙ୍କ ପାଠ ପଢା ନିମନ୍ତେ ଏକ ଅନୁକୂଳ ବାତାବରଣ ଯୋଗାଇ ଦେବା ସହ ସେମାନଙ୍କ ବୌଦ୍ଧିକ ବିକାଶରେ ସହାୟକ ହେବ |

ଗ୍ରାମାଞ୍ଚଳ ଭିତ୍ତଭୂମିର ବିକାଶ, ରାଜ୍ୟ ସରକାରଙ୍କ ପ୍ରୟାସ! ପଞ୍ଚମ ରାଜ୍ୟ ଅର୍ଥ କମିଶନ ଅନୁଦାନରେ ରାଜ୍ୟର ବିଭିନ୍ନ ଗ୍ରାମ ପଞ୍ଚାୟତରେ ଅଙ୍ଗନୱାଡି କେନ୍ଦ୍ର ଗୁଡିକର ନିର୍ମାଣ କରାଯାଇଛି | ଏହା ସ୍ଥାନୀୟ ପିଲାଙ୍କ ପାଠ ପଢା ନିମନ୍ତେ ଏକ ଅନୁକୂଳ ବାତାବରଣ ଯୋଗାଇ ଦେବା ସହ ସେମାନଙ୍କ ବୌଦ୍ଧିକ ବିକାଶରେ ସହାୟକ ହେବ | #OdishaOnTheMov
account_circle
Panchayati Raj and Drinking Water Department(@PRDeptOdisha) 's Twitter Profile Photo

ଲୋକାଭିମୁଖୀ କାର୍ଯ୍ୟକ୍ରମ ଅଧୀନରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ ନିମନ୍ତେ ରାଜ୍ୟର ବିଭିନ୍ନ ଗ୍ରାମ ପଞ୍ଚାୟତରେ ଥିବା ଜଗନ୍ନାଥ ମନ୍ଦିର ଗୁଡିକର ରୂପାନ୍ତରୀକରଣ କରାଯାଇଛି |

ଲୋକାଭିମୁଖୀ କାର୍ଯ୍ୟକ୍ରମ #AmaOdishaNabinOdisha ଅଧୀନରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ ନିମନ୍ତେ ରାଜ୍ୟର ବିଭିନ୍ନ ଗ୍ରାମ ପଞ୍ଚାୟତରେ ଥିବା ଜଗନ୍ନାଥ ମନ୍ଦିର ଗୁଡିକର ରୂପାନ୍ତରୀକରଣ କରାଯାଇଛି |
account_circle
Panchayati Raj and Drinking Water Department(@PRDeptOdisha) 's Twitter Profile Photo

ରାଜ୍ୟର ଯୁବଗୋଷ୍ଠୀଙ୍କୁ ରୂପେ ଗଢ଼ିବା ପାଇଁ ଓଡ଼ିଶା ସରକାର ଯୋଜନାର ଶୁଭାରମ୍ଭ କରିଛନ୍ତି | ଏଥିରେ ୧୮ ରୁ ୩୫ ବର୍ଷ ବୟସର ଯୁବକଯୁବତୀ ବିନାସୁଧରେ ୧ ଲକ୍ଷ ଟଙ୍କା ଋଣ ପାଇ ପାରିବେ। ତେବେ ଆସନ୍ତୁ ଜାଣିବା, ସୁଧମୁକ୍ତ ଋଣ ପାଇବାପାଇଁ ଆବେଦନକାରୀଙ୍କୁ କେଉଁ କାଗଜପତ୍ର ଦାଖଲ କରିବାକୁ ପଡିବ |

ରାଜ୍ୟର ଯୁବଗୋଷ୍ଠୀଙ୍କୁ #ସ୍ଵତନ୍ତ୍ର_ଯୁବ_ଉଦ୍ୟମୀ ରୂପେ ଗଢ଼ିବା ପାଇଁ ଓଡ଼ିଶା ସରକାର #ସ୍ଵୟମ୍ ଯୋଜନାର ଶୁଭାରମ୍ଭ କରିଛନ୍ତି | ଏଥିରେ ୧୮ ରୁ ୩୫ ବର୍ଷ ବୟସର ଯୁବକଯୁବତୀ ବିନାସୁଧରେ ୧ ଲକ୍ଷ ଟଙ୍କା ଋଣ ପାଇ ପାରିବେ। ତେବେ ଆସନ୍ତୁ ଜାଣିବା, ସୁଧମୁକ୍ତ ଋଣ ପାଇବାପାଇଁ ଆବେଦନକାରୀଙ୍କୁ କେଉଁ କାଗଜପତ୍ର ଦାଖଲ କରିବାକୁ ପଡିବ | #SWAYAM
account_circle
Panchayati Raj and Drinking Water Department(@PRDeptOdisha) 's Twitter Profile Photo

Under initiative, a farm pond has been dug at Padampur block in district, aimed at water conservation & rain water harvesting. This endeavor has not only secured a stable income for the beneficiaries but also helping locals in agricultural activities.

Under #MGNREGA initiative, a farm pond has been dug at Padampur block in #Bargarh district, aimed at water conservation & rain water harvesting. This endeavor has not only secured a stable income for the beneficiaries but also helping locals in agricultural activities.
account_circle
Panchayati Raj and Drinking Water Department(@PRDeptOdisha) 's Twitter Profile Photo

ରାଜ୍ୟର ଯୁବଗୋଷ୍ଠୀଙ୍କୁ ରୂପେ ଗଢ଼ିବା ପାଇଁ ଓଡ଼ିଶା ସରକାର ଯୋଜନାର ଶୁଭାରମ୍ଭ କରିଛନ୍ତି | ଲାଭଜନକ ବ୍ୟବସାୟ ପାଇଁ ମିଳିବ ବିନା ସୁଧରେ ୧ ଲକ୍ଷ ଟଙ୍କାର ଋଣ। ଯୋଜନା ସମ୍ବନ୍ଧୀୟ ବିସ୍ତ୍ରୃତ ସୂଚନା swayam.odisha.gov.in ରେ ଉପଲବ୍ଧ।

ରାଜ୍ୟର ଯୁବଗୋଷ୍ଠୀଙ୍କୁ #ସ୍ଵତନ୍ତ୍ର_ଯୁବ_ଉଦ୍ୟମୀ ରୂପେ ଗଢ଼ିବା ପାଇଁ ଓଡ଼ିଶା ସରକାର #ସ୍ଵୟମ୍ ଯୋଜନାର ଶୁଭାରମ୍ଭ କରିଛନ୍ତି | ଲାଭଜନକ ବ୍ୟବସାୟ ପାଇଁ ମିଳିବ ବିନା ସୁଧରେ ୧ ଲକ୍ଷ ଟଙ୍କାର ଋଣ। ଯୋଜନା ସମ୍ବନ୍ଧୀୟ ବିସ୍ତ୍ରୃତ ସୂଚନା swayam.odisha.gov.in ରେ ଉପଲବ୍ଧ। #Swayam #OdishaOnTheMove #NabinOdisha #YubaOdisha
account_circle
Zilla Parishad, Malkangiri(@zp_malkangiri) 's Twitter Profile Photo

District level sensitization training programme on Indian Standards and Products by Bureau of Indian Standards(BIS) was held at Zilla Parishad, Malkangiri where all district level officers were participated.
Panchayati Raj and Drinking Water Department MoSarkar 5T SIRD&PR Odisha Collector & DM, Malkangiri

District level sensitization training programme on Indian Standards and Products by Bureau of Indian Standards(BIS) was held at Zilla Parishad, Malkangiri where all district level officers were participated. @PRDeptOdisha @MoSarkar5T @sird_pr_odisha @dm_malkangiri
account_circle